କେନ୍ଦ୍ରାପଡ଼ାରେ ଘ-ଟିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ମଣିଷ ପେଟରୁ ଜନ୍ମ ନେଲେ ସ୍ବୟଂ ହନୁମାନ :-

ଏହା ସମସ୍ତେ ଜାଣିଛନ୍ତି ଯେ ମାଙ୍କଡ଼ ଠାରୁ ହିଁ ବିବର୍ତ୍ତନ ଅନୁଯାୟୀ ମଣିଷ ସୃଷ୍ଟି ହୋଇଛି । କିନ୍ତୁ ମଣିଷ ଠାରୁ ମଣିଷ ଛୁଆ ହିଁ ଜନ୍ମ ହୋଇଥାଏ । କିନ୍ତୁ ମଣିଷ ଠାରୁ ମାଙ୍କଡ଼ ଛୁଆ ଜନ୍ମ ହେବା କଥା କଣ ଆପଣ କେବେ ଶୁଣିଛନ୍ତି କି ? ଏପରି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମଣିଷ ପେଟରୁ ମାଙ୍କଡ଼ ଛୁଆ ଜନ୍ମ ହୋଇଛି । ଯାହାକୁ କେହିବି ବିଶ୍ୱାସ କରି ପାରି ନାହାଁନ୍ତି ।

ତେବେ ସୂଚନା ଅନୁଯାୟୀ ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତ ସାରଦେଇପୁର ଗ୍ରାମରେ । ସାରଦେଇପୁର ଗ୍ରାମର ପ୍ରଦୀପ ସ୍ବାଇଁଙ୍କ ପତ୍ନୀ ମିତାନାଥ ଅନେକ ମାସ ହେବ ଗର୍ଭ-ବତୀ ଥିଲେ । ସବୁ ମହିଳାଙ୍କ ସ୍ଥିତି ଗର୍ଭ-ବତୀ ଥିବା ସମୟରେ ଯେପରି ଥାଏ ତାଙ୍କର ମଧ୍ୟ ସେହିପରି ଥିଲା । ତେବେ ଗତକାଲି ତାଙ୍କର ପ୍ର-ସବ ଯ-ନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ବଡ଼ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ ।

ମାତ୍ର ସେଠାରେ ଅବସ୍ଥା ଅତି ଖରାପ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯାହା ଘଟିଥିଲା ତାହା ଦେଖି ସେଠାକାର ସମସ୍ତ କର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭ-ୟଭୀ-ତ ମଧ୍ୟ ହୋଇ ଯାଇଥିଲେ । ପ୍ର-ସବ ପରେ ମିତାନାଥ ଗୋଟିଏ ମଣିଷ ଛୁଆ ନୁହେଁ ବରଂ ଏକ ମାଙ୍କଡ଼ ଛୁଆକୁ ଜନ୍ମ ଦେଇଥିଲେ । ପିଲାଟିର ଆକୃତି ସମ୍ପୂର୍ଣ୍ଣ ଅ-ଦ୍ଭୂତ ଥିଲା । ପିଲାଟି ପୁରାପୁରି ମାଙ୍କଡ଼ ରୂପରେ ଜନ୍ମ ହୋଇଥିଲା । ପୁଣି ପିଲାଟିର ଡାହାଣ ହାତରେ ଆଙ୍ଗୁଠି ମଧ୍ୟ ନଥିଲା । କିନ୍ତୁ ଦୁଃ-ଖର କଥା ଏହା ଯେ ଶିଶୁ ଜନ୍ମ ହେବାର ମାତ୍ର କିଛି ସମୟ ପରେ ହିଁ ତାର ମୃ-ତ୍ୟୁ ହୋଇ ଯାଇଥିଲା ।

ତେବେ ଏପରି ଶିଶୁ ଜନ୍ମ ହେବା ଘ-ଟଣା ଶୁଣିବା ପରେ ହସ୍ପିଟାଲ ଏବଂ ପୁରା ଅଞ୍ଚଳରେ ଚର୍ଚ୍ଚା ହେବାରେ ଲାଗିଛି । ମିତାନାଥ ମଧ୍ୟ ଏପରି ଶିଶୁ ଜନ୍ମ ନେବା ପରେ ବିଚଳିତ ହୋଇ ଯାଇଥିଲେ ଏବଂ ଆଶ୍ଚର୍ଯ୍ୟ ଯାଇଥିଲେ । ସେ କେବେବି ଭାବି ନଥିଲେ ଯେ ତାଙ୍କ ପେଟରୁ ଏକ ମାଙ୍କଡ଼ ଛୁଆ ଜନ୍ମ ହେବ ବୋଲି । ନିଜ ଶିଶୁର ମୃ-ତ୍ୟୁ ପରେ ତାଙ୍କ ଅବସ୍ଥା ଗୁରୁତର ଅଛି । ଟେଣୁ ସେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏପଟେ ମାଙ୍କଡ଼ ଛୁଆ ଜନ୍ମ ହେବାକୁ ନେଇ ଲୋକେ ଚର୍ଚ୍ଚା କରିଛନ୍ତି ଯେ ବୋଧହୁଏ ମଣିଷ ପୁଣିଥରେ ପୂର୍ବ ଯୁଗକୁ ଫେରିଯିବ କିମ୍ବା କଳିଯୁଗର ସମାପ୍ତି ଘ-ଟିବ ।

Leave a Reply

Your email address will not be published. Required fields are marked *