ଦଶମ ଶ୍ରେଣୀରୁ ହିଁ ପୁଅଙ୍କ ସହିତ ସ-ମ୍ବନ୍ଧ ବନାଇବାରେ ଲାଗିଥିଲେ ଆଲିୟା ଭଟ୍ଟ , କହିଲେ ଜଣେ ପୁଅ ଦୁଇ ବର୍ଷ ପର୍ଯ୍ୟନ୍ତ ମୋତେ …

ଆଲିୟା ଭଟ୍ଟ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଟପ ଅଭିନେତ୍ରୀଙ୍କ ମଧ୍ୟରେ ରହିଛନ୍ତି । ଆଲିୟା ନିଜ ଫିଲ୍ମ କ୍ୟାରିଅରର ପ୍ରାରମ୍ଭ ୨୦୧୨ ମସିହାରେ କରଣ ଜୌହରଙ୍କ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ ଦ ଇୟର ‘ ରୁ କରିଥିଲେ । ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ତାଙ୍କୁ ୧୦ ବର୍ଷ ହୋଇଗଲାଣି । ଏହି ୧୦ ବର୍ଷ ମଧ୍ୟରେ ଆଲିୟା ନିଜ ଅଭିନୟରେ ମଧ୍ୟ ଜବ-ରଦସ୍ତ ପରିବର୍ତ୍ତନ ଆଣିଛନ୍ତି । କେବଳ ତାଙ୍କ ଅଭିନୟରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି ।

କୌଣସି ଏକ ସମୟରେ ଆଲିୟା ଖୁବ ଶାନ୍ତ ଏବଂ ସୁନ୍ଦର ଦେଖା ଯାଉଥିଲେ । କିନ୍ତୁ ବର୍ତ୍ତମାନ ସେ ଜଣେ ସ୍ତ୍ରୀ ଏବଂ ବହୁତ ଜଲଦି ମା ହେବାକୁ ଯାଉଛନ୍ତି । କହିରଖୁଛୁ ଯେ ସେ ଏହି ବର୍ଷ ଏପ୍ରିଲ ୧୪ ରେ ବୋଲିଉଡ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଛନ୍ତି । ବିବାହର ୩ ମାସ ପରେ ହିଁ ସେ ନିଜ ଗର୍ଭ-ବତୀ ଥିବା ଖବର ସମସ୍ତଙ୍କୁ ଜଣାଇଥିଲେ । ନିକଟରେ ହିଁ ଦୁହେଁ ଇଟାଲୀରୁ ନିଜର ବେବୀମୋନ ମନାଇ ଫେରିଛନ୍ତି ।

୧୫ ବର୍ଷ ବୟସରେ ହିଁ ପୁଅଙ୍କ ସହିତ ଆଲିୟାଙ୍କର ଥିବା ସ-ମ୍ବନ୍ଧ :-

ରଣବୀରଙ୍କ ପୂର୍ବରୁ ଆଲିୟାଙ୍କ ଜୀବନରେ ଅନେକ ପୁଅ ଆସିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ଜଣେ ବୟଫ୍ରେଣ୍ଡ ବିଷୟରେ କହିବାକୁ ଯାଉଛୁ ଯିଏକି ଆଲିୟାଙ୍କୁ ୧୫ ବର୍ଷ ହୋଇଥିବା ସମୟରେ ହିଁ ଥିଲେ । ଆଲିୟା ଏବଂ ସେହି ପୁଅର ସମ୍ପ-ର୍କ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ଥିଲା । ତାପରେ ପୁଅ ନିଜେ ହିଁ ଆଲିୟାକୁ ଛାଡ଼ି ଦେଇଥିଲା ।

ବାସ୍ତବରେ ଆଲିୟା ନିଜ ରିଲେ-ଶନଶି-ପର ଖୁଲାସା ୨୦୧୨ ରେ କରଣ ଜୌହରଙ୍କ ଚେଟ ଶୋ ‘ କଫି ବିଥ କରଣ ‘ ରେ କରିଥିଲେ । ସେତେବେଳେ ଆଲିୟା ନିଜ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ ଦ ଇୟର ‘ କୁ ପ୍ରମୋଟ କରିବା ପାଇଁ ମଧ୍ୟ ଆସିଥିଲେ । ଆଲିୟା ଏହି ଚେଟ ଶୋରେ କରଣଙ୍କୁ କହିଥିଲେ ଯେ ତାଙ୍କର ପୂର୍ବ ବୟଫ୍ରେଣ୍ଡ ଷଷ୍ଠ ଶ୍ରେଣୀରୁ ହୋଇଥିଲା । ଆଉ ଯେତେବେଳେ ସେ ଦଶମକୁ ଆସିଲେ ସେତେବେଳେ ହିଁ ତାଙ୍କର ଅଫିସିୟଲ ବୟଫ୍ରେଣ୍ଡ ହୋଇଥିଲା । ସେହି ବୟଫ୍ରେଣ୍ଡ ସହିତ ସେ ସିରିୟସ ରିଲେ-ଶନଶି-ପରେ ଥିଲେ ।

ଏମିତି ଆରମ୍ଭ ହୋଇଥିଲା ରଣବୀର ଏବଂ ଆଲିୟାଙ୍କ କାହାଣୀ :-

ଆଲିୟାଙ୍କ ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । କହିରଖୁଛୁ ଯେ ନିଜ ଫିଲ୍ମ କ୍ୟାରିଅରରେ ଆଲିୟାଙ୍କ ନାମ ସିଦ୍ଧାର୍ଥ ମାଲହୋତ୍ର ଏବଂ ବରୁଣ ଧବନଙ୍କ ସହିତ ମଧ୍ୟ ଯୋଡ଼ିଥିଲା । କିନ୍ତୁ କେହିବି ଏହା ଭାବି ନଥିଲେ ଯେ ଆଲିୟାଙ୍କ ଜୀବନସାଥୀ ରଣବୀର ହେବେ ବୋଲି । ତାଙ୍କ ସମ୍ପ-ର୍କ ଆଧିକାରିକ ହେବା ମାତ୍ରେ ହିଁ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମାତ୍ର ଦୁହେଁ ଖୁବ ଖୁସି ଥିଲେ ।

ଆଲିୟା ଏବଂ ରଣବୀରଙ୍କ ଲୋଭ ଷ୍ଟୋରି ମଧ୍ୟ ବ୍ରହ୍ମାସ୍ତ୍ର ଫିଲ୍ମ ଶୁଟିଂ ସମୟରେ ଆରମ୍ଭ ହୋଇଥିଲା । ୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଆଲିୟା ଏବଂ ରଣବୀରଙ୍କୁ ଖୁବ ନିକଟତର କରିଥିଲା । ଏମିତିକି ଦୁହେଁ ବିବାହ କରି ସାଥିରେ ରହିବାକୁ ନିଷ୍ପତ୍ତି ମଧ୍ୟ ନେଇଗଲେ । ବର୍ତ୍ତମାନ ଦୁହେଁ ବିବାହ ପରେ ଏକ ସନ୍ତାନର ବାପା ମା ହେବାକୁ ମଧ୍ୟ ଯାଉଛନ୍ତି ।

କହିରଖୁଛୁ ଯେ ବ୍ରହ୍ମାସ୍ତ୍ର ଫିଲ୍ମକୁ ଆୟାନ ମୁଖାର୍ଜୀ ନିର୍ଦେଶନା ଦେଇଥିଲେ । ଏହି ଫିଲ୍ମ ତିନୋଟି ପାର୍ଟରେ ତିଆରି ହୋଇଛି । ପାର୍ଟ ଶିୱା ସେପ୍ଟେମ୍ବର ୯ ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ରଣବୀର ଏବଂ ଆଲିୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ , ମୌନି ରାୟ ଏବଂ ନାଗାର୍ଜୁନଙ୍କ ଭଳି ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *