ଖୋଲିଲା ଦୀପିକାଙ୍କ ପ୍ରେଗ-ନେନ୍ସି ସମୟର ରହସ୍ୟ , ଏସବୁ କହିଲେ ଦିନେଶଙ୍କ ପରିବାର ଲୋକେ :-

ସାରା ଓଡ଼ିଶାରେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ଘ-ଟଣା ହେଉଛି ଦିନେଶ ଦୀପିକା ମାମ-ଲା । ଯେଉଁଠି ଦୀପିକା ନିଜର ଏବଂ ନିଜ ପୁଅକୁ ନ୍ୟା-ୟ ଦେବାକୁ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଏବଂ ଦିନେଶଙ୍କ ପରିବାରକୁ ତାଙ୍କୁ ବୋହୂ ଭାବରେ ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି । ମାତ୍ର ଦୀର୍ଘ ଦିନ ଦିନେଶ ଜନସାଧାରଣ ନଜର ଠାରୁ ଦୂରରେ ରହିବା ପରେ ହଠାତ ଆସି ନିଜର ମତ ରଖିଥିଲେ । ସେହିଠାରୁ ମାମ-ଲା ଉପରେ କିଏ ସତ କହୁଛି କିଏ ମି-ଛ କହୁଛି ତାହା ନିର୍ଣ୍ଣୟ କରିବା ସମ୍ଭବ ପର ହେଉନାହିଁ । ଦିନେଶଙ୍କ ମା ମଧ୍ୟ ମଝିରେ ପୁଅ ସପକ୍ଷରେ କହି ଦୀପିକାଙ୍କ ଉପରେ ଅଭି-ଯୋଗ ଆଣିଥିଲେ ।

ଆଉ ବର୍ତ୍ତମାନ ଦୀପିକା ନିଜ ପ୍ରେଗ-ନେନ୍ସି ସମୟର ଏକ ରହସ୍ୟ ବିଷୟରେ କହିଛନ୍ତି । ଯାହାର ଏକ କଲ ରେ-କର୍ଡ଼ିଂ ସମସ୍ତଙ୍କ ସାମ୍ନାକୁ ଆସିଛି । ଦୀପିକା କହିଛନ୍ତି ଯେ ୨ ବର୍ଷ ତଳେ ଯେତେବେଳେ ତାଙ୍କ ପିରି-ୟଡ଼ ହେବାରେ ବିଳମ୍ବ ହୋଇଥିଲା ସେତେବେଳେ ତାଙ୍କ ମନକୁ ପ୍ରେଗ-ନେଣ୍ଟ ଥିବା ସ-ନ୍ଦେହ ଆସିଥିଲା । ଯେହେତୁ ସେ ଥରେ ନୁହେଁ ବରଂ ବାରମ୍ବାର ଦିନେଶଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖି ଆସୁଥିଲେ ତେଣୁ ସେ ଏହା ଭାବିବା ସ୍ୱାଭାବିକ ଥିଲା ଯେ ସେ ପ୍ରେଗ-ନେଣ୍ଟ ହୋଇ ପାରନ୍ତି । ତେଣୁ ସେ ଏହି ସମ୍ବନ୍ଧରେ ଦିନେଶଙ୍କୁ ଜଣାଇ ଥିଲେ । ଦିନେଶ ମଧ୍ୟ ଭୟରେ ପ୍ରେଗ-ନେନ୍ସି ଟେଷ୍ଟ କିଟ ଆଣି ଦୀପିକାଙ୍କୁ ଦେଇଥିଲେ । ଦୀପିକା ସେ ବିଷୟରେ କିଛିବି ଜାଣି ନଥିବାରୁ ଟେଷ୍ଟ କରିବାରେ ଅସମର୍ଥ ହୋଇଥିଲେ ।

ମାତ୍ର ସେ ଗର୍ଭବତୀ ଥିବା ନିଶ୍ଚିତ ଥିବାରୁ ଦିନେଶଙ୍କୁ କୋର୍ଟ ମ୍ୟାରେଜ ପାଇଁ କହିଥିଲେ । ଆଉ ଯେଉଁ କାରଣରୁ ଦିନେଶ ଦୀପିକାଙ୍କ ଦୋକାନ ଭଙ୍ଗା ରୁଜା କରିଥିଲେ । ଏହି ମାମ-ଲା ଘ-ଟିବା ଦିନ ହିଁ ଦୀପିକା ଦିନେଶଙ୍କ ଘରକୁ ଯାଇଥିଲେ ମାତ୍ର ସେଠାରେ ତାଙ୍କ ଆବର୍ସନ୍ ପାଇଁ ଦିନେଶ ଏବଂ ଦିନେଶଙ୍କ ମା କହିଥିଲେ । ସେଠାରୁ ଫେରି ଆସିବା ପରେ ଦିନେଶଙ୍କ ବାପା , ଦିନେଶ ଏବଂ ଜଣେ ଦୋକାନ କର୍ମଚାରୀ ତାଙ୍କ ଘରକୁ ଆସି ୫ ରୁ ୭ ଲକ୍ଷ ଟଙ୍କା ଦେଇ କମ୍ପ୍ରମାଇଜ କରିବାକୁ ଚାହିଁଥିଲେ । ମାତ୍ର ଦୀପିକା ଆବର୍ସନ୍ କରିବାକୁ ପୁରା ରୋକଠୋକ ମନା କରି ଦେଇଥିଲେ ।

ଏମିତିକି ଦୀପିକା ଏବଂ ତାଙ୍କ ମାଙ୍କୁ ଦିନେଶଙ୍କ ବାପା ଧ-ମକ ମଧ୍ୟ ଦେଇଥିଲେ । ଯାହାକୁ ଆଧାର କରି ଦୀପିକା ମହିଳା ଥା-ନାରେ କେସ ଦେବାକୁ ଯାଇଥିଲେ ବିବାହ ହୋଇ ନଥିବାରୁ ଟାଉନ ଥା-ନାରେ ଅଭି-ଯୋଗ କରିବାକୁ ପଡ଼ିଥିଲା । ତଥାପି ଦିନେଶଙ୍କ ପରିବାର ତାଙ୍କୁ ଗ୍ରହଣ କରିବାକୁ ମନା କରିଥିଲେ । ପରେ ଡାକ୍ତରୀ ପରୀକ୍ଷା ପରେ ଦୀପିକା ଏକ ମାସର ଗର୍ଭ-ବତୀ ଥିବା ସ୍ପଷ୍ଟ ହୋଇଥିଲା । ଯାହା ବର୍ତ୍ତମାନ ଦୀପିକା ସମ୍ପୂର୍ଣ୍ଣ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *