ଘଟି ଯାଇଛି ଭ-ୟଙ୍କର ଦୁର୍ଘ-ଟଣା । ଏକାଥରକେ ୭ଟି ଗାଡ଼ିକୁ ଗୁଣ୍ଡ କରି ପକାଇଲା ଗୋଟିଏ ଟ୍ରକ ।

ଏମିତି ବି ଦୁର୍ଘ-ଟଣା ଘଟିପାରେ ? ଯାହା ଦେଖିଲେ ଆପଣବି ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ । ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ , ଅନ୍ୟ ତିନୋଟି ଟ୍ରକ ଏବଂ ଚାରୋଟି ବାଇକ ଉପରେ ଚଢ଼ି ଯାଇଛି । ଏହି କାରଣରୁ ରାସ୍ତାରେ ଥିବା ଲୋକେ ମଧ୍ୟ ନିଜ ଜୀବନକୁ ବଞ୍ଚାଇବା ପାଇଁ ଏଣେତେଣେ ଯିଏ ଯୁଆଡ଼େ ଧାଇଁ ପଳାଇଲେ ।

ତେବେ ଆପଣ ଟିକିଏ ଚିନ୍ତା କରନ୍ତୁ ଯେ , ଏହି ଭ-ୟଙ୍କର ଦୁର୍ଘ-ଟଣାରେ ଚାରି ଚାରୋଟି ବାଇକ ଏକାଥରକେ ଗୁଣ୍ଡ ହୋଇ ଯାଇଛି ତେଣୁ ଯାତ୍ରୀଙ୍କ ଅବସ୍ଥା କଣ ହେବ ? ଆଜ୍ଞା ହଁ ! କେନ୍ଦୁଝର ଜିଲ୍ଲା ଜୁଆଡ଼ା ନିକଟସ୍ଥ ସାମଲମୋଟର ସମ୍ମୁଖରେ ଏଭଳି ଏକ ଭ-ୟଙ୍କର ଦୁର୍ଘ-ଟଣା ଘଟି ଯାଇଛି । ଏକାସାଙ୍ଗରେ ତିନୋଟି ଟ୍ରକ ଏବଂ ଚାରୋଟି ବାଇକ ଉପରେ ଗୋଟିଏ ଲୁହା ବୋଝେଇ ଟ୍ରକ ମାଡ଼ି ଯାଇଛି ।

ଯେଉଁ କାରଣରୁ ସେହି ଲୁହା ବୋଝେଇ ଟ୍ରକ ଭିତରେ ଚାରୋଟି ବାଇକ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି । ଏହାସହିତ ଟ୍ରକର ଅବସ୍ଥା ମଧ୍ୟ ଆପଣ ଦେଖିଥିବେ । କହିରଖିବୁ ଯେ ଏଭଳି ଭ-ୟଙ୍କର ଦୁର୍ଘ-ଟଣାରେ ୭ ଜଣ ଗୁରୁ-ତର ଭାବରେ ଆ-ହତ ହୋଇଛନ୍ତି । ଦୁର୍ଘ-ଟଣାର ଏଭଳି ଦୃ-ଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ଘ-ଟଣା ଅନୁଯାୟୀ ଗତକାଲି ମୁମ୍ବାଇରୁ କୋଲକାତା ଏକ ଲୁହା ବୋଝେଇ ଟ୍ରକ ଦ୍ରୁ-ତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସାମଲ ମୋଟର୍ସ ସମ୍ମୁଖ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତିନୋଟି ଟ୍ରକ ଏବଂ ଚାରୋଟି ବାଇକ ଉପରେ ମାଡ଼ି ଯାଇଥିଲା । ଯାହାଦ୍ୱାରା ଏଭଳି ଏକ ଭ-ୟଙ୍କର ଦୁର୍ଘ-ଟଣା ଘଟି ଯାଇଛି ।

ପୁରା ଘଟ-ଣାକୁ ଦେଖିଥିବା ଲୋକେ କହିଛନ୍ତି ଯେ ଗତକାଲି ପ୍ରାୟ ୦୮.୦୦ ସମୟରେ ହଠାତ ଗୋଟିଏ ଲୁହା ବୋଝେଇ ଟ୍ରକ ମାଡ଼ି ଆସିଥିଲା ଏବଂ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ଏବଂ ବାଇକକୁ ଧ-କ୍କା ଦେଇଥିଲା । ଯେଉଁ କାରଣରୁ ସବୁ ଗାଡ଼ି ପୁରା ଚୁରମାର ହୋଇ ଯାଇଛି । ଗାଡ଼ି ଚାଳକ ମାନେ ଗୁରୁ-ତର ଥିବା ଲୋକେ କହିଛନ୍ତି । ତେବେ କିଛି ଲୋକ ଉକ୍ତ ଦୁର୍ଘ-ଟଣା ଘଟାଇ ଥିବା ଟ୍ରକର ଡ୍ରାଇଭର ନି-ଶା ଖାଇଥିବା ଅନୁମାନ କରିଛନ୍ତି ।

ତେବେ ଏହି ଘ-ଟଣା ପରେ ଆଖପାଖ ଲୋକେ ଉକ୍ତ ଡ୍ରାଇଭରକୁ କାବୁ କରି ପୋଲି-ସରେ ଦେଇଥିବା କହିଛନ୍ତି । ଏହି ଘଟ-ଣାରେ ୭ ଜଣ ଗୁରୁ-ତର ଆ-ହତ ହୋଇଛନ୍ତି । ଘଟ-ଣାସ୍ଥଳରେ ପୋ-ଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆ-ହତ ମାନଙ୍କୁ ଉ-ଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏପଟେ ଡ୍ରାଇଭର ଏବଂ ଗାଡ଼ିକୁ ଜ-ବତ କରାଯିବା ସହିତ ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *