ସହି ପାରିଲାନି ଶରୀର ଚାଲିଗଲା ଡାକ୍ତରାଣୀଙ୍କ ଜୀବନ ।

ସେ ଦିନ ସବୁଆଡେ ଚାଲିଥିଲା ଜ଼ୀରୋ ନାଇଟ ସେଲିବ୍ରେସନ । ସମସ୍ତେ ଖୁସିରେ ଖୁସିରେ 2022 କୁ ବିଦାୟ ଦେଇ 2023 କୁ ସ୍ୱାଗତ କରିଥାନ୍ତି । ସାରା ଦେଶ ପାଳନ କରୁଥିଲା ନୂତନ ବର୍ଷର ନୂତନ ଉଦ୍ଧିପନାକୁ ।ଆଉ ଠିକ ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ା ପୋୖରାଞ୍ଚଳ ଡାକ୍ତରଖାନାରେ ବି ଖୁବ ଧୂମ ଧାମରେ ପାଳନ ହେଉଥିଲା ନୂତନ ବର୍ଷ । ଡାକ୍ତରଖାନାର ସମସ୍ତ କର୍ମଚାରୀ ଏକାଠି ହୋଇଥିଲେ।

ଭୋଜି ଭାତର ବି ଆସର ଜମିଥିଲା । ଆଉ ସେହି ଭୋଜିରେ ଉପସ୍ଥିତ ଥିଲେ ଡାକ୍ତର ଶୁଭଶ୍ରୀ କର । ଯାହାଙ୍କ ମୃ-ତ୍ୟୁ ଆଜି ସାରା ଜିଲ୍ଲାକୁ ସ୍ତବ୍ଧ କରି ଦେଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିପରି ହେଲା ଶୁଭଶ୍ରୀଙ୍କ ମୃ-ତ୍ୟୁ । ରାତିରେ ଶୁଭଶ୍ରୀ ସମସ୍ତଙ୍କ ସହିତ ନାଚି ମଜା କରି ଖୁବ ମସ୍ତି କରିଥିଲେ । ହେଲେ ହଟାତ କିପରି ହୋଇଗଲା ତାଙ୍କର ମୃ-ତ୍ୟୁ ତାହା ମଧ୍ୟ କେହି ଜାଣି ପାରିଲେ ନାହିଁ ।

ବନ୍ଧୁଗଣ ନୂଆ ବର୍ଷ ପୂର୍ବ ଦିନ ଶୁଭଶ୍ରୀ ଆଉ ଡାକ୍ତର ଖାନାର ସମସ୍ତ କର୍ମଚାରୀ ମିଶି ଭୋଜି କରୁଥିଲେ । ଶୁଭଶ୍ରୀ ମଧ୍ୟ ଏହି ମୁହୂର୍ତ୍ତକୁ ଖୁବ ମନ ଭରି ଉପଭୋଗ କରିଥିଲେ ରାତି ସାରା ମାନେ ରାତି ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା ସେଲିବ୍ରେସନ । ଏହା ପରେ ସମସ୍ତେ ଖାଇ ପିଇ ନିଜ ନିଜ ରୁମକୁ ଯାଇଥିଲେ । ଡାକ୍ତରଖାନାଟି ଯୋଡ଼ା ଅଞ୍ଚଳର ଏକ ଭଡା ଘରେ ଚାଲିଛି ।

ଯେଉଁଠି କି ତଳ ମହଲାରେ ରୋଗୀ ଚିକିତ୍ସା ହେଉଥିବା ବେଳେ ଉପର ମହଲାରେ ଡାକ୍ତରଙ୍କ କ୍ବାଟର ଥିଲା । ଶୁଭଶ୍ରୀ ତାଙ୍କ ରୁମରେ ଏକା ରହୁଥିଲେ । ସେ ଦିନ ବି ଶୁଭଶ୍ରୀ ଭୋଜି ସାରି ନିଜ ରୁମକୁ ଯାଇଥିଲେ । ଆଉ ସମସ୍ତେ ସୋଇଯାଇଥିଲେ । ହେଲେ କିନ୍ତୁ ତା ପର ଦିନ ବହୁ ବିଳମ୍ବ ଯାଏଁ ଶୁଭଶ୍ରୀ କବାଟ ଖୋଲି ନଥିଲେ । ଏମିତି କି ଡାକ୍ତର ଖାନା କର୍ମଚାରୀ ମାନେ ଭାବିଥିଲେ କି ବୋଧେ ହୁଏ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଆଜି ଡେରି ଯାଏଁ ଶୁଭଶ୍ରୀ ସୋଇ ଯାଇଛନ୍ତି ।

ଏହା ପରେ କେହି ଆଉ ତାଙ୍କୁ ଡାକି ନଥିଲେ । ଶେଷରେ ଅନେକ ସମୟ ବିତି ଯାଇଥିଲା । କିନ୍ତୁ ଶୁଭଶ୍ରୀ କବାଟ ନ ଖୋଲିବାରୁ କର୍ମଚାରୀ ମାନଙ୍କ ସ-ନ୍ଦେହ ବୃଦ୍ଧି ପାଇଲା ସୁଭଶ୍ରୀଙ୍କୁ ଅନେକ ଥର ଡାକିବା ପରେ ଶୁଭଶ୍ରୀ ଯେତେବେଳେ କବାଟ ଖୋଲି ନଥିଲେ ଶେଷରେ କବାଟ ଭାଙ୍ଗିଥିଲେ ଡାକ୍ତର ଖାନାର କର୍ମଚାରୀ ମାନେ ଆଉ ଦେଖିବାକୁ ପାଇଥିଲେ କି ଶୁଭଶ୍ରୀ ଆଉ ଏ ଦୁନିଆରେ ନାହାଁନ୍ତି। ସେପଟେ ଗୋଟେ କଥା ସମସ୍ତଙ୍କୁ ଚକିତ କରିଥିଲା କି ଯେଉଁ ଶୁଭଶ୍ରୀ କାଲି ସୁସ୍ଥ ଥିଲେ ,ଖୁସି ଥିଲେ ସେ କିପରି ଭାବେ ମୃ-ତ୍ୟୁବ-ରଣ କଲେ । କଣ ହୋଇଥିଲା ଶୁଭଶ୍ରୀଙ୍କର ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମା-ରିଲା । କାରଣ ସେ ଦିନ ରାତିରେ କୁଆଡେ ଶୁଭଶ୍ରୀ ବହୁତ ଖୁସି ଥିଲେ ।

ତେବେ ଶୁଭଶ୍ରୀଙ୍କ ଘର କଟକ ହୋଇଥିବା ବେଳେ ଶୁଭଶ୍ରୀ କେନ୍ଦୁଝର ଯୋଡ଼ାରେ ରହୁଥିଲେ । ଆଉ ଏପଟେ ଯାହା ସ-ନ୍ଦେହ କରା ଯାଉଛି କି ଶୁଭଶ୍ରୀ କଣ ନିଜ ଶରୀରକୁ ସହି ପାରିଲେ ନାହିଁ । ଶୁଭଶ୍ରୀ କଣ ସେ ଦିନ ରାତିରେ ଅଧିକ ନାଚିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା । ନା ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ଆହୁରି କିଛି ସତ କାହାଣୀ ଲୁ-ଚି ରହିଛି ।

ତେବେ ଏହି ଘଟ-ଣାକୁ ନେଇ ଖୋଳ ତାଡ଼ ଆରମ୍ଭ ହୋଇଥିବା ବେଳେ ଶୁଭଶ୍ରୀଙ୍କ ମୃ-ତ୍ୟୁକୁ ନେଇ ଏବେ ସାମ୍ନାକୁ ଆସୁଛି ଅନେକ କଥା । ହେଲେ ବାସ୍ତବରେ ବାସ୍ତବତା କଣ ତାହା କେବଳ ସମୟ କହିବ । ପୋଲି-ସର ତ-ଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ

Leave a Reply

Your email address will not be published. Required fields are marked *