ଜେ-ଲରୁ ବାହାରିବା ପରେ ସମସ୍ତଙ୍କ କଳାକାର-ନାମା ଆସିବ ସାମ୍ନାକୁ , ଅର୍ଚ୍ଚନା ଏବଂ ଜଗବନ୍ଧୁ କରିବେ ଭିଡିଓ ଭାଇରାଲ

ଅନେକ ଦିନ ହୋଇ ଗଲାନି ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କର ଜା-ମିନ ହୋଇ ପାରୁନାହିଁ । ଦୁହେଁ ଜେ-ଲ ଦ-ଣ୍ଡ ଭୋଗିବାରେ ଲାଗିଛନ୍ତି । ଦୁହେଁ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଜା-ମିନ ମିଳି ପାରିନାହିଁ । ତଥାପି ସେମାନେ ଭା-ଙ୍ଗି ପଡ଼ିନାହାନ୍ତି । ଜା-ମିନ ପାଇବା ପାଇଁ ସେମାନେ ଓକି-ଲଙ୍କ ସହିତ କଥା ହେଉଛନ୍ତି ଆଉ ଆଗକୁ ବି ଚେଷ୍ଟା କରିବେ ବୋଲି କହିଛନ୍ତି । କାରଣ ମୁକ୍ତ ଆକାଶର ବିହଙ୍ଗ ହୋଇ ବୁଲୁଥିବା ସ୍ଵାମୀ ସ୍ତ୍ରୀ ଆଉ କେତେ ଦିନ ଜେ-ଲରେ ରହିବେ ।

ଆଉ ସେମାନଙ୍କୁ ଏ ଜେ-ଲ ପରିବେଶ ଭଲ ଲାଗୁନାହିଁ କି ଭଲ ଲାଗୁନି ଜେ-ଲର ଖାଦ୍ୟ । ତେବେ ସୂଚନା ଅନୁଯାୟୀ , ଜେ-ଲର ନିୟମ ଅନୁଯାୟୀ , ପ୍ରତି ସପ୍ତାହର ଶେଷ ଦିନ ସ୍ଵାମୀ ସ୍ତ୍ରୀ ଦେଖା କରିବେ । ତେଣୁ ଗତକାଲି ଅର୍ଚ୍ଚନା ଏବଂ ଜଗବନ୍ଧୁ ଭେଟ ହୋଇଥିବା କଥା ସାମ୍ନାକୁ ଆସିଛି। ତେବେ ଦୁହେଁ ଭେଟ ହେବା ପରେ କେଉଁ ବିଷୟରେ କଥା ହୋଇଥିବେ ସେହି ବିଷୟରେ ବର୍ତ୍ତମାନ ସମସ୍ତେ କଳ୍ପନା ଜଳ୍ପନା କରିବାରେ ଲାଗିଛନ୍ତି । ତେବେ ଅନୁମାନ କରାଯାଉଛି ସେ ଜେଲରୁ ବାହାରିବା ନେଇ ସେମାନେ କଥା ହୋଇଥିବେ ।

ଅର୍ଚ୍ଚନାଙ୍କୁ ଜଗବନ୍ଧୁ କହିଥିବେ କି , ବ୍ୟସ୍ତ ହେବାର କିଛି ଦରକାର ନାହିଁ କାରଣ ତଳ କୋର୍ଟର ଜା-ମିନ ନ ମିଳିଲେ ମଧ୍ୟ ଉପର କୋର୍ଟରେ ନିହାତି ଭାବରେ ମିଳିଯିବ । ତେଣୁ ସେ ଚେଷ୍ଟା ଚଳାଇଛନ୍ତି । ନିଶ୍ଚିତ ଭାବରେ ସେମାନଙ୍କୁ ଜା-ମିନ ମିଳିବ । ଅନ୍ୟ ପକ୍ଷରେ କୁହାଯାଉଛି କି , ସେମାନେ ଆହୁରି ମଧ୍ୟ ନିଜ ଶ-ତ୍ରୁ ମାନଙ୍କ ବିଷୟରେ କଥା ହୋଇଥିବେ । ଯେଉଁ ମାନଙ୍କ ପାଇଁ ସେମାନେ ଆଜି ଜେ-ଲ ପଛ ପଟରେ ପହଞ୍ଚି ଗଲେ । ସେମାନଙ୍କୁ ଜେ-ଲରୁ ବାହାରିବା ପରେ ଛାଡ଼ିବେ ନାହିଁ।

ସେମାନଙ୍କର ସମସ୍ତ ଅସଲ ଚେହେରା ଆଉ କିଛି ଦିନ ପରେ ଆସିବ ସାମ୍ନାକୁ । ନେତା ମାନଙ୍କର ଧଳା ପୋଷାକ ପଛରେ ଲୁଚି ରହିଥିବା କଳା ଚେହେରା , ନିର୍ଦ୍ଦେଶକ , ବିଲଡର ଏବଂ ଆଉ ବଡ ବଡ ଲୋକଙ୍କର ସବୁ କଳା କାରନାମା ଆସିବ ସାମ୍ନାକୁ । ଆହୁରି ମଧ୍ୟ ସେମାନଙ୍କର ସମସ୍ତ ଭିଡିଓ ହେବ ଭାଇରାଲ । ତାଙ୍କର ସବୁ ଟଙ୍କା ଜ-ବତ କରାଯିବ । ତାଙ୍କ ଟଙ୍କା ବିଷୟରେ ମଧ୍ୟ ତ-ଦନ୍ତ ଚାଲୁ ରହିବ । ତେବେ ସୂଚନା ଅନୁଯାୟୀ , ଅର୍ଚ୍ଚନା ନାଗ ଗି-ରଫ ହେବାର କିଛି ଦିନ ପରେ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ମଧ୍ୟ ପୋ-ଲିସ ଗି-ରଫ କରି ନେଇଥିଲା ।

Leave a Reply

Your email address will not be published. Required fields are marked *