ହାତରେ ବାଜିଲା ଗୁ-ଳି ତଥାପି ଉଡାଇ ଦେଲେ ମାଓବାଦୀଙ୍କ ମୁଣ୍ଡ । ଇଟାର ଜବାବ ପଥରରେ ଦେଲେ ନିଜେ ଗୁ-ଳି ଖାଇ ମାଓବାଦୀଙ୍କ ସହ ଲ-ଢ଼ିଲେ ବୀର ଯବାନ ।

ମୁହାଁ ମୁହିଁ ହୋଇଥିଲେ ଯବାନ । ଲୁ-ଚି ଲୁ-ଚି ଜଙ୍ଗଲ ଭିତରେ ଗୁଳି ବର୍ଷା କରୁଥିଲେ ମାଓବାଦୀ । ଆଉ ଗୋଡାଇ ଗୋଡ଼ାଇ ଘାଇଲା କରୁଥିଲେ ଯବାନଙ୍କୁ । ଶେଷ ନିଶ୍ୱାସ ଶହ ଲଢ଼ୁଥିଲେ ଆମ ଯବାନ । ଆଉ ଠିକ ସେତିକିବେଳେ ମାଓବାଦୀଙ୍କ ଗୁ-ଳି ହାତରେ ବାଜିଥିଲା । ଗୁରୁ-ତର ହେଇଥିଲେ ଯବାନ ତଥାପି ମାଓବାଦୀଙ୍କ ଶହ ଲ-ଢୁଥିଲେ ଯବାନ । ଏପଟେ ଭୟରେ ସ୍ଥାନ ଛାଡି ଚମ୍ପଟ ମା-ରିଥିଲେ ମାଓବାଦୀ । ଯାହା ଖବର ମିଳିଛି କନ୍ଧମାଳ ଜିଲ୍ଲାର ବରିପଦା ଥା-ନା ସୁଦୁରା ଅନ୍ତର୍ଗତ । କୋଟରୀ ସୋଲେପୁର ପାହାଡରେ ଏଭଳି ଏକ ଘ-ଟଣା ଘଟି ଯାଇଛି ।

ହଠାତ ମୁହାଁମୁହିଁ ହେବାରୁ ଗୁ-ଳି ବର୍ଷା ହେଇଥିଲା । କେ କେ ବିଏମ ର ଜଣେ ସିବିଏମ ମୃ-ତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଇଛି । ମାଓବାଦୀଙ୍କ ଗୁ-ଳି ଆନ୍ଦୋଳନ ରେ ଯବାନଙ୍କ ଗୁରୁ-ତର ଭାବେ ଆ-ହତ ହୋଇଥିବାର ଖବର ମିଳିଛି । ଆ-ହତ ବିଏସଫ ଯବାନଙ୍କୁ ପ୍ରଥେମ ବଳିଗଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ । ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ରେ ରେ-ଫର କରିଛନ୍ତି । ତେବେ ଆହତ୍ୱ ଯବନ ହେଲେ ଜିତେନ୍ଦ୍ର ନାୟକ ।

ତାଙ୍କ ବାମ ହାତରେ ଗୁ-ଳି ବାଜିଥିବାର ସୂଚନା ମିଳିଛି । ଗତ କାଲି ମାଓ ସଂଗଠନ ସୂଚନା ପାଇ କନ୍ଧମାଳର ସର୍ଚ୍ଚ ଅପେରେସନ କରିଥିବା ବେଳେ ଏଭଳି ଘ-ଟଣା ଘଟିଥିବା ଜାଣିବାକୁ ମିଳିଛି । ଆଉ ଯେଉଁ କାରଣରୁ ଏହି ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭାବନ୍ତୁ ଯେ ଦେଶ ବାହାରେ ଆତ-ଙ୍କବାଦୀ ସମସ୍ୟା ତ ଏକ ବଡ଼ କଥା କିନ୍ତୁ ଦେଶ ଭିତରେ ବି ଯବାନ ମାନଙ୍କ ଜୀବନ ବିପ-ଦରେ ରହିଛି ।

Leave a Reply

Your email address will not be published. Required fields are marked *