ମା ହେବା କଥାକୁ ନେଇ ପରସ୍ପରକୁ ଦାୟୀ କରୁଛନ୍ତି ଅନୁଭବ ଆଉ ବର୍ଷା

ବର୍ତ୍ତମାନ ସମୟରେ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି ଅନୁଭବ ଆଉ ବର୍ଷା ବୈବାହିକ ମା-ମ-ଲା । ଦୁହେଁ ଦୁହିଁଙ୍କ ଠାରୁ କାହିଁକି ଅଲଗା ହୋଇଯିବେ ସେ ନେଇ ଅନେକ ପ୍ରଶ୍ନ ଉଠୁଛି । ଅନୁଭବ ମଧ୍ୟ ଅନେକ ଭିଡ଼ିଓ ସାମ୍ନାକୁ ଆଣୁଛନ୍ତି ଆଉ ବର୍ଷାଙ୍କର ମୁଖା ଖୋଲିଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନେକ ସମୟରେ ବର୍ଷାଙ୍କୁ ଅନୁଭବ ଦାୟୀ କରୁଥିବା ବେଳେ ଆଉ କେତେକ ସମୟରେ ଅନୁଭବଙ୍କୁ ବର୍ଷା । ତେବେ ଏହା ଆହୁରି କେତେ ଦିନ ଚାଲିବ ସେ କଟଗାଁ କିଏ ବା ଜାଣିଛି ।

ଦୁହିଁଙ୍କ ବିବାଦରେ ଆଉ ଏକ ବଡ଼ କଥା ହେଉଛି ପିଲା ଛୁଆ । ଦୁହିଁଙ୍କର କୌଣସି ପିଲା କଣ ପାଇଁ ହୋଇନାହିଁ । ଆଉ ଏହା ପଛରେ କାହାର ଭୁଲ୍ ରହିଛି , ସେ ନେଇ ଅନେକ ଚର୍ଚ୍ଚା ହୋଇଛି । ଅନୁଭବ କହିଛନ୍ତି କି , ବର୍ଷା ତାଙ୍କୁ କୌଣସି ସୁଯୋଗ ଦେଉ ନଥିଲେ ଆଉ ବର୍ଷା କହିଛନ୍ତି କି , ଅନୁଭବ ସହଯୋଗ କରୁନଥିଲେ । ତେବେ ଏହା ପଛରେ କାହାର ଦୋ-ଷ ରହିଛି , ସେ କଥା କିଏ ବା ଜାଣିଛି ।

ଗତ ୧୬ ତାରିଖରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବର୍ଷାଙ୍କ ବିରୋ-ଧରେ ପିଟି-ସନ ଦା-ଖଲ କରିଥିଲେ ଆଉ ସେଥିରେ ସେ ଲେଖିଥିଲେ କି , ବର୍ଷା ବିବାହର ପ୍ରଥମ ଦିନରୁ ତାଙ୍କ ସହ ସମ୍ପ-ର୍କ ରଖିବାକୁ ଦେଉ ନଥିଲେ । କିନ୍ତୁ ବର୍ଷା ଓଲଟା ଅଭି-ଯୋଗ ଆଣି କହିଥିଲେ କି , ଅନୁଭବ ତାଙ୍କୁ ଟିକିଏ ସହଯୋଗ କରିଥିଲେ ସେ ଆଜି ମାଆ ହୋଇ ପାରିଥାନ୍ତେ । ଆଉ ତାଙ୍କ ସମ୍ପର୍କ ମଧ୍ୟ ଭଲ ଚାଲିଥାନ୍ତା । ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ କିଏ ସତ ଆଉ କିଏ ମି-ଛ କହୁଛି ତାହା ତ ପରେ ଜଣାପଡିବ ।

ତେବେ କୁହାଯାଏ କି , ସ୍ୱାମୀ ଆଉ ସ୍ତ୍ରୀ ସମ୍ପ-ର୍କ ଅତ୍ୟନ୍ତ ପବିତ୍ର ଆଉ ନିଆରା । ଆଉ ଏହା ଅତ୍ୟନ୍ତ ବ୍ୟକ୍ତିଗତ ମଧ୍ୟ ହୋଇଥାଏ । ଗୋଟିଏ ପଟେ ବର୍ଷା ସ୍ୱାମୀଙ୍କର ସହଯୋଗ ମିଳି ପାରୁନଥିବା କଥା କହୁଥିବା ବେଳେ ଆଉ ଗୋଟିଏ ପଟେ ଅନୁଭବ କହୁଛନ୍ତି କି , ବର୍ଷା ତାଙ୍କୁ ଛୁଇଁବାକୁ ଦେଉ ନଥିଲେ । ତେବେ ଏଭଳି ପରିସ୍ଥିତିରେ ଗୋଟିଏ ମି-ଛ ଧରା ଟେଷ୍ଟ କରାଯିବା ଉଚିତ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *