ମୁଁ ଲ-ଙ୍ଗଳା ହୋଇ ନାଚିବି, ମୋ ପାଖରେ ମା ଅଛନ୍ତି। ଗାଁ ଲୋକ ମୋ ପାଦ ତଳେ ରହିବେ। ଭାଇରାଲ ହେଲା ସୋନାଲିଙ୍କ ଅଡିଓ କଲ୍ ରେ-କର୍ଡ଼।

ଭାରତୀୟ ମାନଙ୍କ ଧର୍ମ ଉପରେ ଅତୁଟ ବିଶ୍ୱାସ ରହିଥାଏ। ବିଶେଷ କରି ହିନ୍ଦୁମାନେ ଧର୍ମକୁ ନେଇ ବହୁତ ଜଲ୍ଦି ଆଶା ବାନ୍ଧି ଦିଅନ୍ତି। ଯେଉଁ କାରଣରୁ ଅନେକ ଭଣ୍ଡ ବାବା ଓ ମାତା ଭକ୍ତଙ୍କ ଠାରୁ ର-କ୍ତ ଶୋଷିଲା ଭଳି ଟଙ୍କା ଶୋଷି ଥାନ୍ତି। ଭକ୍ତମାନେ ଠ-କମିରେ ପଡି ନିଜର ସର୍ବସ୍ୱ ହରେଇ ଥାନ୍ତି। ତେବେ ଏହି ରେ-କର୍ଡ଼ ସାରା ଭାରତ ବର୍ଷରେ ରହିଛି। ଅନେକ ଭ-ଣ୍ଡ ବାବା ଯେପରିକି ଆଶାରାମ ବାପୁ, ରହିମ ରାମପଲ ଆଦି ବାବା ନିଜର କାର-ନାମା କରି ଦେଇ ଯାଇଛନ୍ତି। ତେବେ ଭ-ଣ୍ଡ ବାବାଙ୍କ କବଳରୁ ଓଡିଶା ମଧ୍ୟ ବଞ୍ଚି ପାରିନାହିଁ। ସୁର ଓ ସାରଥି ଙ୍କ ଭଳି ଭଣ୍ଡ ବାବା ଅନେକ ଧନ ସମ୍ପତ୍ତି ଲୁ-ଟିଛନ୍ତି।

ଭଣ୍ଡ ସାରଥିଙ୍କ ପରେ କେନ୍ଦ୍ରାପଡାରେ ସୋନାଲି ମଲ୍ଲିକ ନାମକ ଜଣେ ମହିଳା ଭକ୍ତ ମାନଙ୍କୁ ଲୁଟି-ବାରେ ଲାଗିଛନ୍ତି। ସୋନାଲି ମଲ୍ଲିକ ନିଜକୁ ମା ଶାରଳା କହି ସୋନାଲି ଓ ତାଙ୍କ ପରିବାର ଲୋକେ ଲୁ-ଟି-ବାରେ ଲାଗିଛନ୍ତି। ତେବେ ଏହାର ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଅଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ରେ ପକେଇ ଦେଇଛି।

ତେବେ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ବ୍ଳକ ହରିଅଙ୍କ ଗ୍ରାମର ମହିଳା ଜଣକ ନାଲି ଶାଢ଼ୀ ଓ ଚୁନି ସହ ବେକରେ ଏକ ଫୁଲ ମାଳ ମଧ୍ୟ ପକେଇ ଥିବା ଦେଖିବାକୁ ପାଇବେ। ତେବେ ଭଣ୍ଡ ସାରଥି ଙ୍କ ପରେ ସୋନାଲି ମଲ୍ଲିକ ଓ ତାଙ୍କ ପରିବାର ଏଠାରେ ଆଡା ଜମେଇ ରହିଛନ୍ତି। ଲୋକଙ୍କୁ ନିଜ ଆଡକୁ ଆ-କୃ-ଷ୍ଟ କରିବା ପାଇଁ ବିଭିନ୍ନ ଯଦୁଗରୀ କଳା ମଧ୍ୟ ଦେଖେଇଛନ୍ତି।

ଝଙ୍କଡ଼ ସାରଳା ପ୍ରଥମପୀଠ ପରେ ଡେରାବିସ ବ୍ଳକ ହରିଅଙ୍କ ଗ୍ରାମ ଦ୍ୱିତୀୟ ସାରଳା ପୀଠ ହେବାକୁ ଯାଉଛି। ସାରଥି ମହାପ୍ରଭୁ ଜଗନ୍ନାଥଙ୍କ ତୁଳସୀକୁ ଅବମାନନା କରି ଜେ-ଲରେ ଫସି ରହିଥିଲା। ସେହିଭଳି ସୋନାଲି ମଲ୍ଲିକ ପବିତ୍ର ଗଙ୍ଗା ଜଳ ଓ ଫୁଲକୁ ନିଜ ପାଦ ତଳେ ରଖି ହିନ୍ଦୁ ଧର୍ମର ଭାବ ବେଗ ସହ ଖେଳୁଛନ୍ତି ସୋନାଲି। ସେ ସାରଳା ରୂପେ ପୂଜା ପାଇବେ ବୋଲି ଘୋଷଣା ମଧ୍ୟ କରିଛନ୍ତି।

ତେବେ ସ୍ଥାନୀୟ ବାସିନ୍ଦା ଏହାକୁ ନେଇ ନି-ନ୍ଦା ମଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ଗାଁ ଲୋକେ ଭ-ଣ୍ଡ ମାତାଙ୍କ ନାମରେ ପୋଲି-ସରେ ଅଭି-ଯୋଗ କରିଥିଲେ। ତେବେ ସ୍ଥାନୀୟ ପୋ-ଲିସ ସୋନାଲିଙ୍କ ଘରକୁ ଆସି ମାଇକ୍ ଓ ସାଉଣ୍ଡ ଛଡେଇ ନେବା ସହିତ ଏକ ଚା-ପୁଡ଼ା ମଧ୍ୟ ମା-ରିଥିବା ଜଣା ପଡ଼ିଛି। ତେବେ ଏହାକୁ ନେଇ କୌଣସି ବ୍ୟକ୍ତିକୁ କିଛି କହୁଥିବାର କଲ୍ ରେ-କର୍ଡ଼ ଭାଇରାଲ ହେଉଛି। ତେବେ ଆପଣ ଶୁଣିବାକୁ ପାଇବେ ଯେ ନିଜକୁ ମାତା କହୁଥିବା ସୋନାଲିଙ୍କ ଅସଲି ରୂପ ସାମ୍ନାକୁ ଆସିଛି।

ସେ କଲ୍ ରେ କହୁଛନ୍ତି, ମୁଁ ମୋ ଘରେ ନ-ଙ୍ଗଳା ହୋଇ ନାଚିବ। ମୋତେ ମୋ ଘର ଲୋକ ସେଥିପାଇଁ ଅନୁମତି ଦେଇଛନ୍ତି। ଗାଁ ଲୋକ ମୋର କିଛି କରି ପାରିବେ ନାହିଁ। ସେମାନେ ମୋ ପାଦ ତଳେ ରହିବେ। ମୋ ପାଖରେ ମୋ ମା ଅଛି ମୋତେ ସେ ବାଟ ଦେଖେଇବ। କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଁ ଲୋକଙ୍କ ପାଖରେ ପୋ-ଲିସ ଥିଲେ ମୋ ପାଖରେ ଓକିଲ ଅଛନ୍ତି। ପୋ-ଲିସ ମୋର କିଛି କରି ପାରିବ ନାହିଁ। ମୋ ସହ ଯିଏ ଖରାପ ବ୍ୟବହାର କରିଛି ମୁଁ ତାକୁ ଛାଡ଼ିବି ନାହିଁ।

Leave a Reply

Your email address will not be published. Required fields are marked *