ଭୟଙ୍କର ବନ୍ୟା ସୁଅକୁ ଡେଇଁଲେ ଚାରି ଯୁବତୀ । ଦେଖିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ :-

ପ୍ରଥମତଃ ବର୍ତ୍ତମାନ ବର୍ଷା ଋତୁ । ପୁଣି ଲଘୁଚାପ କାରଣରୁ ଉପକୂଳ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେଉଛି । ବର୍ଷା କାରଣରୁ ଅନେକ ସହର ଏବେବି ଜଳମଗ୍ନ ରହିଛି । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା କାରଣରୁ କେତେ କେତେ ଦୁର୍ଘ-ଟଣା ମଧ୍ୟ ସାମ୍ନାକୁ ଆସୁଛି । ଯାହାକି ଛାତି ଥରାଇ ଦେବ । ସୋସିଆଲ ମିଡିଆରେ ମଧ୍ୟ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇଯିବେ ।

ତେବେ ଭାଇରଲ ହୋଇଥିବା ଭିଡ଼ିଓରେ ଚାରି ଜଣ ଯୁବତୀ ହଠାତ ବନ୍ୟାର ପ୍ରଖର ଜଳ ସ୍ରୋତ ଉପରକୁ ଡେଇଁଛନ୍ତି । ସେଠାରେ ଚାରି ଯୁବତୀଙ୍କ ଡେଇଁବା କାରଣରୁ କେହିବି ପାଟିତୁଣ୍ଡ କିମ୍ବା ଭୟରେ ଚି-ତ୍କାର କରି ନାହାଁନ୍ତି ବରଂ ଚିତ୍କାର କରି ଝିଅ ମାନଙ୍କୁ ପ୍ରତ୍ସାହିତ କରିଛନ୍ତି । ବାସ୍ତବରେ ସେହି ଯୁବତୀ ମାନେ ଖୁବ ଉଚ୍ଚରୁ ହିଁ ପାଣିକୁ ଡେଇଁଛନ୍ତି କେବଳ ମଜାରେ । କୌଣସି କାରଣ ପାଇଁ ସେମାନେ ପାଣିକୁ ଡେଇଁ ନାହାଁନ୍ତି ।

https://youtu.be/D9ASBlEp7Sk

ବରଂ ନିଜ କୌଶଳ ଦେଖାଇବା ପାଇଁ ହିଁ ସେମାନେ ଏପରି କାମ କରିଛନ୍ତି । ସେମାନଙ୍କ ପହଁରିବା କୌଶଳ ଦେଖିଲେ ବି ଆପଣ ଖୁସି ହେବେ ଏବଂ ସେମାନଙ୍କ ପ୍ରଶଂସା କରିବେ । ତେବେ ଯୁବତୀ ଚାରିଜଣ ସେହି ଅଞ୍ଚଳର ଥିବା ଅନୁମାନ କରାଯାଇଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ବର୍ତ୍ତମାନ ଭିଡ଼ିଓକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି କେହି ଏଥିରେ କ୍ରୋ-ଧିତ ହୋଇ ପ୍ରତି-କ୍ରିୟା ଦେବା ସହିତ ଆଉ କେହି ଯୁବତୀଙ୍କର ପ୍ରଶଂସା କରି ପ୍ରତି-କ୍ରିୟା ଦେଇଛନ୍ତି ।

ତେବେ କିଛି ୟୁଜର କହିଛନ୍ତି ଯେ ଏହି ଯୁବତୀ ମାନଙ୍କର ଖୁବ ଆକ-ର୍ଷଣୀୟ ସନ୍ତରଣ ପ୍ରତିଭା ରହିଛି ତେଣୁ ସେମାନଙ୍କୁ ଅଲମ୍ପିକ ପାଇଁ ପ୍ରଶିକ୍ଷଣ ନେବା ଉଚିତ । କେହି କେହି ଯୁବତୀ ମାନଙ୍କର ସାହସ ପାଇଁ ପ୍ରଶଂସା କରିଛନ୍ତି । ପୁଣି ଆଉ କିଛି ୟୁଜର ବିର-କ୍ତି ଭାବ ପ୍ରକାଶ କରି କହିଛନ୍ତି ଯେ ଏପରି କରିବା ସମୟରେ ଯଦି କିଛି ହୋଇଯାଏ ତେବେ କଣ ହୋଇଥାନ୍ତା ? ଯାହା ହୁଏତ ଠିକ ଅଟେ । କିନ୍ତୁ କୌଣସି ଅଘ-ଟଣ ସମୟରେ ଅର୍ଥାତ କେହି ଜଳରେ ବୁଡ଼ି ଯାଉଥିବା ସମୟରେ ହୁଏତ ଏହି ଯୁବତୀ ମାନଙ୍କର ପ୍ରତିଭା ଏବଂ ସାହସ କାମରେ ଆସିପାରେ ।

Leave a Reply

Your email address will not be published. Required fields are marked *