ଆଜି ହିଁ ବାନ୍ଧି ଦିଅନ୍ତୁ ଶରୀରର ଏପରି ଜାଗାରେ କଳା ସୂତା ମାଗିବା ପୂର୍ବରୁ ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ।

ବନ୍ଧୁମାନେ ଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ଖୁସି ଓ ସୁଖ ସମୃଦ୍ଧି ପାଇବା ପାଇଁ ଅନେକ ଉପାୟ ମାନ କରିଥାଉ। ହେଲେ ଆଜି ଆମେ କିଛି ଏପରି ଉପାୟ କହିବୁ ଯାହା ଆପଣଙ୍କ ଭାଗ୍ୟ ବଦଳିବ। ଏହା ଛଡ଼ା କେଉଁ ରାଶିର ବ୍ୟକ୍ତି ମାନେ କଳା ସୂତା ବାନ୍ଧିଲେ ଶୁଭ ହୁଏ ଅବା କେଉଁ ରାଶିର ବ୍ୟକ୍ତି ମାନେ କଳା ସୂତା ବାନ୍ଧିବା ଅନୁଚିତ୍। ଆମେ ଆଜି ଜାଣିବା ଏହି ବିଷୟରେ। ଏହା ସହ ଲାଲ ସୂତା ବାନ୍ଧିବାର ଶୁଭ ଉପାୟ ମଧ୍ୟ ଆପଣଙ୍କୁ ଆମେ କହିବୁ। ଉପାୟ ଟି ବହୁତ୍ ସହଜ ଯାହା ଦ୍ଵାରା ଆପଣଙ୍କ ଘରେ ଟଙ୍କାର ଅଭାବ ଦେଖାଦେବ ନାହିଁ ଓ ଆପଣଙ୍କ ଜୀବନରେ କିଛି ବି ନୂଆ ଜିନିଷ ଘଟିବ। ଆସନ୍ତୁ ଜାଣିବା ଏହି ଚମତ୍କାରି ଉପାୟ ବିଷୟରେ।

ଆପଣ ମାନେ ଜାଣନ୍ତି କି କେଉଁ ବି ଶୁଭ ଅବସରରେ ଆମେ କଳା କପଡା ପିନ୍ଧିବାକୁ ପସନ୍ଦ କରୁନା। କାରଣ କୁହାଯାଏ କି କଳା କପଡା ପିନ୍ଧିବା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ହେଲେ ପାୟତଃ ଖରାପ ନଜରରୁ ରକ୍ଷା ପାଇବା ପାଇଁ ଆମେ କଳା ଜିନିଷକୁ ବେଶୀ ବ୍ୟବହାର କରିଥାଉ। ଯେପରି କଳା ସୂତା, କଳା ଟିକା ଆଦି ଓ ଛୋଟ ହଉ କି ବଡ଼ ଆମେ କଳା ଜିନିଷର ବ୍ୟବହାର ଖରାପ ନଜରରୁ ବର୍ତିବା ପାଇଁ କରିଥାଉ।

ଆଜି ଆମେ ଜାଣିବା କିଛି ଏପରି ଉପାୟ ଯାହା ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂରେଇ ଦେବ। ଏଥିପାଇଁ ଆପଣଙ୍କୁ ଭୈରବ ଦେବଙ୍କ ମନ୍ଦିରକୁ ଯାଇ କଳା ସୂତା ପୂଜା କରି ଘରକୁ ଆଣିବାକୁ ପଡ଼ିବ। ସେଥିରେ ଅଳ୍ପ ଟିକେ ସୋରିଷ ତେଲ ଲଗାନ୍ତୁ ଏବଂ ଏହାକୁ ନିଜର ଡାହାଣ ହାତରେ ଲଗାନ୍ତୁ। ଏହା କରିବା ସମୟରେ ଆପଣ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ଏପରି କରିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ଏବେ ଆସନ୍ତୁ ଜାଣିବା ଖରାପ ଦୃଷ୍ଟି ଥିଲେ କଳା ସୁତାର ବ୍ୟବହାର କିପରି କରିବେ। ଏଥିପାଇଁ ମଙ୍ଗଳବାର ଦିନ କଳା ସୂତାକୁ ହନୁମାନ ମନ୍ଦିର ନେବେ ତାକୁ ହନୁମାନଙ୍କ ପାଦ ତଳେ ଥୋଇ ତାଙ୍କ ସିନ୍ଦୂର ସେହି ସୂତାରେ ଲଗେଇବେ। ଏହାପରେ ଏହି ସୂତାକୁ ବାମ ହାତରେ ପିନ୍ଧିବେ ନଚେତ୍ ବେକରେ ପିନ୍ଧିବା ଦ୍ଵାରା ଖରାପ ନଜର କମ ହୋଇଯାଏ। ଯଦି ବିଜନେସରେ ଟେନସନ ଲାଗୀରୁହେ ତେବେ ଶନିବାର ଦିନ ହନୁମାନ ମନ୍ଦିର ଯାଇ କଳସୂତାରେ ୯ଟି ଗଣ୍ଠି ପକାଇବେ। ଏହା ପରେ ହନୁମାନଙ୍କ ସିନ୍ଦୂର ଲଗେଇ ଏହାକୁ ଘରର ସିନ୍ଦୁକ ଅବା ଦୋକାନରେ ରଖି ଦେବେ ନଚେତ୍ ଘରର ମୁଖ୍ୟ ଦ୍ଵାରରେ ଲଗେଇ ଦେବେ। ଏହା ଦ୍ଵାରା ଧନର ବର୍ଷା ହୁଏ।

ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କଳା ସୂତା ବାନ୍ଧିବେ ଅବା କେଉଁ ରାଶିର ଲୋକ କଳା ସୂତା ବାନ୍ଧିବେ ନାହିଁ।

ମେଷ ରାଶି -:

ଏହି ରାଶିର ବ୍ୟକ୍ତି କେବେହେଲେ କଳା ସୂତା ହାତରେ ଲଗାଇବେ ନାହିଁ। କାରଣ ଏହି ରାସିର ଗ୍ରହ ମଙ୍ଗଳ ଯାହା ହନୁମାନଙ୍କୁ ସୂଚାଇଥାଏ ଏବଂ ତାଙ୍କର ରଙ୍ଗ ନାରଙ୍ଗୀ ବା ଲାଲ ହୋଇଥାଏ। ତେଣୁ ଏମାନଙ୍କୁ ଲାଲ ସୂତା ବା ରକ୍ଷା ସୂତା ବାନ୍ଧିବା ଉଚିତ୍। କଳା ସୂତା ପିନ୍ଧିଲେ ଏମାନଙ୍କ ଜୀବନରେ ଓଲଟା ପ୍ରଭାବ ପଡେ। ଯେପରିକି ଧନ ଜାତୀୟ ସମସ୍ୟା, ବ୍ୟାପାରରେ ସମସ୍ୟା ଆଦି ଓ ହନୁମାନଙ୍କ କୋପ ଦୃଷ୍ଟି ମଧ୍ୟ ରହିଥାଏ।

ବିଛା ରାଶି -:

ଏହାର ସ୍ବାମୀ ମଙ୍ଗଳ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମହିଳା ମାନେ ଗୋଡ଼ରେ ଅବା ପୁରୁଷମାନେ ହାତରେ ପିନ୍ଧିଥିବା କଳା ସୂତା ବାହାର କରିଦେବା ଉଚିତ୍। ଆପଣ ମଧ୍ୟ ଲାଲ ସୂତା ଧାରଣ କରିପାରିବେ ନଚେତ୍ କଳା ସୂତା ପିନ୍ଧିଲେ ବହୁ ସମସ୍ୟା ଦେଖାଦିଏ।
ଆସନ୍ତୁ ଜାଣିବେ କେଉଁ ରାଶି ବ୍ୟକ୍ତି ମାନେ କଳା ସୂତା ପିନ୍ଧିବା ଉଚିତ୍ ହୋଇଥାଏ।

ଆପଣ ଯଦି ସନିଙ୍କ କୋପରୁ ମୁକ୍ତି ଚାହାନ୍ତି ତେବେ ୩ଥର ହାତରେ ଲାଲ ସୂତା ଗୁଡେ଼ଇ ପୂର୍ବ ଦିଗକୁ ମୁହଁ କରି ନିଜର ଇଷ୍ଟ ଦେବୀଙ୍କୁ ସ୍ମରଣ କରି ବସିଯାଆନ୍ତୁ। ଭଗବାନ ହନୁମାନଙ୍କୁ ସ୍ମରଣ କରି ଏହି ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ର ହେଉଛି କୋନସା ସଙ୍କଟ ମୋର ଗରିବ କୋ ଯୋ ତୁମସେ ନେହିଁ ଜାତେ। ଟାରେ ବେଗି ହରେ ହନୁମାନ ମହାପ୍ରଭୁ ଜୋ କୋଇ ସଙ୍କଟ ହୋଏ ହମାରେ। ଏହାପରେ ଏହି ସୂତାକୁ ରଖି ନିଜର ଡାହାଣ ହାତରେ ଓମ୍ ହମ୍ ହନୁମନ୍ତେ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହାକୁ ପିନ୍ଧିଲେ ରକ୍ଷା କବଚ ପରି କାମ କରିବ। ତେଣୁ ଏହାକୁ ମହିଳା ବାମ ହାତରେ ଏବଂ ପୁରୁଷ ଡାହାଣ ହାତରେ ପିନ୍ଧିବା ଉଚିତ୍।

ମେଷ ରାଶି -:

ଏହି ରାଶିର ଲୋକେ ହାତରେ ଲାଲ ସୂତା ପିନ୍ଧିବା ଦ୍ଵାରା ସମାଜରେ ମାନ ସମ୍ମାନ,ଚାକିରୀରେ ଉନ୍ନତି,ଘର ପରିବାରରେ ଖୁସିର ବାତାବରଣ ମିଳିବ।

ସିଂହ ରାଶି -:

ଏମାନେ ଲାଲ ସୂତା ପିନ୍ଧିଲେ ଭଗବାନଙ୍କ କୃପା ମିଳିବା ସହିତ ଚାକିରି ଏବଂ ବିଜନେସରେ ସଫଳତା ମିଳେ।

କନ୍ୟା ରାଶି -:

ଏମାନେ ହାତରେ ଲାଲ ସୂତା ପିନ୍ଧିବା ଅତ୍ୟନ୍ତ ଜରୁରୀ। ସମସ୍ତ ଖୁସୀ ସହ ସବୁ କାର୍ଯ୍ୟରେ ସଫଳତା ମିଳିବ।

କର୍କଟ ରାଶି -:

ଏମାନେ ହାତରେ ଲାଲ ସୂତା ପିନ୍ଧିଲେ ଚା ସଫଳତା ଓ ମାତା ଲକ୍ଷ୍ମୀଙ୍କ ଆଶିଷ ମିଳିଥାଏ।

ମିଥୁନ ରାଶି -:

ଏମାନେ ଲାଲ ସୂତା ପିନ୍ଧିଲେ ମାନ ସମ୍ମାନ ସହିତ ହନୁମାନଙ୍କ କୃପା ପ୍ରାପ୍ତ କରନ୍ତି। ତେଣୁ ଏହି ସବୁ ଉପରେ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *