ନିଜ ସ୍ବାମୀଙ୍କୁ ମାରିବା ପାଇଁ ଷ-ଡ଼ଯ-ନ୍ତ୍ର କଲେ ସ୍ତ୍ରୀ , ଦୁଇ ଜଣଙ୍କୁ ସୂପାରୀ ଦେଇ କଲେ ହ-ତ୍ୟା

ବଡ ବିଚିତ୍ର ଏ ଦୁନିଆଁ , ନିଜ ସ୍ବାମୀ ର ହୋଇ ପାରୁ ନାହିଁ ସ୍ତ୍ରୀ । ଆଉ ନିଜ ସ୍ବାର୍ଥ ପାଇଁ ଭୁଲି ଯାଉଛି ସବୁକିଛି । ସାତ ଫେରା ନେଇଥିବା ଆଉ ମୁଣ୍ଡରେ ସିନ୍ଦୂର ଦେଇ ସାତ ଜନ୍ମର ସାଥି ହେବ ବୋଲି କଥା ଦେଇଥିବା ସ୍ବାମୀଙ୍କୁ ଜଣେ ସ୍ତ୍ରୀ ନିଜ ସ୍ବାର୍ଥ ଆଉ ନିଜ ପ୍ରେମ ପାଇଁ ହ-ତ୍ୟା କରି ଦେଇଛି । ଆଉ ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । ତେବେ ହଁ ଆଜ୍ଞା ଜଣେ ଏପରି ଲୋକଙ୍କୁ ସ୍ତ୍ରୀ ହ-ତ୍ୟା କରିଛି , ଯିଏ ପେଶାରେ ଥିଲେ ଜଣେ ପୋ-ଲିସ । ପୋ-ଲିସ ହୋଇ ମଧ୍ୟ ନିଜକୁ ବଞ୍ଚାଇ ପାରିଲେ ନାହିଁ ସେ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ ସହରରେ । ସୂଚନା ଅନୁସାରେ , ଶିବାନୀ ଏବଂ ରମେଶ ୧୧ ବର୍ଷ ତଳେ ଉଭୟଙ୍କୁ ବିବାହ କରିଥିଲେ । ଏବଂ ୨୦୦୯ ମସିହାରେ ରମେଶ ପୋ-ଲିସ ଫୋର୍ସରେ ଯୋଗ ଦେଇଥିଲେ । ଏହାପରେ ରମେଶ ୱାନ ଟାଉନ ପୋ-ଲିସ ଷ୍ଟେସ-ନରେ କାମ କରୁଥିଲେ । ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁକିଛି ଠିକ୍ ଥିଲା । ଉଭୟଙ୍କ ସ-ମ୍ପର୍କ ମଧ୍ୟ ଭଲ ରହିଥିଲା । ଦୁହେଁ ପରିବାରକୁ ମଧ୍ୟ ଆଗକୁ ବଢାଇ ଥିଲେ ।

ତେବେ ଏହାରି ମଧ୍ୟରେ ସ୍ତ୍ରୀ ଶିବାନୀର ମନ ଆଉ କେଉଁଠି ଲାଗି ଯାଇଥିଲା । ଅର୍ଥାତ୍ ସେ ଆଉ ଜଣଙ୍କୁ ଭଲ ପାଇ ବସିଥିଲେ । ତାଙ୍କ ମନ ଆଉ ନିଜ ଆୟତ୍ତରେ ନଥିଲା । ଶିବାନୀଙ୍କ ପ୍ରେମିକ ନାମ ଥିଲା ରାମା । ଯାହାଙ୍କୁ ସେ ଭଲ ପାଉଥିଲେ ଆଉ ଯାହାଙ୍କ ସହିତ ସେ ବୁଲିବାକୁ ଲାଗିଥିଲେ । ଏହି କଥା ସ୍ଵାମୀ ଜାଣି ପାରିଥିଲେ । ଆଉ ଏପରି କରିବାକୁ ମନା କରିବା ସତ୍ତ୍ୱେ ମଧ୍ୟ ସେ କରି ଚାଲିଥିଲେ । ଯାହା ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗଡା ଲାଗି ରହୁଥିଲା । ତେବେ ଏପରି ପରିସ୍ଥିତିରେ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ସ୍ତ୍ରୀ ।

ଏଥିପାଇଁ ଦୁଇ ଜଣଙ୍କୁ ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ସେ । ଏହାରି ମଧ୍ୟରେ ଜଣେ ତାଙ୍କ ପ୍ରେମିକ ଆଉ ଜଣେ ଅନ୍ୟ ଲୋକ ଥିଲେ । ଆଉ ଏକଦା ରାତିରେ ସେହି ଦୁଇ ଜଣ ଘରେ ପଶି ଯାଇଥିଲେ । ଆଉ ରମେଶଙ୍କୁ ହ-ତ୍ୟା କରି ବିଛଣା ଉପରେ ଶୁଆଇ ଦେଇଥିଲେ । ଏଥିରେ ପ୍ରେମିକର ସାଥ ଦେଇଥିଲେ ଶିବାନୀ । ତେବେ ହ-ତ୍ୟା ସିନା କରି ଦେଇଥିଲେ । କିନ୍ତୁ ସେଠାରୁ ଖସି ଯାଇ ପାରି ନଥିଲେ । ଶେଷରେ ପୋ-ଲିସ ହାତରେ ଧରା ପଡ଼ିଥିଲେ ତିନି ଜଣ । ବର୍ତ୍ତମାନ ସମୟରେ ତିନି ଜଣ ଯାକ ଜେ-ଲ ମଧ୍ୟରେ ଚକି ପେଶିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *