ବର୍ଷା ରହିବାକୁ ଯଦି ଚାହୁଁଛନ୍ତି ତାହାଲେ କେସ ଉପରେ କେସ କଣ ପାଇଁ କରୁଛନ୍ତି? ମୁହଁ ଖୋଲିଲେ ଆଉ ଜଣେ ଓକିଲ…

ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଛାଇ ହୋଇ ରହିଛି ଅନୁଭବ ଆଉ ବର୍ଷା ମା-ମ-ଲା । ଗୋଟିଏ ପରେ ଗୋଟିଏ ଭିଡ଼ିଓ କରି ଅନୁଭବ ଜଣାଇ ଦେଉଛନ୍ତି ବର୍ଷାଙ୍କ ବିଷୟରେ ସବୁ ସତ କଥା । କିପରି ଅନୁଭବଙ୍କୁ ବର୍ଷା କଷ୍ଟ ଦେଇଛନ୍ତି ଆଉ ତାଙ୍କ ସହ କିପରି ବ୍ୟବହାର କରିଛନ୍ତି , ସବୁ ସତ କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅନୁଭବ । ସେ ଅନେକ ସମୟରେ ଦୁଃ-ଖ ପ୍ରକାଶ କରି ସବୁ କଥାକୁ ବ୍ୟକ୍ତ କରିଛନ୍ତି । ତେବେ ଜଣେ ପୁରୁଷଙ୍କୁ କଣ ବାସ୍ତବରେ ଜଣେ ମହିଳା ଏଭଳି ଅତ୍ୟା-ଚାର କରିଛନ୍ତି , ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ।

ଏହି କଥା ବର୍ତ୍ତମାନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଛାଇ ହୋଇ ରହିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରି ଚାଲିଛନ୍ତି । ଆଉ କିଏ ଅନୁଭବ ତ ଆଉ କିଏ ବର୍ଷାଙ୍କ ସପକ୍ଷରେ କଥା କହୁଛନ୍ତି। ତେବେ ବର୍ତ୍ତମାନ ଏହି ମାମ-ଲାରେ ଆଉ ଜଣେ ଓକିଲ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ଏଭଳି କିଛି କଥା । ତାଙ୍କ କହିବା ଅନୁଯାୟୀ , ଜଣେ ପୁରୁଷଙ୍କୁ ଜଣେ ମହିଳାଙ୍କର ଅତ୍ୟା-ଚାର କରିବାର କୌଣସି ଅଧିକାର ନାହିଁ ଆଉ ଜଣେ ମହିଳାଙ୍କୁ ମଧ୍ୟ ପୁରୁଷର ଅତ୍ୟା-ଚାର କରିବାର କୌଣସି ଅଧିକାର ନାହିଁ । ବର୍ଷା ଯେଉଁ କଥା ଘର ଭିତରେ କରିଛନ୍ତି ଏହା ବାସ୍ତବରେ ଅତ୍ୟନ୍ତ ଲ-ଜ୍ଜାକ-ର କଥା ଅଟେ ।

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଏତେ ବର୍ଷ ରହିବା ପରେ ମଧ୍ୟ ଗୋଟିଏ ପିଲା ହୋଇ ପାରିଲା ନାହିଁ । ଆଉ ବାସ୍ତବରେ ସେଥିପାଇଁ ଜଣେ ସ୍ୱାମୀଙ୍କର ବହୁତ ମନ ଦୁଃ-ଖ ହେବ , ଏହା ସ୍ୱାଭାବିକ କଥା । କାହିଁକି ନା ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ଗୋଟିଏ ପିଲା ହିଁ ବାନ୍ଧି କରି ରଖିଥାଏ । ତେଣୁ ବର୍ଷା ଯେଉଁ କଥା କହୁଛନ୍ତି ତାହା ଗଣମାଧ୍ୟମ ଆଗକୁ ଆସି ପ୍ରକାଶ କରନ୍ତୁ । କାହିଁକି ସେ ଏଭଳି କରିଛନ୍ତି । ଆଉ ଏହା ପଛର କାରଣ କଣ ରହିଛି । ଜଣେ ମହିଳାର କୌଣସି ଅଧିକାର ନାହିଁ , ନିଜ ସ୍ୱାମୀଙ୍କ ଉପରେ କୌଣସି ଅତ୍ୟା-ଚାର କରିବେ । କିମ୍ବା ନିଜ ଶାଶୁଘର ଲୋକଙ୍କୁ କାହାକୁ ଅତ୍ୟା-ଚାର କରିବେ ।

ଜଣେ ମହିଳା ହୋଇ ବୃଦ୍ଧ ଶାଶୁ ଶଶୁର ଉପରେ ସେ କିପରି ଅତ୍ୟା-ଚାର କରିପାରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ଆ-ଇନ ବିରୋ-ଧରେ ଅଟେ । ଏହାବ୍ୟତୀତ ବର୍ଷାଙ୍କର ଛା-ଡପ-ତ୍ର ପରେ କେଉଁଠି ରହିବା କଥା ନେଇ ସେ କହିଛନ୍ତି କି , ଏଇଟା କୌଣସି ପ୍ରଶ୍ନ ନୁହେଁ । ଛା-ଡପ-ତ୍ର ପରେ ସ୍ବାମୀ ହିଁ ସ୍ତ୍ରୀଙ୍କୁ ରହିବା ପାଇଁ ଘର ଦେବେ ଆଉ ଭରଣପୋଷଣ ଦାୟିତ୍ୱ ଉଠାଇବେ । ଏଥିରେ କୌଣସି ସ-ନ୍ଦେହ ନାହିଁ । ଆଉ ପିଲା ପାଇଁ ବର୍ଷା ନିଶ୍ଚିତ ଭାବରେ କୌଣସି ବାରଣ କରିଥିବେ , ସେଥିପାଇଁ ଏଭଳି ହୋଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *