ପଣସ ନେଲା ଜୀବନ:- ଖରାପ ପଣସ ବିକ୍ରି କରୁଥିବା ଦୋକାନୀର ହ-ତ୍ୟା କଲା ଗ୍ରାହକ। ଦେଖନ୍ତୁ ଏହା ପରର ଦୃ-ଶ୍ୟ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳେ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ତେବେ ଖରାପ ପଣସ ବିକ୍ରି କରିବାରୁ ଗ୍ରାହକ ଦୋକାନୀର ଜୀବନ ନେଇଗଲା।

କୁହାଯାଏ ଗ୍ରାହକ ଭଗବାନ ସମାନ ହୋଇଥାନ୍ତି। ଆମେ ଯଦି ଗ୍ରାହକଙ୍କ ସହ ଭଲ ବ୍ୟବହାର କରିବା ତେବେ ତାହା ବଦଳରେ ଭଗବାନ ଆମ ପାଇଁ ସାହା ହେବେ ବୋଲି କୁହାଯାଏ। କଥାରେ ଅଛି ଭଲ ଜିନିଷ ବିକ୍ରି କଲେ ଭଲ ଫଳ ପାଇବ। ଏଠାରେ ଜଣେ ଦୋକାନୀ ଖରାପ ପଣସ ବିକ୍ରି କରିବାରୁ ଗ୍ରାହକ ଜଣକ ଅତି ନି-ର୍ମ-ମ ଭାବେ ଦୋକାନୀର ହ-ତ୍ୟା କରିଛି।

ଏଭଳି ଅଭା-ବନୀୟ ଘ-ଟଣା ଉତ୍ତର ପ୍ରଦେଶର ଗାଜିଆବାଦରେ ଦେଖିବାକୁ ମିଳିଛି। ତେବେ ଆପଣମାନେ ଜାଣିଛନ୍ତି ଯେ ଅନେକ ସମୟରେ ଦୋକାନୀ ମାନେ ଗ୍ରାହକଙ୍କୁ ଠ-କିବାକୁ ଚେଷ୍ଟା କରନ୍ତି। ଅତି ନିମ୍ନ ମାନର ଜିନିଷ ଦେଇ ଚଢା ଦରର ମୂଲ୍ୟ ନେଇଥାନ୍ତି। ତେବେ ଏଠାରେ ମଧ୍ୟ କିଛି ସେହିଭଳି ଘ-ଟିଥିଲା। ଦୋକାନୀ ଜଣକ ପଚା ପଣସ ଗ୍ରାହକଙ୍କୁ ବିକ୍ରି କରି ଦେଇଥିଲେ। ତେବେ ଘରକୁ ଯାଇ ଯେତେବେଳେ ବ୍ୟକ୍ତି ଜଣକ ଜାଣିଲେ କି ଏହା ଏକ ଖରାପ ପଣସ ବୋଲି କ୍ରୋ-ଧରେ ଉ-ତ୍ତ୍ୟକ୍ତ ହୋଇପଡିଲେ ଏବଂ ଦୋକାନକୁ ଆସି ଦୋକାନୀଙ୍କୁ ହ-ତ୍ୟା କରିଛନ୍ତି।

ସୂଚନା ଅନୁସାରେ, କବି ନଗର ଥା-ନା ଅନ୍ତର୍ଗତ ମେରଟା ଗ୍ରାମରେ ରହୁଥିବା ଅନୀଲ ଙ୍କ ସହ ଏଭଳି ଅଘ-ଟଣ ଘ-ଟିଛି। ଅନୀଲ ଜଣେ ପରିବା ବ୍ୟବସାୟୀ ଅଟନ୍ତି। ତେବେ ଗତ ୨୩ ଜୁନରେ ଜଣେ ବ୍ୟକ୍ତି ଆସି ଅନୀଲଙ୍କ ଠାରୁ ଏକ ପଣସ କିଣି ନେଇଥିଲେ। ତେବେ ପଣସ ଘରକୁ ନେବା ପରେ ପଣସ ଖରାପ ପଡିଲା ବୋଲି ଜାଣିବାକୁ ପାଇଲେ। ଏହାପରେ ପଣସକୁ ସାଙ୍ଗରେ ଦୋକାନକୁ ଫେରାଇବାକୁ ନେଇ ଆସିଥିଲେ। ଏହା ଭିତରେ ଗ୍ରାହକ ଓ ଦୋକାନୀ ମଧ୍ୟ ଜୋରରେ ପାଟି ତୁ-ଣ୍ଡ ହୋଇଥିଲା।

ତେବେ ଗ୍ରାହକ ଜଣକ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦୋକାନରେ ଥିବା ଏଲିଡି ଷ୍ଟାଣ୍ଡକୁ ଧରି ଦୋକାନୀଙ୍କ ମୁଣ୍ଡକୁ ଶ-କ୍ତ ଆ-ଘା-ତ ଦେଇଥିଲେ। ଯାହାଫଳରେ ଘଟ-ଣାସ୍ଥ-ଳରେ ଅନୀଲ ଙ୍କ ମୃ-ତ୍ୟୁ ଘଟିଥିଲା। ତେବେ ଏହାକୁ ନେଇ ଅନୀଲଙ୍କ ପୁଅ ଗ୍ରାହକଙ୍କ ବିରୁ-ଦ୍ଧରେ ପୋ-ଲି-ସରେ ଅଭି-ଯୋଗ ଆଣିଲେ। ବର୍ତ୍ତମାନ ପୋ-ଲି-ସ ଗ୍ରାହକଙ୍କୁ ଗି-ର-ଫ କରିବା ସହ ତ-ଦ-ନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *