ପଡ଼ୋଶୀ ସହିତ ନିଜ ସ୍ତ୍ରୀ କୁ ଏପରି କାମ କରୁଥିବାର ଦେଖିଲା ସ୍ୱାମୀ , ଆଉ ତାପରେ ଯାହା ହେଲା !!!!!!:-

ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଭାଇରଲ ଭିଡ଼ିଓ ବିଷୟରେ କହିବୁ ଯାହା ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ତେବେ ସବୁ ମଜାଦାର ଭିଡ଼ିଓ ବିଷୟରେ ଜାଣିବା ପାଇଁ ଆମ ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

୧ . ପ୍ରଥମ ଭିଡ଼ିଓ ଏକ ହଷ୍ଟେଲର ଅଟେ । ଯେଉଁଠି ଦୀର୍ଘ ସମୟ ଧରି ଏକ ରୁମ ଭିତରୁ ଲକ ଥିଲା । ଆଉ ଯେତେ ଡାକିଲେ ବି ଭିତରୁ କୌଣସି ଉତ୍ତର ଆସୁ ନଥିଲା । ତେଣୁ ଅନ୍ୟ ପିଲା ମାନେ କାଳେ କିଛି ଖରାପ ଘ-ଟଣା ଘଟିଥିବା ଭାବି ପୋ-ଲି-ସକୁ ଖବର ଦେଲେ । ପୋ-ଲିସ ଆସି ହାତୁଡ଼ିରେ କବାଟ ଖୋଲିବା ପରେ ସମସ୍ତେ ଯାହା ଦେଖିଲେ ତାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଥିଲା । ବାସ୍ତବରେ ରୁମ ଭିତରେ ବ୍ୟକ୍ତି ଜଣକ ଆରାମରେ ଘୋଡ଼ି ହୋଇ ଶୋଇଥିଲେ । ଏହା ଜାଣିବା ପରେ ସମସ୍ତେ ହସିବାକୁ ଲାଗିଲେ।

୨ . ଦ୍ୱିତୀୟ ଭିଡ଼ିଓ ଅନୁଯାୟୀ ଏକ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ରାସ୍ତାରେ ଯାଉଥିବା ସମୟରେ ଏକ କ୍ୟୁଟ କୁକୁରକୁ ଦେଖି ତାର ଫୋଟ ଉଠାଇବାରେ ଲାଗିଲେ । ଏହାର ସୁଯୋଗ ଦେଖି ଅନ୍ୟ ଏକ କୁକୁର ଯୁବତୀଙ୍କୁ ନିଜର ଶୌଚାଳୟ ବନାଇନେଲା ଆଉ ଯୁବତୀଙ୍କ ଉପରେ ପରି-ସ୍ରା କରିଦେଲା । ଯାହା ଦେଖିଲେ ଆପଣ ବି ନିଜ ହସକୁ ଅଟକାଇ ପାରିବେ ନାହିଁ ।

୩ . ଆଉ ଏକ ଭାଇରଲ ଭିଡ଼ିଓ ଚୀନର ଅଟେ । ଯେଉଁଠି ଖୁବ ଜୋରରେ ପବନ ବୋହୁଥିଲା । ଦୁଇ ଜଣ ବ୍ୟକ୍ତି ସ୍କୁଟିରେ ଯାଉଥିବା ସମୟରେ ଜୋର ପବନ କାରଣରୁ ଏକ ପଲିଥିନ ଆସି ବ୍ୟକ୍ତି ଉପରେ ଏପରି ଘୋଡ଼ାଇ ହୋଇ ଯାଇଥିଲା ଯେମିତି କୌଣସି ଭେନମ । ତାହା ଦେଖିଲେ ଆପଣଙ୍କର ସ୍ପାଇଡ଼ର ମ୍ୟାନ ଫିଲ୍ମର ଭେନମ ନିଶ୍ଚିତ ଭାବରେ ମନେ ପଡ଼ିବ ।

୪ . ଆଜିକାଲି ଲୋକେ ଚାକିରୀ ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି । ଯେମିତି ୨୦୨୧ ଅକ୍ଟୋବର ରେ ମହାରାଷ୍ଟ୍ରର ଜଳଗାଁ ରେ କନଷ୍ଟେବଳ ଟେଷ୍ଟରେ ଜଣେ ୨୪ ବର୍ଷୀୟ ଯୁବକ ମାଇକ୍ରୋଚିପ ଜରିଆରେ ଚିଟିଂ କରୁଥିବାର ଧ-ରା ପଡ଼ିଥିଲେ । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

୫ . ବିହାରର ଛପରାରୁ ମଇ ୨୦୨୧ ରେ ଏକ ଭିଡ଼ିଓ ବେଶ ଭାଇରଲ ହୋଇଥିଲା ଯେଉଁଥିରେ ସତ୍ୟେନ୍ଦ୍ର ନାମକ ଜଣେ ଯୁବକଙ୍କୁ ଦେଖାଯାଇଥିଲା । ଯିଏକି ନିକ୍କୀ ନାମକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ନିଜର ଏକ କନ୍ୟା ସନ୍ତାନ ଥିବା ସତ୍ତ୍ୱେ ବି ନିଜ ସ୍ତ୍ରୀ ଆଉ କାହାକୁ ପ୍ରେମ କରୁଥିବା ଜାଣି ସତ୍ୟେନ୍ଦ୍ର ନିଜ ସ୍ତ୍ରୀ ଏବଂ ତାର ପ୍ରେମିକ ପ୍ରକାଶର ବିବାହ ଏକ ମନ୍ଦିରରେ ଖୁସିରେ ଖୁସିରେ କରାଇ ଦେଇଥିଲା ।

୬ . ରାଜସ୍ଥାନର ବିକାନୁର ପାଖରେ ବଜ୍ଜୁ ଗାଁ ରେ ନିଯୁକ୍ତ ଥିବା କିଛି ବିଏସଏଫ ଯବାନଙ୍କୁ ବାଲିରେ ପାମ୍ପଡ଼ ସେକୁଥିବାର ଦେଖାଯାଇଥିଲା । କାରଣ ତାପମାତ୍ରା ଏତେ ଅଧିକ ଥିଲା ଯେ

୭ . ଆଉ ଏକ ଭାଇରଲ ଭିଡ଼ିଓରେ ଜଣେ ବ୍ୟକ୍ତି ମାଛ ଧରି ଏତେ ଖୁସିରେ ଭାବୁକ ହୋଇ ଯାଇଛି ଯେ ଭୁଲରେ ମାଛ ବଦଳରେ ମୋବାଇଲ ପାଣିରେ ଫିଙ୍ଗି ଦେଇଛି ।

୮ . ଏକ ଭାଇରଲ ଭିଡ଼ିଓରେ ଜଣେ ଯୁବତୀ ଏକ କେନ ଆଣି ତାହାକୁ ଖୋଲିବାର ପ୍ରକ୍ରିୟା ଦେଖାଇବା ପାଇଁ ଭିଡ଼ିଓ ବନାଉଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ତାହାକୁ ବିନା କ-ଷ୍ଟରେ ଆରାମରେ ଖୋଲାଯାଇ ପାରିଥାନ୍ତା । ତେବେ ଯାହାବି ହେଉ ଯୁବତୀଙ୍କର ଏପରି କାମ ଦେଖି ଭିଡ଼ିଓ ବନାଉଥିବା ବୟଫ୍ରେଣ୍ଡ ମଧ୍ୟ ନିଜ ହସକୁ ଅଟକାଇ ପାରିନାହିଁ ।

୯ . ଫେବୃଆରୀ ୨୦୨୨ ରେ ଆମେରିକାର କାଲିଫର୍ଣ୍ଣିଆରୁ ପୋ-ଲି-ସକୁ ଏକ ଖବର ଆସିଲା ଯେ ଏକ ଗାଡ଼ି ଦୃତ ବେଗରେ ଅନ୍ୟ ଗାଡ଼ିକୁ ଧ-କ୍କା ଦେଇଛି । ଆଉ ସେହି ଗାଡିକୁ ନି-ଶାରେ ଥିବା ଜଣେ ଝିଅ ଚଳାଉ ଥିଲା । ତେବେ ଝିଅର ଭାଗ୍ୟ ଏତେ ଭଲ ଥିଲା ଯେ ଏତେ ବଡ଼ ଦୁର୍ଘ-ଟଣା ପରେ ବି ସେ ପୁରାପୁରି ସୁର-କ୍ଷିତ ଥିଲା । ଯେତେବେଳେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚିଲା ଯୁବତୀ ଜଣକ କା-ନ୍ଦିବାକୁ ଲାଗିଲେ । କିନ୍ତୁ ପୋ-ଲି-ସ ତାଙ୍କ କଥା ଆଦୌ ଶୁଣିନଥିଲା ବରଂ ସୋବାଟି ଟେଷ୍ଟ କରିଥିଲା । ଆଉ ଯୁବତୀ ନି-ଶାରେ ଥିବା ଜଣା ପଡ଼ିଥିଲା । ତେଣୁ ପୋ-ଲି-ସ ଯୁବତୀଙ୍କୁ ନି-ଶାରେ ଏକାଧିକ ଗାଡ଼ିକୁ ଧ-କ୍କା ଦେବା ଅପ-ରାଧରେ ଗି-ରଫ କରିଥିଲା ।

୧୦ . ଆଉ ଏକ ଭାଇରଲ ଭିଡ଼ିଓ ଏକ ଟ୍ରାଫିକର ଯେଉଁଠି ଟ୍ରାଫିକ ଲାଇଟ ରେଡ଼ ଥିବା ସତ୍ତ୍ୱେ ବି ଏକ କାର ଚାଲିବାରେ ଲାଗିଥିଲା । ବାସ୍ତବରେ କାର ଚଳାଉଥିବା ମହିଳା ବେହୋସ ହୋଇ ଯାଇଥିଲେ । ପାଖରେ ଅନ୍ୟ ଜଣେ ମହିଳା ଏହା ଜାଣିପାରି ନିଜ କାରରୁ ବାହାରି ଅନ୍ୟ କାରକୁ ଅଟକାଇବାରେ ଲାଗିଲେ । ତାଙ୍କ ଇସାରା ପାଇଁ ଅନ୍ୟ ଲୋକମାନେ ମଧ୍ୟ କାରକୁ ଅଟକାଇବାରେ ସକ୍ଷମ ହେଲେ ।

Leave a Reply

Your email address will not be published. Required fields are marked *