ଟେଲି ଅଭିନେତ୍ରୀ ରଶ୍ମିରେଖା ଆ-ତ୍ମହ-ତ୍ୟା ମାମ-ଲାରେ କହିଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ” ଏଇ ମାସରେ କୋର୍ଟ ମ୍ୟାରେଜ କରିଥାନ୍ତୁ କିନ୍ତୁ ସେ ……

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆ-ତ୍ମହ-ତ୍ୟା ମାମ-ଲାକୁ ବର୍ତ୍ତମାନ ଅନେକ ଦିନ ବିତିଗଲାଣି । କିନ୍ତୁ ଆ-ତ୍ମହ-ତ୍ୟାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏପଟେ ରଶ୍ମିରେଖାଙ୍କ ବାପା ସନ୍ତୋଷ ପାତ୍ର ନାମରେ ରଶ୍ମିରେଖାଙ୍କୁ ହ-ତ୍ୟା କରିଥିବା ଅଭି-ଯୋଗ ଆଣିଛନ୍ତି । କିନ୍ତୁ ଗତକାଲି ସନ୍ତୋଷ ପାତ୍ର ଏହାକୁ ନେଇ ମୁଁହ ଖୋଲିଛନ୍ତି । ଗତ କିଛି ଦିନ ତଳେ ରଶ୍ମିରେଖା ଶଙ୍ଖା ସିନ୍ଦୁର ଏବଂ ସନ୍ତୋଷଙ୍କ ସହିତ ଗୋଟିଏ ଘରେ ରହୁଥିବା କଥାକୁ ନେଇ ପ୍ରକାଶ ପାଇଥିଲା ଯେ ଦୁହେଁ ମ୍ୟାରେଜ କରିଥିଲେ ।

ମାତ୍ର ବର୍ତ୍ତମାନ ସମୟରେ ସନ୍ତୋଷ ପାତ୍ର ଏହି କଥାକୁ ପୁରାପୁରି ମନା କରିଛନ୍ତି । ରଶ୍ମିରେଖା ଏବଂ ତାଙ୍କର ବିବାହକୁ ନେଇ ଉଠିଥିବା କଥାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ରଶ୍ମିରେଖାଙ୍କୁ ସେ ବିବାହ କରି ନଥିଲେ । ମାତ୍ର ଏଇ ମାସ ହିଁ ଦୁହେଁ କୋର୍ଟ ମ୍ୟାରେଜ କରିବାର ଥିଲା । ଉଭୟଙ୍କ ମଧ୍ୟରେ ଥିବା ସମ୍ପ-ର୍କକୁ ନେଇ ସନ୍ତୋଷ କହିଛନ୍ତି ଯେ , ଉଭୟେ ସାଥିରେ ଖୁବ ଖୁସିରେ ଥିଲେ । ଏଇ ମାସ ବିବାହ କରିଥାନ୍ତେ । କିନ୍ତୁ ଏତେ ଖୁସିରେ ରହୁଥିବା ଝିଅ କିପରି ଆ-ତ୍ମହ-ତ୍ୟା କଲା ତାହାକୁ ନେଇ ନିଜେ ସନ୍ତୋଷ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ସହଜରେ ଏହାକୁ ବିଶ୍ୱାସ କରିପାରି ନାହାଁନ୍ତି ।

ସନ୍ତୋଷ ଗତ ୧୭ ତାରିଖ ରାତିରେ ରଶ୍ମିରେଖାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ । ମାତ୍ର ୧୮ ତାରିଖ କଲ କରିବା ସତ୍ତ୍ୱେବି ରଶ୍ମିରେଖା ଉଠାଇ ନଥିଲେ । ତେଣୁ ସେ ବାଧ୍ୟ ହୋଇ ଘର ମାଲିକକୁ କଲ କରିବା ପରେ ସ୍ତ୍ରୀର ଆ-ତ୍ମହ-ତ୍ୟା ମା-ମ-ଲା ବିଷୟରେ ଜାଣିବାକୁ ପାଇଥିଲେ ଏବଂ ରଶ୍ମିରେଖାଙ୍କ ଘରକୁ କଲ କରି ମଧ୍ୟ ଜଣାଇଥିଲେ । କିନ୍ତୁ ମା-ମ-ଲା ପରେ ବର୍ତ୍ତମାନ ରଶ୍ମିରେଖାଙ୍କ ପରିବାର ଲୋକଙ୍କ ଆଙ୍ଗୁଠି ସନ୍ତୋଷଙ୍କ ଦିଗରେ ଉଠିଛି ।

ସନ୍ତୋଷ ପାତ୍ର ଏଥିପାଇଁ ରଶ୍ମିରେଖାଙ୍କ ପୂର୍ବ ପ୍ରେମିକ ରାଜାଙ୍କୁ ଦାୟୀ କରିଛନ୍ତି । ତାଙ୍କ ଅନୁସାରେ ସେ ପୂର୍ବରୁ ରାଜା ଏବଂ ରଶ୍ମିରେଖାଙ୍କ ସମ୍ପର୍କ ଥିବା ଜାଣିଥିଲେ ମାତ୍ର ଏତେ ବିଶେଷ କିଛିବି ଜାଣି ନଥିଲେ । ମାତ୍ର ରଶ୍ମିରେଖାଙ୍କ ପାଖରେ ରହି ତାଙ୍କ ମନରେ କଣ ଚାଲିଥିଲା ତାହା ଜାଣି ପାରି ନଥିଲେ । ଯାହା ସତରେ ଦୁଃ-ଖଦା-ୟକ । ତେଣୁ ବର୍ତ୍ତମାନ ପୋ-ଲି-ସର ତ-ଦ-ନ୍ତ ପରେ ଯାଇ ରଶ୍ମିରେଖାଙ୍କ ମୃ-ତ୍ୟୁ ହ-ତ୍ୟା ନା ଆ-ତ୍ମହ-ତ୍ୟା , କିଏ ତାଙ୍କର ହ-ତ୍ୟା କରିଛି ।, କିମ୍ବା କେଉଁ କାରଣରୁ ସେ ଆ-ତ୍ମହ-ତ୍ୟା କରିଛନ୍ତି ଏବଂ କାହା ପାଇଁ କରିଛନ୍ତି , ଏସବୁ ବିଷୟରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *