ମାଆର ଚରିତ୍ର ଉପରେ ଆଙ୍ଗୁଠି ଉଠାଇଲେ ଝିଅ , କହିଲେ ମୋ ମାଆ ଏପରି କରୁଥିଲେ

କିଛିଦିନ ପୂର୍ବରୁ ଘଟିଥିବା ଏକ ଘଟଣା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଜଣେ ମହିଳା ନିଜର ଦୁଇ ଦୁଇଟି ପିଲା ଏବଂ ନିଜ ସ୍ୱାମୀଙ୍କୁ ଛାଡି ନିଜ ପ୍ରେମିକ ସହ ପଳାଇ ଯାଇଥିଲେ । ଆଉ ଖାଲି ସେତିକି ନୁହେଁ , ଟଙ୍କା ପଇସା ସହିତ ଅନେକ ସମ୍ପତ୍ତି ମଧ୍ୟ ସେ ନେଇ ଯାଇଥିଲେ । ଆଉ ଖୁସି ଖୁସିରେ ନିଜ ପ୍ରେମିକ ସହ ଯାଇ ରହୁଛନ୍ତି । କିନ୍ତୁ ଏପଟେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି ତାଙ୍କ ସ୍ୱାମୀ ଆଉ ପିଲାମାନଙ୍କର ଭବିଷ୍ୟତ ପାଇଁ ତାଙ୍କ ପାଖରେ କିଛି ସମ୍ବଳ ନଥିବା କଥା କହିଛନ୍ତି ସେ ।

ପିଲାମାନଙ୍କୁ ସେ କିପରି ପଠା ପଢ଼ାଇବେ ଆଉ ମଣିଷ କରିବେ , ସେ ଚିନ୍ତା ତାଙ୍କୁ ଘାରି ବସିଛି। କାରଣ ନିଜ ସ୍ତ୍ରୀକୁ ଏତେ ଭଲ ପାଉଥିଲେ କି , ତାଙ୍କ ନାମରେ ସବୁକିଛି ଧନ ସମ୍ପତ୍ତି କରି ଦେଇଥିଲେ ସେ । ଆଉ ସ୍ୱପ୍ନରେ ବି ଭାବି ନ ଥିଲେ ତାଙ୍କ ସ୍ତ୍ରୀ ଏଭଳି କାର-ନାମା କରିବ । ଯାହା ପାଇଁ ଆଜି ତାଙ୍କ ମୁଣ୍ଡ ତଳକୁ ହୋଇଯିବ ଆଉ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ । କାହିଁକି ନା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜମି ଜଗାବାଡି ସବୁ ଜିନିଷ ନିଜ ସ୍ତ୍ରୀ ନାମରେ କରିଦେଇଥିଲେ ।

ସେପଟେ ସ୍ତ୍ରୀର ପ୍ରେମିକା ମାନସ ବି ବହୁତ ଖୁସି କାହିଁକିନା ସୁନ୍ଦର ଝିଅ ସାଙ୍ଗକୁ ଧନ ସମ୍ପତ୍ତି ପାଇଛି ଆଉ ଖୁସିରେ ସେ ସେଥିପାଇଁ ଆ-ତ୍ମହ-ରା ହୋଇପଡୁଛି ଆଉ ପ୍ରେମିକାଙ୍କୁ ନେଇ ଘରେ ରଖିଛି । ଅନ୍ୟପକ୍ଷରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ବେବି ଅର୍ଚ୍ଚନାଙ୍କ ଝିଅ । ଝିଅର କହିବା ଅନୁଯାୟୀ , ମା ରାତି ରାତି ଅନାଇ ସେହି ମାନସ ସହ ଫୋନରେ କଥା ହେଉଥିଲେ ଆଉ ଚାଟିଂ ମଧ୍ୟ କରୁଥିଲେ । ଆଉ କେବଳ ଏତିକି ନୁହେଁ , ଥରେ ଥରେ ରୁମ ର ଲାଇଟ ବନ୍ଦ କରି ସେମାନେ ଖରାପ ସ-ମ୍ପର୍କ ମଧ୍ୟ ରଖୁଥିଲେ ।

ତେବେ ଥରେ ଭାବନ୍ତୁ ତ ଗୋଟିଏ ମା ନାମରେ ଝିଅର ଏଭଳି ଅଭି-ଯୋଗ ଆଦୌ ଶୋଭା ପାଉନାହିଁ । ମାଆଟିଏ କିପରି ନିଜ ପିଲାଙ୍କୁ ପର କରି ଦେଇ ଚାଲିଗଲା । ଆଉ ପିଲା ମାନଙ୍କର କଥା ଟିକିଏ ମନେ ପକାଇଲା ନାହିଁ । ଦୀର୍ଘ ୧୩ ବର୍ଷ ଧରି ଯେଉଁ ସ୍ୱାମୀ ସହ ଘର ସଂସାର କରୁଥିଲା , ତାଙ୍କୁ ମଧ୍ୟ ଗୋଡ଼ରେ ଆଡେଇ ଚାଲିଗଲା । ତେବେ ଏଭଳି ମହିଳାଙ୍କୁ ଆଉ କଣ ବା କୁହା ଯାଇପାରେ । ଆଜିକାର ନାରୀ ସମାଜ ବହୁତ ତଳକୁ ଖସି ଗଲେଣି । ଟଙ୍କା ପାଇଁ ଆଉ ପ୍ରେମ ପାଇଁ କଣ ଯେ ନ କରୁଛନ୍ତି , ତାହା କହି ହେବ ନାହିଁ।

Leave a Reply

Your email address will not be published. Required fields are marked *