ଘଟିଗଲା ଦୁଃ-ଖଦ ଖବର , ପ୍ରେମ ପାଇଁ ରାଜଧାନୀରେ ଗଲା ଆଉ ଏକ ଜୀବନ

ପ୍ରେମ ପାଇଁ ଲୋକେ ଆ-ତ୍ମହ-ତ୍ୟା କରିବା ସାଧାରଣ ଘଟଣା ହୋଇଗଲାଣି । ଛୋଟ ଛୋଟ କଥାକୁ ନେଇ ଆଜିକାର ଲୋକମାନେ ଆ-ତ୍ମହ-ତ୍ୟା କରିବାପାଇଁ ଆଗେଇ ଆସୁଛନ୍ତି । ଯେତେବେଳେ କି ଆଉ କିଛି ବାଟ ରହି ମଧ୍ୟ ଏଭଳି ମାର୍ଗକୁ ଆପଣାଉଛନ୍ତି ଆଉ ନିଜ ଜୀବନ ହାରି ଦେଉଛନ୍ତି । ତେବେ ପୁଣିଥରେ ପ୍ରେମ , ପ୍ରତା-ରଣାର ଶି-କାର ହୋଇଥିବା ଜଣେ ପୁରୁଷ ଦେଇଛନ୍ତି ନିଜର ଜୀବନ ଆଉ ସବୁଦିନ ପାଇଁ ଏ ଦୁନିଆଁରୁ ନେଇଛନ୍ତି ବି-ଦାୟ ।

ସାମ୍ନାକୁ ଆସିଛି ଏଭଳି ଘ-ଟଣା , ଯାହା ଭୁବନେଶ୍ବର ଅଞ୍ଚଳରେ ଶୋ-କର ଛା-ୟା ଖେଳାଇ ଦେଇଛି । ଭୁବନେଶ୍ବର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରୁ ଆସିଛି ଏହି ଦୁଃ-ଖଦ ଖବର । ପ୍ରେମରେ ବି-ଫଳ ହେବା ପରେ ଯୁବକ ନେଇଥିଲେ ଏଭଳି ପଦକ୍ଷେପ ।ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ସତ୍ୟପ୍ରସାଦ ଶତପଥୀ ବୋଲି ଜଣାପଡିଛି । କୁହାଯାଉଛି ଗତ କିଛି ଦିନ ହେବ ତାଙ୍କର ପ୍ରେମିକାଙ୍କ ସହିତ ବ୍ରେ-କଅ-ପ ହୋଇ ଯାଇଥିଲା ।

ଯାହାକୁ ସହଜରେ ସ୍ୱୀକାର କରି ପାରିନଥିଲେ ସତ୍ୟପ୍ରସାଦ ଆଉ ଶେଷରେ ଆ-ତ୍ମହ-ତ୍ୟାକୁ ଶେଷ ବାଟ ବାଛି ନେଇଥିଲେ । ତେବେ ସୂଚନାଯୋଗ୍ୟ ଯେ , ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ସତ୍ୟପ୍ରସାଦ ଅନେକ ବର୍ଷ ଧରି ରହି ଆସୁଥିଲେ । ସେ ପେଷାରେ ଜଣେ ବ୍ୟବସାୟୀ ଥିଲେ । ଆଉ ନିଜର ଭରଣପୋଷଣ ଏହି ଟଙ୍କାରେ ସେ କରୁଥିଲେ । ତେବେ ଭୁବନେଶ୍ବରରେ ରହିବା ସମୟରେ ତାଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପ-ର୍କ ଗଢି ଉଠିଥିଲା ।

ଆଉ ସେମାନେ ପରସ୍ପରକୁ ଭଲ ପାଉଥିଲେ । ତେବେ ହଠାତ ଏଭଳି କଣ ହେଲା କେଜାଣି ଯୁବତୀ ଜଣକ ସତ୍ୟପ୍ରସାଦଙ୍କ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ ଆଉ ତାଙ୍କ ସହ ବ୍ରେକ-ଅପ କରି ଦେଇଥିଲେ । ତେବେ ଏଭଳି କଥାକୁ ସହି ପାରିନଥିଲେ ସତ୍ୟପ୍ରସାଦ । ଆଉ ଶେଷରେ ଫ୍ୟାନରେ ଗାମୁଛା ଲଗାଇ ଫା-ଶୀ ହୋଇ ଯାଇଥିଲେ । ତେବେ ଘଟଣା ବିଷୟରେ ଖବର ପାଇ ବର୍ତ୍ତମାନ ପୋ-ଲିସ ସେହି ସ୍ଥାନରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବାରେ ଲାଗିପଡିଛି ।

Leave a Reply

Your email address will not be published. Required fields are marked *