ଡାକ୍ତର ଶୁଭଶ୍ରୀ ମୃ-ତ୍ୟୁ ମାମ-ଲା , ବ-ୟାନ ରଖିଲେ ସେଦିନ ରାତିରେ ତାଙ୍କ ସହ ନୂଆବର୍ଷ ପାଳନ କରିଥିବା କର୍ମଚାରୀ

ନୂଆବର୍ଷ କାହା ଜୀବନରେ ଆଣି ଦେଇଛି ଖୁସି ପୁଣି ଆଉ କାହା ଜୀବନରେ ଭରି ଦେଇ ଦୁଃ-ଖ । କିଏ ଖୁସି ହୋଇ ଏହାକୁ ସ୍ବାଗତ କରିଛନ୍ତି ତ ଆଉ କିଏ ଦୁଃ-ଖୀ ହୋଇ । ତେବେ ଏପରି କିଛି ଦୁଃ-ଖଭରା ରାତି ମଧ୍ୟ ଥିଲା ଡାକ୍ତର ଶୁଭଶ୍ରୀଙ୍କର । ଚାରିଆଡ଼େ ଚର୍ଚ୍ଚା ହେଉଥିବା ମୃ-ତ୍ୟୁ ମାମ-ଲା ଡାକ୍ତର ଶୁଭଶ୍ରୀ ମୃ-ତ୍ୟୁକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ସେଦିନ ରାତିରେ ସବୁକିଛି ଠିକ୍ ଠାକ୍ ଥିଲା କିନ୍ତୁ ହଠାତ୍ ଏପରି କଣ ହୋଇ ଥିଲା , ଯାହା ପାଇଁ ଡାକ୍ତର ଶୁଭଶ୍ରୀ ପ୍ରା-ଣ ହରାଇ ଥିଲେ , ତାହା ଉପରୁ ପରଦା ଉଠିବାରେ ଲାଗିଛି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କଥା ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ଆପଣ ସମସ୍ତେ ଜାଣିଥିବେ କି , ନୂଆ ବର୍ଷା ଦିନ ରାତିରେ କେଉଁଝରରେ ଟାଟା ଷ୍ଟିଲ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତରଙ୍କ ମୃ-ତ୍ୟୁ କଥା ସାମ୍ନାକୁ ଆସିଥିଲା । ହଠାତ୍ ସେ ସେଦିନ ରାତିରେ ରୁମ୍ କୁ ଯାଇ ଆ-ତ୍ମହ-ତ୍ୟା କରି ଦେଇଥିଲେ ।

ଆଉ ତାପର ଦିନ ତାଙ୍କ ମୃ-ତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ତେବେ ସୂଚନା ଅନୁଯାୟୀ , ବର୍ତ୍ତମାନ ସେଦିନ ରାତିରେ ତାଙ୍କ ସହିତ ରହିଥିବା ଆଉ ନୂଆବର୍ଷ ପାଲନ କରିଥିବା କର୍ମଚାରୀ ନିଜ ବ-ୟାନ ଦେଇଛନ୍ତି । ଆଉ ସେଦିନ ରାତିର ସବୁ କଥା ବଖାଣିଛନ୍ତି ।

ତେବେ କର୍ମଚାରୀ ଜଣକ କହିଛନ୍ତି କି , ସେଦିନ ରାତିରେ ଡାକ୍ତର ଶୁଭଶ୍ରୀ ତାଙ୍କୁ କେକ୍ ଆଣିବା ପାଇଁ ପଠାଇ ଥିଲେ । ଆଉ କିଛି ଜଣ କର୍ମଚାରୀ ମଧ୍ୟ ସେଦିନ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ । ତେବେ ସେ କିନ୍ତୁ କେକ ଆଣିବେ ନାହିଁ ବୋଲି ମନା କରି ଦେଇଥିଲେ । ତେବେ ଡାକ୍ତର ଶୁଭଶ୍ରୀ ବାଧ୍ୟ କରିବାରୁ ସେ କେକ ଆଣି ଥିଲେ ।

ଆଉ ସେଠାରୁ ନୂଆବର୍ଷ ଅତ୍ୟନ୍ତ ଧୁମଧାମରେ ପାଳନ କରିଥିଲେ । ସମସ୍ତେ ଗୀତ ବଜାଇ ନାଚି ଉଠିଥିଲେ । ଆଉ ତାଳରେ ମଧ୍ୟ ଝୁମି ଉଠି ଥିଲେ ଡାକ୍ତର ଶୁଭଶ୍ରୀ । କିନ୍ତୁ ଏହି ନୂଆବର୍ଷ ପାଳନ କରୁ କରୁ ରାତି ୧.୩୦ ହୋଇ ଯାଇଥିଲା , ତେଣୁ ସମସ୍ତଙ୍କୁ ନିଜ ରୁମ୍ କୁ ଯିବା ପାଇଁ କୁହା ହୋଇଥିଲା ଆଉ ସମସ୍ତେ ଚାଲି ଯାଇଥିଲେ ।

ଏହାପରେ ଡାକ୍ତର ଶୁଭଶ୍ରୀ ମଧ୍ୟ ନିଜ ରୁମ୍ ଚାଲି ଯାଇଥିଲେ ଆଉ ରୁମ୍ କବାଟ ବନ୍ଦ କରି ଦେଇଥିଲେ । କିନ୍ତୁ ଆଉ ତାପର ଦିନ ଉଠି ନଥିଲେ । ତେବେ ତାପର ଦିନ କବାଟ ଭାଙ୍ଗି ତାଙ୍କ ମୃ-ତ ଦେହ ଉ-ଦ୍ଧାର କରା ଯାଇଥିଲା । ତେବେ ମୃ-ତ୍ୟୁର କାରଣ ବି-ଷ ବୋଲି କୁହା ଯାଉଛି । ବି-ଷ ପିଇ ଶୁଭଶ୍ରୀଙ୍କର ଜୀବନ ଚାଲି ଯାଇଛି ।

ତେବେ ନିଜ ପ୍ରେମିକ ସହିତ ତାଙ୍କର କିଛି ଦିନ ପୂର୍ବରୁ ବ୍ରେ-କଅ-ପ ହୋଇ ଯାଇଥିଲା । ବିବାହ କରିବେ ବୋଲି କଥା ଦେଇଥିଲେ କିନ୍ତୁ ଶାରୀ-ରିକ ସ-ମ୍ପର୍କ ରଖି ଛାଡି ଦେଇଥିଲେ । ତେଣୁ ତାଙ୍କ ନାମରେ କିଛି ଦିନ ପୂର୍ବରୁ ଶୁଭଶ୍ରୀ ଥା-ନାରେ ଏତ-ଲା ଦେଇ ଥିଲେ । ତେବେ ବର୍ତ୍ତମାନ ତାଙ୍କ ପ୍ରେମିକ ଫେ-ରାର ଥିବା ବେଳେ ପ୍ରକୃତରେ କେଉଁ କଥା ପାଇଁ ଶୁଭଶ୍ରୀ ଆ-ତ୍ମହ-ତ୍ୟା କରିଛନ୍ତି ତାହା ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *