ଶାରି-ରୀକ ସ-ମ୍ପର୍କ ରଖିବା ପାଇଁ ୧୭ ଜଣଙ୍କୁ ବାହା ହେଇ ଜେ-ଲ ଗଲେ ୧୪ ବର୍ଷୀୟ କନ୍ୟା।

ପଞ୍ଜାବର ବତିଣ୍ଡାର ଜଣେ ୧୪ ବର୍ଷିୟ ଝିଅ ନିଜ ଯୌ-ନ ଆକାକ୍ଷା ପୂରଣ କରିବା ପାଇଁ ୧୭ ଜଣଙ୍କୁ ବାହା ହେଇ ହ-ତ୍ୟା କରିଛି। ବତିଣ୍ଡାର ଲାଲବାନ୍ ପ୍ରଥମେ ୧୪ ବର୍ଷ ବୟସରେ ବାହା ହେଇଥିଲେ। ଶାଶୂ ଘର ଲୋକ ବାହା ଘରରେ ବହୁତ୍ ଖୁସିଥିଲି। କିନ୍ତୁ ତାଙ୍କ ଖୁସି ମାତ୍ର କିଛି ଦିନ ପାଇଁ ଥିଲା କାରଣ ବାହାଘର ମାତ୍ର ୬ ମାସ ପରେ ତାଙ୍କ ପୁଅ ମରିଗଲା ଆଉ ଲାଲବାନ୍ ବିଧବା ହେଇଗଲା।

ଗାଆଁ ଲୋକ ଲାଲବାନ୍ ବିଷୟରେ ଭାବି ବହୁତ୍ ମନ ଦୁଃ-ଖ କଲେ କିନ୍ତୁ କିଛି ଦିନ ଭିତରେ ଲାଲବାନ୍ ପାଖ ଗାଆଁ ର ଜଣେ ଯୁବକଙ୍କୁ ଦ୍ଵିତୀୟ ବିବାହ କଲେ। କିଛି ଦିନ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା କିନ୍ତୁ ୬ ମାସ ପରେ ପୁଣି ଦ୍ଵିତୀୟ ସ୍ବାମୀ ମଧ୍ୟ ମ-ରିଗଲେ।

ସେତେବେଳକୁ ତାଙ୍କୁ ମାତ୍ର ୧୫ ବର୍ଷ ହେଇଥିଲା। ତା ପରେ ସେ ଆଉ ଜଣଙ୍କୁ ବାହା ହେଲେ ସେ ମଧ୍ୟ ୬ ମାସ ଭିତରେ ମ-ରିଗଲେ ସେଥିପାଇଁ ଲୋକ ଭାବିଲେ ଲାଲବାନଙ୍କର କୁଣ୍ଡଳୀ ଦୋ-ଷ ଅଛି।

କିନ୍ତୁ ଗାଆଁ ଲୋକ ଲାଲବାନଙ୍କ ଗୁଣ ବିଷୟରେ କିଛି ଜାଣି ନଥିଲେ। ଏମିତି ୬ ମାସ ବିତି ବିତି ଲାଲବାନ ୧୬ ଜଣଙ୍କୁ ବହାହେଇଥିଲେ। ସେତେବେଳକୁ ତାଙ୍କୁ ୨୦ ବର୍ଷ ହେଇ ଯାଇଥିଲା। ସେ ଯେତେବେଳେ ୧୭ ତମ ଯୁବକକୁ ବାହା ହେଲେ ପୋ-ଲିସ୍ ଲାଲବାନ ସ-ନ୍ଦେହ କରିଥିଲା।

ଲାଲବାନ ସବୁଥର ପତ୍ନୀଙ୍କୁ ବି-ଷ ଦେଇ ମା-ରି ସାରିବା ପରେ ସାଙ୍ଗେ ସାଙ୍ଗେ ଶ-ବ ସ-ତ୍କାର କରିଦେଉଥିଲେ କିନ୍ତୁ ଏଥର ପୋ-ଲିସ୍ ୧୭ ତମ ପତ୍ନୀଙ୍କ ମୃ-ତ୍ୟୁ ହେଉ ହେଉ ପୋ-ଲିସ୍ ଲାଲବାନଙ୍କୁ ଗି-ରଫ କରି ସବୁ ପ୍ରମାଣ ଏକଜୁଟ କରିଥିଲା। ତାପରେ ଲାଲବାନଙ୍କୁ ପଚ-ରା ଉ-ଚରା କଲା ବେଳେ ଲାଲବାନ ସବୁ ସତ କଥା ମନିଯାଇ ଥିଲା।

ସେ କହିଥିଲେ ତାଙ୍କୁ ସବୁବେଳେ ଶାରି-ରୀକ ସ-ମ୍ପର୍କ ରଖିବା ପାଇଁ ନୂଆ ନୂଆ ଲୋକ ଦରକାର ସେଥିପାଇଁ ସେ ୬ ମାସ ଜଣଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖନ୍ତି ଏବଂ ୬ ମାସ ପରେ ତାଙ୍କୁ ମା-ରିଦେଇ ଆଉ ଜଣକୁ ବାହା ହେଇ ଯାଆନ୍ତି।

ଲାଲବାନଙ୍କ ବିଷୟରେ ଆଉ ସେମିତି କିଛି ପ୍ରମାଣ ମିଳି ନଥିଲା ସେଥିପାଇଁ ତାଙ୍କ ବିଷୟରେ ଆଉ କିଛି ତଥ୍ୟ ନାହିଁ କିନ୍ତୁ ୧୯୫୧ ମସିହା ଅଷ୍ଟେଲିଆର ଗୋଟେ ଖବକାଗଜରେ ଲାଲବାନଙ୍କ ବିଷୟରେ ଲେଖା ହେଇଥିଲା।

Leave a Reply

Your email address will not be published. Required fields are marked *