ନବରାତ୍ରିର ଶେଷ ଦିନରେ ଅଚାନକ ପୋଖରୀରେ ଉଭା ହେଲେ ମା ଦୁର୍ଗା ହେଲେ ଗାଁ ଲୋକ ଭୁଲରେ କରିଦେଲେ ଏହି କାମ।

ଦୁର୍ଗା ନବମୀରେ ଯେବେ ଅଚାନକ ପୋଖରୀରେ ପ୍ରକଟ ହେଲେ ମା ଦୁର୍ଗା ତେବେ ଗାଁ ଲୋକ ସବୁ ଚକିତ ହେଇଗଲେ। ଆଜି ଆମେ ଆପଣଙ୍କୁ କିଛି ଏପରି କଥା ମାନ କହିବୁ ଯାହା ଆପଣ ଫିଲ୍ମ ଅବା ଷ୍ଟୋରୀରେ ଏସବୁ ସୁଣିଥିବେ ଅବା ଦେଖିଥିବେ। ହେଲେ ଏହା ବାସ୍ତବରେ ଘଟିଛି ଯାହା ଦେଖିବା ପରେ ଅବା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଘଟଣା ଟି ହେଉଛି ଉତ୍ତର ପ୍ରଦେଶର ଗୋଟେ ଗାଁର ଯେଉଁଠି ଦୁର୍ଗା ପ୍ରକଟ ହେଇଛନ୍ତି ଓ ନିଜ ଭକ୍ତଙ୍କୁ ମଧ୍ୟ ଦର୍ଶନ ଦେଇଛନ୍ତି। ଏହି ଗାଁରେ ଗୋଟେ ବଡ଼ ପୋଖରୀ ଅଛି ଯେଉଁଠି ପ୍ରାଚୀନ କାଳରୁ ଗୋଟେ ଦୁର୍ଗା ମନ୍ଦିର ରହିଛି। ଲୋକଙ୍କ କହିବା କଥା କି ପୋଖରୀ ପାଣିରେ ସବୁ ପ୍ରକାର ସମସ୍ୟାର ନିରାକରଣ ହୋଇପାରେ। ଏଥିରେ ସ୍ନାନ କରି ଲୋକ ମାତା ଦୁର୍ଗାଙ୍କୁ ଧନ୍ୟବାଦ ଦିଅନ୍ତି। କେବଳ ସେତିକି ନୁହେଁ ପ୍ରତିବର୍ଷ ନବରାତ୍ରିରେ ଏଠି ବହୁତ୍ ବଡ଼ ମେଳା ଲାଗିଥାଏ।

ଯେଉଁଠି ସକାଳ ସନ୍ଧ୍ୟା ମାତା ଦୁର୍ଗାଙ୍କ କୀର୍ତ୍ତନ ହୋଇଥାଏ। ଏପରି ସମୟରେ ମାତା ପୋଖରୀରେ ନିଜେ ସ୍ୱୟଂ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। କୁହାଯାଏ କି ସେଠାରେ ଲୋକେ ମାତା ଦୁର୍ଗାଙ୍କୁ ବର୍ଷ ବର୍ଷ ଧରି ଦର୍ଶନ କରି ଆସୁଛନ୍ତି। ଲୋକଙ୍କ ମାନିବା କଥା କି ତାଙ୍କ ଉପରେ ମାତା ଦୁର୍ଗାଙ୍କ ଅସୀମ କୃପା ରହିଛି। କୁହାଯାଏ କି ସେତେବେଳେ ପୋଖରୀ ପାଖରେ ଛୁଆ ମାନେ ଦୋଳି ଖେଳନ୍ତି। ହେଲେ ଦିନେ ଜଣେ ୯ ବର୍ଷର ଝିଅ ଦୋଳିକୁ ନଧରି ଝିଲିବାରେ ଲାଗିଲା। ଯେବେ ଦୋଳି ଉପରକୁ ଗଲା ଝିଅ ପାଣିରେ ଖସି ପଡିଲା। ଏହା ଦେଖି ମେଳାରେ ଥିବା ତା ମାର କାନ୍ଦି କାନ୍ଦି ଖରାପ ଅବସ୍ଥା ହେଲା।

ଏହି ସମୟରେ ପୋଖରୀରେ କେହି ଜଣେ ମହିଳା ବାହାରିଲେ ଓ ଛୁଆକୁ ବାହାରକୁ ଆଣି ଶୁଆଇ ଦେଲେ। ସେ ସ୍ୱୟଂ ଦୁର୍ଗା ଥିଲେ ଯିଏ ସେହି ମହିଳା ରୂପରେ ସେହି ଛୁଆକୁ ବଞ୍ଚେଇ ଦେଲେ। ଲୋକ ଏହି କଥାକୁ ବିଶ୍ୱାସ ନକରି ସେହି ମହିଳାଙ୍କୁ ପଚାରିଲେ କି ତମେ ଏହି ପୋଖରୀ ଭିତରକୁ କେବେ ପ୍ରବେଶ କଲ। ମହିଳା ଜଣକ ଉତ୍ତରରେ କହିଲେ କି ଯେବେ ଛୁଆ ଟି ପୋଖରୀରେ ଖସି ପଡିଲା ମୁ ମଧ୍ୟ ଡେଇଁ ପଡ଼ି ତାକୁ ବଞ୍ଚେଇଲି। ଏକଥା ଶୁଣି କାହାକୁ ବି ବିଶ୍ୱାସ ହେଲା ନାହିଁ। ହେଲେ ଛୁଆର ମା ତାକୁ ଭଗବାନଙ୍କ ରୂପ ବୋଲି ମାନିବାକୁ ଲାଗିଲେ।

ଏହାପରେ ତା ମା ଯାଇ ଦୁର୍ଗାଙ୍କ ପାଦ ଛୁଇଁ କହିଲା କି ଆପଣ ଯଦି ମୋ ଛୁଆକୁ ବଞ୍ଚେଇ ନଥାନ୍ତେ। ତେବେ ମୁଁ ବଞ୍ଚି ଥାଉ ଥାଉ ମରି ଯାଇ ଥାଆନ୍ତି। ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ। ଏହାପରେ ମାତା ସେହି ମହିଳାଙ୍କ ମୁଣ୍ଡରେ ହାତ ରଖି ସୌଭାଗ୍ୟ ବତି ଭବ କହିକି ଆଗକୁ ବଢ଼ିଲେ। ଲୋକ ମଧ୍ୟ ତାଙ୍କ ପଛେ ପଛେ ଗଲେ ଓ ଦେଖିଲେ ତାଙ୍କ ପାଦ ଚିହ୍ନ ପଡ଼ିଛି। ସେ କିଛି ବାଟ ମନ୍ଦିର ଆଡ଼କୁ ଆସି ତା ପରେ ଅଦୃଶ୍ୟ ହେଇଗଲେ। ଏହି ଦୃଶ୍ୟ ଦେଖି ଶ୍ରଦ୍ଧାଳୁ ତାଙ୍କ ମନ୍ଦିରକୁ ଆସିବାରେ ଲାଗିଲେ। ସେଠି ଥିବା ଲୋକ ଜୟ ମାତା ଦି ର ଜୟ ଜୟ କାର କରିବାକୁ ଲାଗିଲେ।

Leave a Reply

Your email address will not be published. Required fields are marked *