ଏମିତି କେବେ ଭାବି ନଥିଲେ ସ୍ୱାମୀ ଏବଂ ପୁଅ ଝିଅ । ପୁଅ ପାଇଁ ରୋଷେଇ କରୁ କରୁ ଘଟିଗଲା ଏମିତି ଦୁର୍ଘ-ଟଣା ।

କୁହାଯାଏ ଜନ୍ମ ମୃ-ତ୍ୟୁ ଦୁଇ ଦିନିଆ । କେତେବେଳେ କାହାର କେମିତି ମୃ-ତ୍ୟୁ ଆସିବ ତାହା କେହିବି କହି ପାରିବେ ନାହିଁ । ଆଉ ଏହି କାରଣରୁ କେତେ ଯେ ଆତ୍ମୀୟ ସ୍ବଜନ ଭାଙ୍ଗି ପଡ଼ନ୍ତି ତାହା କହିବା ବାହାର ଅଟେ । ଭାବନ୍ତୁ ଯେ ଘରେ ସୁଖ ଶାନ୍ତିର ପରିବାରରେ ବାପା ମା ଭାଇ ଭଉଣୀ ଅଛନ୍ତି । କିନ୍ତୁ ହଠାତ ଘର ଭିତରେ ଘଟୁଥିବା ଏକ ଦୁର୍ଘ-ଟଣାରେ ଘରର କାହାରି ମୃ-ତ୍ୟୁ ହୋଇଯାଏ ।

ତେବେ ସେହି ପରିସ୍ଥିତି କେତେ ଦୁଃ-ଖଦ ହୋଇପାରେ ତାହା ଆପଣ ନିଶ୍ଚିତ ଭାବରେ ହୃଦୟଙ୍ଗମ କରି ପାରୁଥିବେ । ଆଉ ଆଜି ମଧ୍ୟ ଏଭଳି ଏକ ଦୁଃ-ଖଦ ଘଟଣା ଘଟି ଯାଇଛି ଯାହାକି ଏକ ପରିବାରକୁ ଶିରିହୀନ କରି ଦେଇଛି ଏବଂ ଦୁଇ ପିଲା ଏବଂ ସ୍ୱାମୀକୁ ବେସାହାରା କରି ଦେଇଛି ।

ଏଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏଭଳି ଭ-ୟଙ୍କର ଘଟଣାକୁ ଯିଏ ପାଖରୁ ଦେଖିଥିବ ସେ ହିଁ ଜାଣିଥିବ ତାହା କେତେ ହୃଦୟ ବିଦାରକ । ଆଜ୍ଞା ହଁ ! ମଞ୍ଜୁଲତା ପାତ୍ରଙ୍କ ପରିବାରରେ ଏମିତି ଏକ ଦୁର୍ଘ-ଟଣା ଘଟି ଯାଇଛି । ଘର ଭିତରେ ପୁଅ ପାଇଁ ମା’ ରୋଷେଇ କରୁଥିଲେ । କିନ୍ତୁ ହଠାତ ଘଟିଗଲା ବିସ୍ଫୋ-ରଣ ।

ଗ୍ୟାସ ଟ୍ୟାଙ୍କ ଫାଟିବା କାରଣରୁ ମଞ୍ଜୁଲତାଙ୍କ ଦେହରେ ନି-ଆଁ ଲାଗି ଯାଇଥିଲା । ସେ ପ୍ରାଣ ବିକଳରେ ଘର ବାହାରକୁ ଦୌଡ଼ି ଯାଇଥିଲେ ଏବଂ ବାହାରେ ରାସ୍ତାରେ ପଡ଼ି ଯାଇଥିଲେ । ଗାଁ ଲୋକେ ଏବଂ ପରିବାର ଲୋକେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏସବୁ ଘ-ଟଣା ଏତେ ଜଲଦି ଘଟିଗଲା ଯେ କେହି କିଛି ବୁଝିବା ଆଗରୁ ହିଁ ମଞ୍ଜୁଲତା ସବୁଦିନ ପାଇଁ ଚି-ତ୍କାର କରି ଆଖି ବୁଜି ଦେଇଥିଲେ ।

ଏଭଳି ଏକ ଘ-ଟଣା ଘଟିବା ପରେ ନିଜ ଆଖି ଆଗରେ ନିଜ ସ୍ତ୍ରୀର ମୃ-ତ୍ୟୁ ଦେଖି ଏବଂ ଦୁଇ ପୁଅ ଝିଅ ନିଜ ଆଖି ସାମ୍ନାରେ ନିଜ ମା’ ର ମୃ-ତ୍ୟୁ ଦେଖି ନିଜକୁ ସମ୍ଭାଳି ପାରି ନାହାଁନ୍ତି । ବଡ଼ ଝିଅ ସୁଶ୍ରୀସଂଗୀତା ପାତ୍ର ଏବଂ ସାନ ପୁଅ ସତ୍ୟପ୍ରକାଶ ପାତ୍ର କା-ନ୍ଦି କା-ନ୍ଦି ନିଜ ମା’କୁ ଝୁରୁଛନ୍ତି । ଏପଟେ ବାହାରେ କାମ କରି ପରିବାର ଲୋକଙ୍କ ପେଟ ପୋଷୁଥିବା ବାପା ନିଜ ସ୍ତ୍ରୀକୁ ହରାଇ ଭାଙ୍ଗି ପଡ଼ିଛନ୍ତି ।

ଝିଅ କାନ୍ଦି କା-ନ୍ଦି କହୁଛି ଶେଷ ଥର ପାଇଁ ସେ ନିଜ ମା’ ସହିତ ଟିକିଏ କଥା ହୋଇ ପାରିଲାନି କି ଟିକିଏ ଦେଖି ପାରିଲାନି । ଆଉ ଏଭଳି ଏକ ଭ-ୟଙ୍କର ଘ-ଟଣା ଜଣକ ଜୀବନ ନେବା ପରେ ସାରା ଗ୍ରାମରେ ଶୋକର ଛା-ୟା ଖେଳି ଯାଇଛି ଏବଂ ପୁରା ଗାଁ କା-ନ୍ଦ ବୋବାଳିରେ ଫାଟି ପଡ଼ୁଛି ।

Leave a Reply

Your email address will not be published. Required fields are marked *