ପୁଣିଥରେ ହନିଟ୍ରାପ ମାମ-ଲାରେ ଆଉ ଜଣେ ସୁନ୍ଦରୀ , ସ୍ଵାମୀ ସହ ମିଶି ଲୁ-ଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା

ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନ୍ଦରୀ ମାନଙ୍କର କଳା କାରନାମା । ସ୍ଵାମୀ ଥାଉ ଥାଉ ଆଉ ଜଣଙ୍କୁ ନିଜ ଆଡ଼କୁ ଆକର୍ଷତ କରୁଛନ୍ତି ଆଉ ତାଙ୍କ ସହିତ ରାତି କଟାଇ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗଙ୍କୁ ଆପଣ ସମସ୍ତେ ଜାଣି ସାରିଥିବେ । ଯାହାଙ୍କ ମାମଲା ବର୍ତ୍ତମାନ ମଧ୍ୟ ଚାଲିଛି । ସମସ୍ତେ ଶେଷରେ ପରିଣାମ କଣ ହେଉଛି , ଦେଖିବା ପାଇଁ ଅନାଇ ବସିଛନ୍ତି । ଆଉ ଇଡି ମଧ୍ୟ ଅର୍ଚ୍ଚନା ଆଉ ତାଙ୍କ ସ୍ବାମୀଙ୍କୁ ପଚ-ରାଉ-ଚରା କରିବାରେ ଲାଗିଛି।

ତେବେ ଏହାରି ମଧ୍ୟରେ ଆଉ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ସେ ଓଡ଼ିଶାର ନୁହେଁ , ସେ ଦିଲ୍ଲୀର ଅଟନ୍ତି । ଏହି ପରି ହନିଟ୍ରାପ ମାମ-ଲାରେ ମଧ୍ୟ ସେ ବଡ ବଡ ଲୋକଙ୍କୁ ଫ-ସାଇ ତାଙ୍କ ଠାରୁ ଟଙ୍କା ଲୁ-ଟି ଚାଲିଥିଲେ । ତେବେ ସେହି ମହିଳା ଜଣକ ନିଜ ସ୍ବାମୀଙ୍କୁ ମଧ୍ୟ ଏଥିରେ ସାମିଲ କରି ରଖିଥିଲେ ଆଉ ଦୁହେଁ ମିଶି ଭଲ ଟଙ୍କା ରୋଜଗାର କରି ନେଉଥିଲେ । ଅନ୍ୟ ପକ୍ଷରେ କହିବାକୁ ଗଲେ , ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ସେ ଜଣେ ଚର୍ଚ୍ଚିତ ଚେହେରା । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ନାମ୍ରା କଦିର ।

ନିଜ ସୁନ୍ଦରତା ବଳରେ ସେ ସମସ୍ତଙ୍କୁ ଆକର୍ଷିତ କରି ରଖିଛନ୍ତି । ଅନେକ ସମୟରେ ୟୁଟ୍ୟୁବରେ ସେ ମଜାଳିଆ ଭିଡିଓ ନିଜ ସ୍ଵାମୀଙ୍କ ସହିତ ମିଶି ତିଆରି କରିଥାନ୍ତି । ଆଉ ଲୋକ ମାନେ ମଧ୍ୟ ତାଙ୍କ ଭିଡିଓକୁ ଅନେକ ଭଲ ପାଇବା ଦେଇଥାନ୍ତି । ୟୁଟ୍ୟୁବରେ ତାଙ୍କର ୬ ଲକ୍ଷ ରୁ ଅଧିକ ଫୋଲୋଅର ଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କର ୩ ଲକ୍ଷରୁ ଅଧିକ ଫୋଲୋଅର ରହିଛନ୍ତି । ଅନେକ ନୂଆ ନୂଆ ଭିଡିଓ ସହିତ ସେମାନେ ଲୋକ ମାନଙ୍କୁ ହସାଇ ଥାଆନ୍ତି । ତେବେ ଏହାରି ମଧ୍ୟରେ ତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।

ଦିଲ୍ଲୀ ପୋ-ଲିସ ତାଙ୍କୁ ଗତକାଲି ଗି-ରଫ କରି ନେଇଥିବା କଥା ଜଣା ପଡ଼ିଛି । ସୂଚନା ଅନୁଯାୟୀ , ନାମ୍ରା ଜଣେ ଧନୀ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ ଆଉ ତାଙ୍କ ସହିତ ଗୋଟିଏ ରାତି ମଧ୍ୟ କଟାଇ ଥିଲେ । ଏଥିରେ ତାଙ୍କର ସାଥ ତାଙ୍କ ସ୍ଵାମୀ ଦେଇଥିଲେ । ତେବେ ରାତି କଟାଇବା ପରେ ସେ ସେହି ବ୍ୟବସାୟୀଙ୍କ ନାମରେ ଦୁ-ଷ୍କର୍ମ ମାମ-ଲା ଆଣିବେ ବୋଲି କହି ୮୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ବ୍ୟବସାୟୀ ଜଣକ ହାର ମାନି ନଥିଲେ କି ଭ-ୟ କରି ନଥିଲେ । ଥା-ନାରେ ଯାଇ ସେ ନାମ୍ରାଙ୍କ ନାମରେ ଅଭି-ଯୋଗ ଆଣିଥିଲେ । ତେବେ ପୋ-ଲିସ ନାମ୍ରାଙ୍କୁ ଗି-ରଫ କରି ନେଇଛି।

Leave a Reply

Your email address will not be published. Required fields are marked *