ତହସିଲଦାରଙ୍କ ଦାଦା-ଗିରି:- ନିରୀହ ଗାଁ ଲୋକଙ୍କ ଉପରେ ଗର୍ଜିଲେ ତହସିଲଦାର ବାବୁ … ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ସର୍ବଦା ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲା ପରେ ହସକୁ ରୋକି ହୁଏ ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ବର୍ତ୍ତମାନ ସମୟରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ମହିଳାଙ୍କ ସହ ହେଉଥିବା ଅତ୍ୟା-ଚାର ଭିଡ଼ିଓ ଭାଇରାଲ ହେଉଛି।

ତେବେ ଆପଣମାନେ ଜାଣିଛନ୍ତି ସହରାଞ୍ଚଳର ରାସ୍ତା କଡରେ ଦୋକାନ କରିବା ଏବଂ ସାମଗ୍ରୀ ବିକ୍ରି କରିବା ଏହା ଶ-କ୍ତ ଭାବରେ ବିଏମସି ପକ୍ଷରୁ ମନା କରାଯାଇଛି। ଯଦି ଆପଣ ରାସ୍ତା କଡରେ ବିକ୍ରି କରୁଛନ୍ତି ଏବଂ ଏହାର ନଜର ବିଏମସି ଉପରେ ପଡେ ତେବେ ସେ ଆପଣଙ୍କୁ ସଙ୍ଗେ ସଙ୍ଗେ ଉଠିବା ପାଇଁ ତାଗିଦ କରିବ। ସେହିଭଳି ଯଦି ବେଆ-ଇନ ଭାବେ କୌଣସି ଅଞ୍ଚଳରେ ଆପଣ ଜନବସତି ସ୍ଥାପନ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେହି ଜାଗାରେ ସରକାର କିଛି ଯୋଜନା ଅବା ପ୍ରକଳ୍ପ କାର୍ଯ୍ୟକାରୀ କରିବ ତେବେ ସେ ସେହି ସ୍ଥାନରୁ ହଟେଇ ଦେବ।

ତେବେ ସୋସିଆଲ ମିଡିଆରେ ଜଳେଶ୍ୱର ପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦ-ଖଲ ଉ-ଛେଦ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଆପଣ ତହସିଲଦାର ଓ ଗାଁ ଲୋକ ମୁଁହାମୁହିଁ ହେଉଥିବାର ଦେଖିବାକୁ ପାଇବେ। ସୂଚନା ମିଳିଛି ଯେ ଗ୍ରାମବାସୀ ସ୍ୱର ଉଠେଇବା ପରେ ତହିସିଲଦାର ରାଜସ୍ବ କର୍ମଚାରୀଙ୍କୁ ଘଟ-ଣାସ୍ଥ-ଳରୁ ପଳେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ବି-ବା-ଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା ସଂପ୍ରସାରଣ ଜ-ବର ଦ-ଖଲ ଉ-ଚ୍ଛେଦ ଲାଗି ତହସିଲଦାର ଯାଇ ପହଞ୍ଚି ଥିଲେ। ତେବେ ଏହା ଦେଖି ଗାଁ ଲୋକମାନେ ଉତ୍ତ-କ୍ଷିପ୍ତ ହୋଇ ପଡ଼ିଥିଲେ ଏବଂ ଉଚ୍ଛେ-ଦକୁ ରୋକି ଥିଲେ। କେବଳ ସେତିକି ନୁହେଁ ଯୁବ ସମାଜ ସେବୀ ରମାକାନ୍ତ ଭୋଳ ଅତି-ଷ୍ଟ ହୋଇ ପଡ଼ିଥିଲେ। ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି କହିଛନ୍ତି।

ତେବେ ଜବ-ରଦ-ଖଲ ଉ-ଚ୍ଛେଦ ସମୟରେ ଅନେକ ସମସ୍ୟା ଉପୁଜିଥାଏ। ଲୋକମାନେ କୋଳା-ହଳ ଅବସ୍ଥାକୁ ଚାଲି ଆସନ୍ତି। ଥଇ-ଥାନ ସଠିକ ରୂପ ହୋଇ ନ ପାରିଲେ ଲୋକମାନେ ଅସ-ନ୍ତୁଷ୍ଟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *