50 ଜଣ ଝିଅଙ୍କ ସହ ଶାରୀ-ରିକ ସମ୍ପର୍କ ରଖିଛି ଏହି ଯୁବକ । କଲଗାର୍ଲ ବୋଲି ଜାଣିବାରୁ ଗର୍ଲଫ୍ରେଣ୍ଡକୁ କଲା ହ-ତ୍ୟା

ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଏମିତି ଯୁବକ କୁ ପୋଲିସ ଧରିଛି ଯାହାର ସେ-କ୍ସ୍ କରିବା ଏକ ନିଶା । ତାର କାମ ହେଉଛି ନିରୀହ ଝିଅ ମାନଙ୍କୁ ତା ପ୍ରେମ ଜାଲରେ ଫଶେଇ ସେମାନଙ୍କ ସହ ସେ-କ୍ସ୍ କରିବା । ସେ ଝିଅମାନଙ୍କୁ ଧୋକା ଦେବା ସହ ସେମାନଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଦେଉଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଅଭିଯୁକ୍ତ ଯୁବକ ଜଣକ ଝିଅମାନଙ୍କୁ ସେନା ଅଧିକାରୀ ଭାବେ କହି ଫସାଉଥିଲା । ଏହା ପରେ, ସେ ସେମାନଙ୍କ ସହ ଶାରୀ-ରିକ ସମ୍ପର୍କ ରଖୁଥିଲେ ଏବଂ ଯେତେବେଳେ ତାର ମନ ଭରି ଯାଉଥିଲା ସେ ତାକୁ ଛାଡ଼ିଦେଉଥିଲା । ତା’ପରେ ସେ ଅନ୍ୟ ଏକ ଝିଅ ଖୋଜୁଥିଲା ଏବଂ ତା ’ସହିତ ମଧ୍ୟ ସମାନ କାମ କରୁଥିଲା । ତେବେ ସେ ନିଜେ ତା ପ୍ରେମିକାର ଜାଲରେ ଫସି ଯାଇଛି ଏବଂ ପୋଲିସ ତାଙ୍କୁ ଗିରଫ କରିଛି ।

ସେ-କ୍ସ୍ ସମ୍ପର୍କରେ ଜଡିତ ଏହି ଯୁବକର ଖବର ରାଜସ୍ଥାନର ରାଜଧାନୀ ଜୟପୁରରୁ ଆସିଛି । ଏହି ଅଭିଯୁକ୍ତ ଯୁବକଙ୍କ ବିଷୟରେ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର 35 ବର୍ଷ ବୟସରେ ଏହି ଅଭି-ଯୁକ୍ତ ଯୁବକ ଜଣକ 50 ଜଣ ଝିଅଙ୍କ ସହ ଶାରୀ-ରିକ ସମ୍ପର୍କ ରଖିସାରିଛି । ସେ ନିଜେ ଏହା ପୋଲିସ ଆଗରେ ପ୍ରକାଶ କରିଛି ।

ଏକ ହ-ତ୍ୟା ମାମଲାରେ ପୋଲିସ ତାକୁ ଦୀର୍ଘ ସମୟ ଧରି ଖୋଜୁଥିଲା। ଶେଷରେ ସେ ଧରାପଡିଛି ଏବଂ ପୋଲିସ ତାକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ବିକ୍ରମ ଏବଂ ତାକୁ ହ-ତ୍ୟା ଅପରା-ଧରେ ଗିରଫ କରାଯାଇଛି । ତାକୁ ଭବାଡିରୁ ଗିରଫ କରାଯାଇଛି । ଯେତେବେଳେ ତା ବ୍ୟାଗ ଖୋଜାଯାଇଥିଲା ସେତେବେଳେ ସେଠାରେ ଠିଆ ହୋଇଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଭିଯୁକ୍ତ ବିକ୍ରମ ଓରଫ୍ ମିଣ୍ଟୁକୁ ନିଜ ପ୍ରେମିକାର ହତ୍ୟା ମାମଲାରେ ପୋଲିସ ଗିରଫ କରିଛି । ସେ ଦୀର୍ଘ ସମୟ ଧରି ଲୁଚି ରହିଥିଲା ବୋଲି ପୋଲିସ କହିଛି । ହଠାତ୍ ଯେତେବେଳେ ସେ ଭବାଡିରେ ରହିବାର ସୂଚନା ମିଳିଛି, ପୋଲିସ ତାକୁ ଗିରଫ କରିଛି । ବିକ୍ରମ ଯୋଉ ଝିଅ ସହ ଲିଭ୍-ଇନ୍‌ରେ ରହୁଥିଲା ସେହି ଝିଅର ହ-ତ୍ୟା କରିଛି ବୋଲି ଅଭିଯୋଗ ରହିଛି ।

ବିକ୍ରମ ଏବଂ ରୋଶନି ପରସ୍ପରକୁ ଭଲ ପାଉଥିବାର ପୋଲିସ କହିଛି । ଏହା ପରେ ଦୁହେଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ବିବାହ କରିନଥିଲେ, ସେମାନେ ଜୟପୁରରେ ଲିଭ୍-ଇନ୍ ରେ ରହୁଥିଲେ । ହଠାତ୍ ଦିନେ ବିକ୍ରମ ରୋଶନିକୁ ତକିଆରେ ଶ୍ୱାସରୁଦ୍ଧ କରି ହ-ତ୍ୟା କରିଛି । ହ-ତ୍ୟା କରିବା ପରେ ସେ ସେଠାରୁ ପଳାଇ ଯାଇଛି ।

ଯେତେବେଳେ ବିକ୍ରମଙ୍କୁ ପୋଲିସ ପଚରାଉଚରା କରିଛି ​​ସେତେବେଳେ ସେ ଅନେକ ଖୁଲାସା କରିଛି । ସେ କହିଛି ଯେ ତା ଗର୍ଲଫ୍ରେଣ୍ଡ ରୋଶନି ଜଣେ କଲ୍ ଗାର୍ଲ ଥିଲା । ଦୁହେଁ ପରସ୍ପର କୁ ଏକ ହୋଟେଲରେ ଭେଟିଥିଲେ । ସେ ଚାହୁଁ ନଥିଲା କି ସେ ଏ କାମ କରୁବୋଲି । ଦିନେ ରାତିରେ ସେ ଏକ ଗ୍ରାହକ ପାଖକୁ ଯିବାବେଳେ, ସେ ତାକୁ ଅଟକାଇଲା କିନ୍ତୁ ସେ ଶୁଣିଲେ ନାହିଁ । ଏହା ପରେ ସେ ରାଗରେ ତକିଆରେ ତା ମୁହଁ ଦବାଇ ତାର ହ-ତ୍ୟା କରିଛି ।

ଏଥି ସହିତ ସେ ପୋଲିସକୁ ଏହା ମଧ୍ୟ ଜଣାଇଛି ଯେ ସେ ଏପର୍ଯ୍ୟନ୍ତ 50 ରୁ ଅଧିକ ଝିଅଙ୍କ ସହ ଶାରୀ-ରିକ ସମ୍ପର୍କ ରଖିସାରିଛି । ସେ କେତେବେଳେ ଆୟକର ଅଧିକାରୀ ତ କେତେବେଳେ ସେନା ଅଧିକାରୀ ହୋଇ ଝିଅମାନଙ୍କୁ ଫସାଉଥିଲା । ଏହା ପରେ, ସେ ସେମାନଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖି କରି ଦୂରେଇ ଯାଉଥିଲେ । ବର୍ତ୍ତମାନ ପୋଲିସ ତାକୁ ଜେଲକୁ ପଠାଇଛି ଏବଂ ମାମଲାର ତଦନ୍ତରେ ନିୟୋଜିତ ଅଛି ।

Leave a Reply

Your email address will not be published. Required fields are marked *