ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ନୂଆ ଖବର , ଚେକ୍ ବାଉନ୍ସ କରିଥିବା ପ୍ରଯୋଜକଙ୍କୁ ନେଇ ମୁଁହ ଖୋଲିଲେ ଜଣେ ଅଭିନେତା

ସାରା ରାଜ୍ୟରେ ହଇଚଇ ସୃଷ୍ଟି କରି ରଖିଦେଇଛି ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା । ତାଙ୍କୁ ଏପରି ପରିସ୍ଥିତିରେ ଦେଖିବା ପରେ କେହି ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ହଠାତ୍ ତାଙ୍କର ଏପରି ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବା ଆଉ ହଠାତ୍ ଏପରି ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିବା ଯୋଗୁଁ , ତାଙ୍କ ପ୍ରଶଂସକ ମାନଙ୍କୁ ବଡ ଆ-ଘାତ ଲାଗିଛି ।

ହଠାତ୍ ଜଣେ ବରିଷ୍ଠ ଅଭିନେତା ତଥା ସମସ୍ତଙ୍କ ହୃଦୟରେ ଘର କରି ନେଇଥିବା ଅଭିନେତାଙ୍କ ଏମିତି ହେବାକୁ କେହି ସହି ପାରି ନାହାଁନ୍ତି । ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଛନ୍ତି କି , ଯେମିତି ଖୁବ୍ ଶୀଘ୍ର ସେ ଭଲ ହୋଇ ଯାଆନ୍ତୁ ଆଉ ପୁଣିଥରେ ଲୋକଙ୍କ ନିକଟକୁ ଫେରି ଆସନ୍ତୁ । ଆଉ ପୁଣିଥରେ ଲୋକ ମାନେ ତାଙ୍କ ଅଭିନୟର ଯାଦୁରେ ବାନ୍ଧି ହୋଇ ଯାଆନ୍ତୁ। ତେବେ ସେହି ଦିନକୁ ତ ସମସ୍ତେ ଅପେକ୍ଷା କରି ରଗିଛନ୍ତିବାଉ ଏଥିପାଇଁ ତାଙ୍କୁ ସାହାଯ୍ୟ ମଧ୍ୟ କରିବାରେ ଲାଗିଛନ୍ତି ।

ପିଣ୍ଟୁ ନନ୍ଦ କିଛିଦିନ ଆଗରୁ ନିଜର ଚିକିତ୍ସା କରିବା ପାଇଁ ଦିଲ୍ଲୀ ଯାଇଥିଲେ ଆଉ ସେଠାରେ ତାଙ୍କର ଲିଭର ସ୍ଥାନାନ୍ତରଣ ହେବ ବୋଲି ଶୁଣିବାକୁ ମିଳିଥିଲା । ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ଓଡ଼ିଶାର ଜନ ସାଧାରଣ ମାନଙ୍କ ଆଗରେ ହାତ ଦେଖାଇ ତାଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଆଉ ତାଙ୍କୁ କିଛି କିଛି ଟଙ୍କା ସାହାଯ୍ୟ କରିବା ପାଇଁ କହିଥିଲେ । କାହିଁକି ନା ତାଙ୍କର ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ତେବେ ଏହି କଥାକୁ କିଛି ଲୋକ ମଜାକ ବୋଲି ଭାବୁ ଥିବା ବେଳେ ଆଉ କେତେକ ଲୋକ ପିଣ୍ଟୁ ନନ୍ଦଙ୍କୁ ଧୋ-କା ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । କୁହାଯାଉଛି କି , ଜଣେ ପ୍ରଯୋଜକ ପିଣ୍ଟୁ ନନ୍ଦଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ଆଉ ସେହି ଚେକ୍ ମଧ୍ୟ ପରେ ବାଉନ୍ସ କରି ଦେଇଥିଲେ । ଯାହା ପରେ ଗଣମାଧ୍ୟମରେ ତାଙ୍କୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । ତେବେ ବର୍ତ୍ତମାନ ଜଣେ ବରିଷ୍ଠ ଅଭିନେତା ଏହା ଉପରୁ ସମସ୍ତ ସ-ନ୍ଦେହ ଦୂର କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ , ଓଡ଼ିଶାରେ ଏପରି ଜଣେ ପ୍ରଯୋଜକ ଅଛନ୍ତି ଯିଏ ସେଦିନ ପିଣ୍ଟୁ ନନ୍ଦଙ୍କୁ ଦେଖା କରିବାକୁ ଯାଇଥିଲେ । ଆଉ ସେଠାରେ ମଧ୍ୟ ଅନେକ ଲୋକ ଯାଇଥିଲେ ତାଙ୍କୁ ଦେଖା କରିବା ପାଇଁ । ତେବେ ଏହା ମଧ୍ୟରେ ସମସ୍ତେ କିଛି ନା କିଛି ଟଙ୍କା ତାଙ୍କୁ ସାହାଯ୍ୟ କରିବାକୁ ଲାଗିଥିଲେ । ଯାହାକୁ ଦେଖିବା ପରେ ସେହି ପ୍ରଯୋଜକ ମଧ୍ୟ କିଛି ଟଙ୍କା ଦେବାକୁ ଭାବି ଥିଲେ ।

କିନ୍ତୁ ଏହାରି ମଧ୍ୟରେ ସେଠାରେ ଉପସ୍ଥିତ ରହିଥିବା ଜଣେ ଅଭିନେତା ପ୍ରଯୋଜକ ଜଣଙ୍କୁ ଅଧିକ ଟଙ୍କା ଦେବା ପାଇଁ କହିଥିଲେ । ଯାହାପରେ ସେହି ପ୍ରଯୋଜକ ଜଣକ ଅଭିନେତାଙ୍କ କଥାରେ ପଡ଼ି ଅଧିକ ଟଙ୍କା ଅର୍ଥାତ୍ ୫୦ ଲକ୍ଷ ଟଙ୍କାର ଚେକ୍ ଦେଇ ଦେଇଥିଲେ । ତେବେ ଘଟ-ଣାରେ ମୋଡ ସେତେବେଳେ ଆସିଥିଲା କି , ଯେତେବେଳେ ତାପର ଦିନ ଚେକ୍ ବାଉନ୍ସ ହୋଇ ଯାଇଥିଲା । ଆଉ କେହି କିଛି ବୁଝି ପାରି ନଥିଲେ । ତେବେ ଏହାପରେ ସତ ଶୁଣିବାକୁ ମିଳିଥିଲା ।

ତେବେ ଅଭିନେତା ଜଣକ କହିଛନ୍ତି କି , ସେହି ପ୍ରଯୋଜକ ଜଣକ ଜଣେ ଭଲ ମଣିଷ ଅଟନ୍ତି । ଯେହେତୁ ତାପର ଦିନ ଏକ ଟ୍ରେନ ଦୁର୍ଘ-ଟଣା ହୋଇଥିଲା ଆଉ ସେ ସେହି ବ୍ୟକ୍ତିଙ୍କର କେହି ମଧ୍ୟ ନଥିଲେ। ତେଣୁ ଏପରି ପରିସ୍ଥିତିରେ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଯୋଜକ ଜଣକ ଟଙ୍କା ଦେଇଥିଲେ ।

ଆଉ ସେଥିପାଇଁ କେବଳ ସେ ଚେକ୍ ବାଉନ୍ସ କରି ଦେଇଥିଲେ ବୋଲି ବର୍ତ୍ତମାନ ସମୟରେ ଚର୍ଚା ହେବାରେ ଲାଗିଛି । ଜଣେ ବ୍ୟକ୍ତି ହଠାତ୍ ଏପରି କା-ଣ୍ଡ କରି ଦେଲେ ବୋଲି କେହି ବିଶ୍ବାସ କରି ପାରୁ ନାହାଁନ୍ତି । ପଇସା ଦେବା ପରେ ବାଉନ୍ସ କରି ଦେଇଛନ୍ତି ପ୍ରଯୋଜକ । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ତେବେ ଦେଖାଯାଉ ଏପରି କଥା କେତେ ସତ ନା ମି-ଛ ସେ କଥା ତ କେବଳ ସେ ହିଁ ଜାଣିଛନ୍ତି । ତେବେ ଦେଖାଯାଉ ଆଗକୁ କଣ କଣ ହେଉଛି ।

Leave a Reply

Your email address will not be published. Required fields are marked *