ଭଉଣୀ ବିଷୟରେ ସମସ୍ତ ଗୋପ-ନୀୟ ତଥ୍ୟ କରୁଥିଲା ଭାଇରାଲ , କଣ ପିନ୍ଧୁଥିଲେ ସେ ସବୁ କରୁଥିଲେ ରେ-କର୍ଡ଼ିଂ

ନିଜର ଟିକିଏ ଲାଭ ପାଇଁ ଆଉ କିଛି ପଇସା ଆଦାୟ କରିବା ପାଇଁ ଆଜିର ସମାଜରେ ମଣିଷ ମାନେ ଏପରି କାମ କରୁଛନ୍ତି , ଯାହା ପ୍ରକୃତରେ ଅନେକ ଲ-ଜ୍ଜାକର ଅଟେ । ଜଣେ ବ୍ୟକ୍ତି କେବଳ ନିଜର କିଛି ଦିନର ଆନନ୍ଦ ପାଇଁ ମହିଳାଙ୍କ ସମସ୍ତ ଗୋପ-ନୀୟ କଥାକୁ କିପରି ଭାଇରାଲ କରୁଛନ୍ତି , ତାହା ବିଷୟରେ ଚର୍ଚ୍ଚା ହେଉଛି । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ଭୁବନେଶ୍ୱରରୁ ସାମ୍ନାକୁ ଆସିଚି । ଜଣେ ବ୍ୟକ୍ତି ବର୍ତ୍ତମାନ ନିଜ ଭଉଣୀଙ୍କ ପାଇଁ ମୁହଁ ଖୋଲିଛନ୍ତି ।

ତେବେ ବ୍ୟକ୍ତିଙ୍କର ଭଉଣୀ ବର୍ତ୍ତମାନ ଏହି ବ୍ଲା-କମେ-ଲର ଶି-କାର ହେବାରୁ ବ୍ୟକ୍ତି ଜଣକ ଥା-ନାରେ ଅଭି-ଯୋଗ କରିଛନ୍ତି । ତେବେ ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ କହିଛନ୍ତି କି , ସମ୍ବିତ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଟଙ୍କା ପାଇଁ ଏପରି କା-ଣ୍ଡ କରିଛନ୍ତି । ନିଜକୁ ସିବିଆଇ ଅଫିସର କହି ସେ ଏହିପରି ହଇ-ରାଣ କରି ଚାଲିଥିଲେ । ତେବେ ସୂଚନା ଅନୁଯାୟୀ , ବ୍ୟକ୍ତିଙ୍କର ଭଉଣୀଙ୍କ କିଛି ପାରିବାରିକ କ-ଳହ ଲାଗି ରହିଥିଲା । ଯେଉଁଥି ପାଇଁ ସେ ପୁରାପୁରି ଭା-ଙ୍ଗି ପଡ଼ିଥିଲେ ।

ତେବେ ଏହି ସମୟରେ ବ୍ୟକ୍ତି ଜଣକ ସମ୍ଭିତଙ୍କ ସଂସ୍ପର୍ଶରେ ଆସିଥିଲେ , ଯିଏ ନିଜକୁ ସିବିଆଇ ଅଫିସରର ପରିଚୟ ଦେଇଥିଲେ । ଆଉ କହିଥିଲେ କି , ତାଙ୍କ ଭଉଣୀଙ୍କ ପାରିବାରିକ କଳହ ସବୁ ସମାଧାନ କରିଦେବେ । ଆଉ ସବୁକିଛି ଠିକ୍ ହୋଇଯିବ । ତେବେ ଏହା ପରେ ସମ୍ବିତ ତାଙ୍କ ପରିବାର ସହିତ ନିବିଡତା ବଢ଼ାଇଥିଲେ । ତାଙ୍କ ଘରକୁ ଯାଇଥିଲେ ଆଉ ମିଶିଥିଲେ । ଆହୁରି ମଧ୍ୟ କହିଥିଲେ ଟଙ୍କାର ଆବଶ୍ୟକତା ହେଲେ ଦେବାକୁ ପଡ଼ିବ ।

ତେବେ ଏହି ବାହାନାରେ ସେ ବ୍ୟକ୍ତିଙ୍କ ଭଉଣୀଙ୍କ ସହିତ କଥା ହୋଇଥିଲେ ଆଉ କହିଥିଲେ କି , ତାଙ୍କ ଠାରୁ କିଛି ସୂଚନା ସେ ଆଦାୟ କରିବେ । ଆଉ ଏହି ବାହାନାରେ ସେ ତାଙ୍କ ଭଉଣୀଙ୍କ ସମସ୍ତ ଗୋପ-ନୀୟ କଥା ଯେପରିକି ଋ-ତୁସ୍ରା-ବ କେବେ ହୋଇଛି ଏବଂ ଅ-ନ୍ତବ-ସ୍ତ୍ରର ସାଇଜ଼ ଆଦି ପଚାରି ବୁଝିଥିଲେ ଆଉ ଏଗୁଡ଼ିକ ରେ-କର୍ଡ କରିଥିଲେ । ତେବେ ପରେ ତାଙ୍କ ଭାଇଙ୍କ ନିକଟକୁ ପଠାଇ ଏଗୁଡ଼ିକ ଭାଇରାଲ କରିଦେବେ ବୋଲି କହି ଟଙ୍କା ମାଗିଥିଲେ ଆଉ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରିଥିଲେ । ତେବେ ବର୍ତ୍ତମାନ ବ୍ୟକ୍ତି ଜଣକ ଅସହାୟ ହୋଇ ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *