“ଆଉ ସମ୍ଭାଳି ହେଉନି ମୋର ମା-ରିବା ବେଳ ପଳେଇ ଆସିଲାଣି” ଆଠ ବର୍ଷର ପୁଅକୁ ଛାଡି ଅନ୍ୟ ବିବାହିତ ପୁରୁଷ ସହ ଫେ-ରାର ହେଲା ମାଆ। ଦେଖନ୍ତୁ କଣ କହିଲା ବାପା।

ଆଉ ସମ୍ଭାଳି ହେଉନି, ମୁଁ ଆଉ ବଞ୍ଚିବି ନାହିଁ। ଏହି ବେଦନା ଏକ ସ୍ୱାମୀ ଓ ବାପାର ଅଟେ। ସ୍ୱାମୀ ଯିଏକି ନିଜ ସ୍ତ୍ରୀକୁ ହରେଇ ଦୁଃ-ଖରେ ଥିବା ସମୟରେ ପୁଅ ମଧ୍ୟ ପାଖରେ ନାହିଁ। ସ୍ତ୍ରୀ ସ୍ୱାମୀକୁ ଏକୁଟିଆ କରି ଅନ୍ୟ ବିବାହିତ ପୁରୁଷ ସହ ଫେ-ରାର ହୋଇଛି। ତେବେ ବିଶେଷ କଥା ହେଉଛି ସ୍ତ୍ରୀ ଫେ-ରାର ହୋଇଥିବା ପୁରୁଷ ମଧ୍ୟ ଜଣେ ବିବାହିତ ଅଟନ୍ତି। ସ୍ତ୍ରୀ ଫେରାର ଖବର ପାଇ ସ୍ୱାମୀ ଛାତି ଫଟେଇ କା-ନ୍ଦୁଛି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କ-ଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଏକୁଟିଆ ଛାଡି ଯାଇ ପ୍ରେମିକ ସହ ଚାଲି ଯାଇଛି ସ୍ତ୍ରୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପ-ର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ତେବେ ଏଭଳି ଘ-ଟଣା ବ୍ରହ୍ମପୁର ଜିଲ୍ଲା ରେଶମା ବ୍ଲକ ବାମଦେଇ ପୁର ଗ୍ରାମପଞ୍ଚାୟତରେ ଘଟିଛି। ମହିଳା ଜଣକ ନିଜ ଜନ୍ମ କଲା ୮ ବର୍ଷର ଛୁଆ ଏବଂ ସ୍ୱାମୀକୁ ଛାଡି ଦେଇ ଅନ୍ୟ ବିବାହିତ ପୁରୁଷ ସହ ଫେ-ରାର ହୋଇଯାଇଛି। ତେବେ ବିଶେଷ କଥା ହେଉଛି ଏହି ସମସ୍ତ ଘ-ଟଣା ମହିଳାଙ୍କ ପୁଅ ଆଗରେ ଘଟିଛି। ପୁଅ ନିଜ ସ୍ବ ଚକ୍ଷୁ ରେ ମାଆକୁ ଆଉ କାହା ସହ ବସି ଫେ-ରାର ହୋଇଯିବା ଦୃ-ଶ୍ୟ ଦେଖିଛି।

ତେବେ ପୁଅ ଦେଖିଥିବା ଦୃ-ଶ୍ୟ ଆସି ବାପା ଆଗରେ କହିଥିଲା ଏବଂ ଏହା ଶୁଣିବା ପରେ ବାପା ସହି ପାରି ନଥିଲା ଏବଂ ସେ ନିଜ ଦୁଃ-ଖ କଥା ଭିଡ଼ିଓ ଜରିଆରେ କହିବାକୁ ଲାଗିଲା। ଗୌରୀ ଶଙ୍କର ପଣ୍ଡା ନାମକ ବ୍ୟକ୍ତି ଜଣକ ୨୦୧୩ ମସିହାରେ ସୁନନ୍ଦା ନାମକ ମହିଳାଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଦୁହିଁଙ୍କ ବୈବାହିକ ଜୀବନ ଏତେ ଭଲ ନଥିଲା। ସ୍ୱାମୀ କହିବାନୁଯାୟୀ ସେ ସର୍ବଦା ଶାଶୁ ନଜରରେ ରହୁଥିଲେ। ଶାଶୁ ସର୍ବଦା ତାଙ୍କୁ ଗୋଡେ ଗୋଡେ ଜଗୁ ଥିଲେ। ସ୍ତ୍ରୀକୁ ପ୍ରେମ କରିବା ପାଇଁ ଶାଶୁ ଦେଉ ନଥିଲେ।

ତେବେ ମୁଁ ଯେତେବେଳେ ଶାଶୁଠାରୁ ଦୂରରେ ରହିବାକୁ ଚେଷ୍ଟା କରେ ମୋ ସ୍ତ୍ରୀ ମଧ୍ୟ ମୋ ଠାରୁ ଦୂରେଇ ରହେ। ଏହା ସେ ଦୁଇ ମାଆ ଓ ଝିଅଙ୍କ ଯୋଜନା ଥିଲା। ବିବାହର ୯ ବର୍ଷ ପୂରି ଯାଇଥିଲେ ମଧ୍ୟ ମୋ ସ୍ତ୍ରୀ ମୋତେ ସ୍ତ୍ରୀର ଭଲ ପାଇବା ଦେଇ ନାହିଁ। ଆଉ ଆଜି ସେ ମୋତେ ଏକୁଟିଆ ଛାଡି ଦେଇ ଅନ୍ୟ କାହା ସହ ପଳେଇଛି। ସେ ଯାହା ସହ ଯାଇଛି ସେ ମଧ୍ୟ ବିବାହିତ ଅଟେ। ତେବେ ନିଜ ମାଇକିନାକୁ ଛାଡି ମୋ ମାଇକିନାକୁ ନେଇ ପଳେଇଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୁନୀଲ ତ୍ରିପାଠୀ ନାମକ ବ୍ୟକ୍ତି ଜଣକ ଗୌରୀ ଶଙ୍କର ପଣ୍ଡା ନାମକ ସ୍ତ୍ରୀଙ୍କୁ ନେଇ ଫେ-ରାର ହୋଇଯାଇଛି। ଦୁଇ ଜଣ ବର୍ତ୍ତମାନ ସୁରାଟରେ ଥିବା ଖବର ମିଳିଛି। ତେବେ ସ୍ତ୍ରୀକୁ ପାଖରେ ନ ପାଇ ଦୁଃ-ଖରେ ଛାତି ଫଟେଇ ସ୍ୱାମୀ କା-ନ୍ଦୁଛି। କେବଳ ସେତିକି ନୁହେଁ ସ୍ତ୍ରୀ ଫେ-ରାର ହେବା ସମୟରେ ଆଠ ବର୍ଷର ଛୁଆକୁ ମଧ୍ୟ କେଉଁଆଡ଼େ ସାଙ୍ଗରେ ନେଇ ଚାଲି ଯାଇଛି।

Leave a Reply

Your email address will not be published. Required fields are marked *