ସୁନ୍ଦରୀ ଦେଖି ପ୍ରେମ କଲେ , ଆଉ ସବୁ ସରିଗଲା ପରେ ଘରେ ଆଣି ଛାଡି ଦେଲେ ଯୁବକ , ଦୁଃ-ଖରେ ଜୀବନ ହାରିଲେ ଯୁବତୀ

ସୁନ୍ଦରୀ ହେବା କଣ ଭୁଲ । ସୁନ୍ଦରୀ ହୋଇଥିବା ଯୋଗୁଁ ଆଜି ଚାଲି ଗଲା ଜଣେ ନିରୀହ ମହିଳାଙ୍କ ଜୀବନ । ଯେଉଁ ଚେହେରାକୁ ନେଇ ସେ ଗ-ର୍ବ କରୁଥିଲେ , ସେହି ଚେହେରା ଆଜି ସାଜିଲା କାଳ । ଅନେକ ଯୁବକ ତାଙ୍କ ପ୍ରେମ ଫା-ଶରେ ପଡ଼ିଥିଲେ କିନ୍ତୁ ଜଣେ ହିଁ ବ୍ୟକ୍ତି ତାଙ୍କ ମନକୁ ଛୁଇଁ ଥିଲେ ଆଉ ତାଙ୍କୁ ସାତ ଜୀବନର ସାଥୀ କରିବେ ବୋଲି ନେଇଥିଲେ ଶ-ପଥ । କିନ୍ତୁ ସବୁକିଛି ସରିଗଲା ।

କାହାଣୀ ଆରମ୍ଭ ହେବା ପୂର୍ବରୁ ସବୁକିଛି ଶେଷ ହୋଇଗଲା । ଆଉ ସୁନ୍ଦରୀ ଜଣକ ଚାଲି ଗଲେ ଆର ପାରିକୁ । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ବୋଇପାରିଗୁଡ଼ା ଥା-ନା ଅନ୍ତର୍ଗତ ମଲାଗୁଡ଼ା ଗ୍ରାମରେ । ଏହି ଗାଆଁର ଦଇତି ଖରା ନାମକ ଜଣେ ଯୁବତୀ ନିକଟସ୍ଥ ଗ୍ରାମର ବିଷ୍ଣୁ ପାଣ୍ଡକା ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଇ ବସିଥିଲେ ଆଉ ସାରା ଜୀବନ ତାଙ୍କ ସହ ଜୀବନ କା-ଟିବେ ବୋଲି ନେଇ ଥିଲେ ଶ-ପଥ ।

ତେବେ ପ୍ରେମ ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରୀ-ରିକ ସ-ମ୍ପର୍କ । ଆଉ ତାପରେ ନିଜର ସ୍ୱପ୍ନର ଦୁନିଆ ଗଢ଼ିବାକୁ ଚାହିଁଥିଲେ ଦୁହେଁ । ତେବେ ବର୍ଷକ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ବିଷ୍ଣୁଙ୍କ ସହିତ ରହୁଥିଲେ । ତେବେ ହସ ଖୁସିରେ ପରିବାର ଚାଲିଥିଲେ । ଦୁହେଁ ଦୁହିଁଙ୍କୁ ପାଇଥିଲେ ବହୁତ ଖୁସି । ତେବେ କୁହାଯାଏ ନା କାହା ମନରେ କଣ ଅଛି , ସେ କଥା କିଏ ବା ଜାଣିଛି ।

ବୋଧହୁଏ ବିଷ୍ଣୁଙ୍କ ମନରେ ଆଉ କିଛି ଚାଲିଥିଲା ଆଉ ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଝ-ଗଡା ଚାଲିଥିଲା । ତେବେ ଏହି କଥା ଯୁବତୀ କେବେ ନିଜ ପରିବାର ଲୋକଙ୍କୁ କହି ନଥିଲେ । ତେବେ ଶେଷରେ ଗତକାଲି ବିଷ୍ଣୁ ଦଇତିଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ । ଆଉ ଦଇତିଙ୍କୁ ବୋଧହୁଏ ଏହି କଥା ଅତ୍ୟନ୍ତ ଆ-ଘାତ ଦେଇଥିଲା । ଆଉ ଆଜି ସକାଳେ ସେ ନିଜ ବାପ ଘରେ କରି ଦେଇଥିଲେ ଆ-ତ୍ମହ-ତ୍ୟା । ବର୍ତ୍ତମାନ ସାରା ଗାଆଁ ଦୁଃ-ଖରେ ଭା-ଙ୍ଗି ପଡ଼ିଛି । ଆଉ ବିଷ୍ଣୁଙ୍କୁ ପୋ-ଲିସ ଖୋଜି-ବାରେ ଲାଗିଛି ।

Leave a Reply

Your email address will not be published. Required fields are marked *