“ତମେ ମୋତେ ଭୁଲି ଯିବ ଧନ, ମୁଁ ଏଠାରେ ଖୁସିରେ ଅଛି।” ପ୍ରେମିକ ସହ ଫେ-ରାର ହୋଇଗଲା ନବ ବିବାହିତା ବଧୂ। ଦେଖନ୍ତୁ ସ୍ୱାମୀକୁ ଫୋନରେ କଣ କହିଲା ସ୍ତ୍ରୀ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଏକୁଟିଆ ଛାଡି ଯାଇ ପ୍ରେମିକ ସହ ଚାଲି ଯାଇଛି ସ୍ତ୍ରୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ହାତରୁ ମେହେନ୍ଦି ଛାଡିନି କି ପାଦରୁ ଅଳତା ଲିଭି ନାହିଁ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେ-ରାର ହୋଇଗଲା। ତେବେ ଏଭଳି ଘ-ଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକରେ ଘ-ଟିଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ନବ ବିବାହିତ ବଧୂ ନିଜ ବିବାହର ଚତୁର୍ଥୀ ରାତିରେ ସ୍ୱାମୀକୁ ଏକୁଟିଆ ଛାଡି ବାପା ଘରକୁ ପଳେଇ ଆସିଥିଲେ। ଏହାପରେ ଶାଶୁ ଘରକୁ ଫେରି ଯାଇଥିଲେ। କିନ୍ତୁ କଲେଜକୁ ପରୀକ୍ଷା ଦେବାକୁ ଯାଉଛି କହି ପ୍ରେମିକ ସହ ଫେ-ରାର ହୋଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥା-ନା ମୋହିନାଣୀ ଗ୍ରାମର ନିର୍ମଳ ଚନ୍ଦ୍ର ଜେନାଙ୍କ କନ୍ୟା ମାମାଲି ଗତ ତିନି ତାରିଖରେ ଧୂସୁରି ପଥର ଢ଼ିଲ ଗ୍ରାମର ଧୀରେନ୍ଦ୍ର ଜେନାଙ୍କୁ ବିବାହ କରିଥିଲେ। ମାତ୍ର ଚତୁର୍ଥୀ ରାତିରେ ମାମିନା ବାହାନା କରି ବାପା ଘରକୁ ଫେରି ଆସିଥିଲେ। କିନ୍ତୁ ୧୩ ତାରିଖ ଦିନ ସେ ନିଜ ଶାଶୁ ଘରକୁ ଫେରି ଯାଇଥିଲେ। ଏହାପରେ ୧୪ ତାରିଖ ଦିନ ଶାଢ଼ୀ ପିନ୍ଧି ପରୀକ୍ଷା ଦେବା ପାଇଁ ସ୍ୱାମୀ ସାଙ୍ଗରେ କଲେଜ ଆସିଥିଲେ।

ତେବେ ମାମାଲି ବାରିକ୍ ପୁର ବଜାରରେ ଶାଢ଼ୀ ବଦଳାଇ ଡ୍ରେସ ପିନ୍ଧିଥିଲେ। ଶାଢ଼ୀକୁ ସ୍ୱାମୀ ହାତରେ ଦେଇ ପରୀକ୍ଷା ହଲକୁ ଯାଇଥିଲେ। ମାତ୍ର ଦିନ ୧ ସମୟ ପରେ ମାମିନା ଘରକୁ ଫେରି ନଥିଲେ। ଯାହା ଫଳରେ ସ୍ୱାମୀ ମନରେ ଛନକା ପଶିଥିଲା। ସେ ନିଜ ଘର ଲୋକଙ୍କୁ ଜଣେଇବା ସହ ଶଶୁର ଘର ଲୋକଙ୍କୁ ସ୍ତ୍ରୀ ଫେ-ରାର ହୋଇ ଯାଇଥିବା ଖବର ଦେଇଥିଲେ। ତେବେ ମାମିନା ଫେ-ରାର ହେବା ପୂର୍ବରୁ ସ୍ୱାମୀକୁ କଲ କରି କହିଥିଲେ କି ଧନ ମୁଁ ଭଲରେ ଅଛି। ତମେ ମୋତେ ଭୁଲି ଯିବ। ବର୍ତ୍ତମାନ ମାମିନାଙ୍କ ମା ଥା-ନାକୁ ଯାଇ ଝିଅର ଫେ-ରାର ହେବା ଖବର ଦେଇଛନ୍ତି।

Leave a Reply

Your email address will not be published. Required fields are marked *