ପ୍ରିୟଙ୍କା ଚୋପ୍ରା ଏବଂ ନିକଙ୍କୁ ଲାଇଭ୍ ଭିଡ଼ିଓରେ ରୋମାନ୍ସ କରିବା ଭାରି ପଡ଼ିଲା, ଲାଇଭ ଭିଡ଼ିଓରେ ଦେଖାଗଲା ପ୍ରାଇଭେଟ ପାର୍ଟ…

ପ୍ରିୟଙ୍କା ଚୋପ୍ରାଙ୍କ ପରି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ସାରା ବିଶ୍ୱରେ କିଏ ନ ଜାଣେ। ପ୍ରିୟଙ୍କା ଚୋପ୍ରା ବଲିଉଡ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ହଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନୟ କରିଛନ୍ତି।ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ୨୦୧୮ ମସିହାରେ ପ୍ରିୟଙ୍କା ଚୋପ୍ରା ଜଣେ ବିଦେଶୀ ଗାୟକ ନିକ ଜୋନସଙ୍କୁ ବାହା ହେଇଥିଲେ।

ପ୍ରିୟଙ୍କା ଏବଂ ନିକଙ୍କ ବିବାହ ସମସ୍ତ ନ୍ୟୁଜ୍ ଚ୍ୟାନେଲରେ ଅନେକ ହେଡଲାଇନ ସୃଷ୍ଟି କରିଥିଲା ​​। ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କୁ ବିଶ୍ୱସ୍ତରୀୟ ଦମ୍ପତି ବୋଲି କୁହାଯାଏ। ଉଭୟ ଙ୍କ ରୋମାନ୍ସ ପାଇଁ ଦୁହେଁ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି। ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ସମାନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଏଥର ଉଭୟ ଭିଡିଓରେ ଏକ ରୋମାଣ୍ଟିକ୍ ଶୈଳୀରେ ନଜର ଆସିଛନ୍ତି ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ଏହି ଭାଇରାଲ୍ ଭିଡିଓଟି ଗୋଟେ ଲାଇଭ୍ ଅଧିବେଶନରୁ ଆସିଛି । ବାସ୍ତବରେ ଏହି ଭିଡିଓଟି ପୂର୍ବ ବର୍ଷର, ଯେତେବେଳେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ୧୫-୧୬ ଦିନ ପାଇଁ ଅଲଗା ଥିଲେ। ତା ପରେ ଦୁହେଁ ଏକ ଲାଇଭ୍ ଚାଟ୍ ମାଧ୍ୟମରେ ଆଗକୁ ଆସିଲେ ଏବଂ ଉଭୟ ସେମାନଙ୍କ ପ୍ରଶଂସକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଲେ । ଏହି ଲାଇଭ୍ ଭିଡିଓଟି ସେମାନଙ୍କ ଫ୍ୟାନ୍ ପେଜରେ ବହୁତ୍ ସେୟାର ହେଇଥିଲା।

ଲାଇଭ୍ ଭିଡିଓରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ ରୋମାଣ୍ଟିକ୍ ମୁହୂର୍ତ୍ତଗୁଡିକ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଏହି ସମୟରେ ପ୍ରିୟଙ୍କା ଚୋପ୍ରା ଗୋଟେ ଟାଇଟ୍ ସାର୍ଟ ଏବଂ ନିକ ଜୋନସ୍ ନୀଳ ରଙ୍ଗର ହୁଡି ପିନ୍ଧିଥିଲେ। ଲାଇଭ୍ ଚାଟ୍ ସମୟରେ ଉଭୟ ବହୁତ୍ ଭଲରେ ଲୋକମାନଙ୍କ ସହିତ କଥାବାର୍ତ୍ତା ହେଲେ। ଅବଶ୍ୟ, ଏହି ସମୟ ମଧ୍ୟରେ ଏମିତି କିଛି ଘଟିଲା ଯାହାଫଳରେ ପ୍ରିୟଙ୍କା ଚୋପ୍ରା ସମସ୍ତ ନ୍ୟୁଜ୍ ଚ୍ୟାନେଲ ଏବଂ ଖବର କାଗଜ ରେ ହେଡଲାଇନ୍ ସାଜିଥିଲେ।

 

View this post on Instagram

 

A post shared by Bihari Voice (@biharivoicenews)

ପ୍ରିୟଙ୍କା ଚୋପ୍ରାଙ୍କ ଏହି ଓପ୍ସ ମୁହୂର୍ତ୍ତ ଲାଇଭ୍ ଚାଟ୍ ସମୟରେ କଏଦ ହେଇଥିଲା, ଯେଉଁଥିପାଇଁ ପରେ ଅଭିନେତ୍ରୀଙ୍କୁ ଟ୍ରୋଲ କରାଗଲା। ପ୍ରକୃତରେ ଯେତେବେଳେ ପ୍ରିୟଙ୍କା ଚୋପ୍ରା ନିକ୍ ଙ୍କୁ ଚୁମ୍ବନ ଦେବାପାଇଁ ସୋଫା ଉପରୁ ଉଠିକି ଗଲେ ସେତେବେଳେ ତାଙ୍କ ସାର୍ଟର ଉପରେ ଥିବା ଲମ୍ବା କଟା ଅଂଶ ଆଗକୁ ପଳେଇ ଆସିଲା। ଯେଉଁଥିପାଇଁ ତାଙ୍କ ଲାଇଭ ଭିଡ଼ିଓଟି ବହୁତ୍ ଭାଇରାଲ ହେଲା।

ଏହା ପ୍ରଥମ ଥର ନୁହେଁ ଯେ ପ୍ରିୟଙ୍କା ଚୋପ୍ରା ତାଙ୍କ ଲାଇଭ ଭିଡ଼ିଓ ପାଇ ଭାଇରାଲ୍ ହେଇଛନ୍ତି ଏବଂ ତାଙ୍କୁ ଟ୍ରୋଲ କରା ହେଇଛି । ଅତୀତରେ ମଧ୍ୟ ଅନେକ ଥର ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ସେ ଓପ୍ସ ମୁହୂର୍ତ୍ତର ଶିକାର ହେଇଛନ୍ତି।

Leave a Reply

Your email address will not be published. Required fields are marked *