ସାଙ୍ଗ ନିଜ ସାଙ୍ଗର ସ୍ତ୍ରୀ ରଖିଥିଲା ଶାରୀ-ରିକ ସ-ମ୍ପର୍କ । ଆଉ ଜଣା ପଡ଼ିବା ପରେ କହିଲା ‘ ସରି ସାଙ୍ଗ ମୋର …….. ‘ ।

ପରକୀୟା ପ୍ରୀତିର ସ୍ତ୍ରୀକୁ ଏତେ ସଉକ ଯେ ନିଜ ସ୍ୱାମୀ ଛୁଆ କଥା ନଭାବି ଏକାଧିକ ପୁରୁଷ ସହ ସ-ମ୍ପର୍କ ରଖିଲା । ଏମିତି ନାରୀ ସମାଜ ପାଇଁ କ-ଳଙ୍କ । ଜଣେ ନାରୀକୁ ନିଜକୁ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ତାର ନିଜ ଲୋକେ ତାର କୁକ-ର୍ମ ଦ୍ୱାରା କେତେ କଷ୍ଟ ପାଇବେ ଏବଂ ନିଜ ଚରିତ୍ରର କଣ ହେବ । ତଥାପି ଆଜିକା ସମୟରେ ଏକ୍ସଟ୍ରା ମେରିଟାଲ ଆଫେ-ୟାର କିମ୍ବା ପର-କୀୟା ପ୍ରୀତି ସମ୍ବନ୍ଧୀୟ ଅନେକ ଘ-ଟଣା ଦେଖିବାକୁ ମିଳୁଛି । ଯାହାର ଅନେକ ଖରାପ ପ୍ରଭାବ ପରିବେଶ ଉପରେ ପଡ଼ୁଛି ।

ତେବେ ରାଜଧାନୀରେ ମଧ୍ୟ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି । ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ଛୁଆକୁ ଛାଡ଼ି ଏକାଧିକ ପୁରୁଷ ସହିତ ଶାରୀ-ରିକ ସ-ମ୍ପର୍କ ରଖି ଶେଷରେ କାହା ସହ ଫେ-ରାର ହୋଇ ଯାଇଛି। ତେବେ ପ୍ରଶାନ୍ତ ରାଜଧାନୀରେ ଜଣେ ଅଟୋ ଚାଳକ । ଘର ନୟାଗଡ଼ ଦଶପଲାରେ ।

ନିଜ ଘର ପାଖରେ ହିଁ ସେ ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ । ପରିବାର ଲୋକେ ରାଜି ନହେବା ସତ୍ତ୍ୱେବି ବିବାହ କରି ଭୁବନେଶ୍ୱର ନେଇ ଆସିଲେ । କିନ୍ତୁ ଭୁବନେଶ୍ୱରର ପାଣି ପବନ ଯେମିତି ସ୍ତ୍ରୀକୁ ପୁରାପୁରି ବଦଳାଇ ଦେଲା । ସ୍ୱାମୀ ଥାଉ ଥାଉ ଏମିତିକି ସ୍ୱାମୀ ଥିବା ସମୟରେ ବି ଅନ୍ୟ ପୁରୁଷ ସହିତ ଶାରୀ-ରିକ ସ-ମ୍ପର୍କ ରଖିଲା ।

ଯାହାକୁ ସ୍ୱାମୀ ସହି ନପାରିଲେ ସ୍ତ୍ରୀକୁ ମୁହଁ ଖୋଲି କହିବାରୁ ସ୍ତ୍ରୀ କା-ନ୍ଦି ପକାଉ ଥିଲା ଏବଂ ସେସବୁ କିଛି ଜାଣି ନାହିଁ ବୋଲି କହୁଥିଲା । ପ୍ରଶାନ୍ତଙ୍କ ସ୍ତ୍ରୀ ଶେଷରେ ପ୍ରଶାନ୍ତଙ୍କ ସ୍ତ୍ରୀ ଶେଷରେ ପ୍ରଶାନ୍ତଙ୍କ ସାଙ୍ଗ ସହିତ ମଧ୍ୟ ଖରାପ ସ-ମ୍ପର୍କ ରଖିଲେ । ଏସବୁ କିଛି ବିଷୟରେ ସ୍ୱାମୀ ଜାଣିଥିଲେ ତଥାପି ନିଜ ସ୍ତ୍ରୀକୁ ଭଲ ବାଟକୁ ଆଣିବାକୁ ଚେଷ୍ଟା କରୁଥିଲେ ।

ପ୍ରଶାନ୍ତ ଏବଂ ତାଙ୍କ ସାଙ୍ଗର ଏକ କଲ ରେ-କର୍ଡ଼ିଂ ମଧ୍ୟ ବର୍ତ୍ତମାନ ସମୟରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ସାଙ୍ଗ କଥାବାର୍ତ୍ତା ହୋଇଛନ୍ତି । ଏତେ ସବୁ ଭୁଲ ପରେ ସାଙ୍ଗ କହୁଛି ‘ ସରି ସାଙ୍ଗ ମୋତେ କ୍ଷମା କରିଦେବୁ । ‘ପ୍ରଶାନ୍ତଙ୍କ କହିବା ଅନୁଯାୟୀ ନିଜ ସ୍ତ୍ରୀକୁ ନେଇ ଭୁବନେଶ୍ବର ଆସିବା ପରେ ତାଙ୍କ ସ୍ତ୍ରୀର ଜଣେ ଅଟୋ ବାଲାଙ୍କ ସହିତ ମଧ୍ୟ ଶାରୀ-ରିକ ସ-ମ୍ପର୍କ ଥିଲା ।

ବିବାହ ପରେ କେବଳ ୬ ମାସ ଭଲ ଭାବରେ ବିତିବା ପରେ ସ୍ତ୍ରୀର ଅସଲ ରୂପ ସାମ୍ନାକୁ ଆସିଥିଲା । ପ୍ରଶାନ୍ତ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ତ୍ରୀ କୁଆଡ଼େ ବିବାହ ପୂର୍ବରୁ ମଧ୍ୟ ଏପରି ଏକ କା-ଣ୍ଡ ଘଟାଇ ଥିଲେ । ନିଜର କୁନି ଛୁଆ ଥାଉ ଥାଉ ବର୍ତ୍ତମାନ ସ୍ତ୍ରୀ ଅନ୍ୟ କାହା ସହିତ ଫେ-ରାର ହୋଇ ଯାଇଛି । କୌଣସି ବି ସ୍ୱାମୀ ନିଜ ସ୍ତ୍ରୀର ସ-ମ୍ପର୍କ ନିଜ ସାଙ୍ଗ ସହିତ ଥିବାର ଜାଣି କିପରି ଶାନ୍ତିରେ ଚୁପଚାପ ରହି ପାରିବ ??

Leave a Reply

Your email address will not be published. Required fields are marked *