“ବାବୁରେ ଖରାପ ପ୍ରକୃତି ଛାଡି ଉତ୍ତମ ବୁଦ୍ଧି ଆପଣାଇଲେ ଦେଖିବ ଜୀବନରେ ଅପରାଜିତ ରହିବ ଓ ମନକୁ ତୃପ୍ତି ମିଳିବ।” ଦେଖନ୍ତୁ କଣ କହିଲେ କମେଡି କୁଇନ ମାମା।

ବାବୁଶାନଙ୍କୁ ନେଇ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛି। ବାପା ଓ ମାଆଙ୍କ ଭଳି ବାବୁଶାନ ମଧ୍ୟ ଜଣେ ଭଲ ଓ ସୁନାମଧନ୍ୟ କଳାକାର ହୋଇ ପାରିଥିଲେ। କିନ୍ତୁ ଜୀବନରେ ଏପରି କିଛି ମୋଡ଼ ଆସିଲା ଯାହାକି ତାଙ୍କୁ ଉପରୁ ତଳକୁ ପକେଇ ଦେଲା। ରାଜଧାନୀର ରାଜ ରାସ୍ତାରେ ଷ୍ଟାର ଦମ୍ପ-ତିଙ୍କ ମଧ୍ୟରେ କୋ-ଳାହ-ଳ ଦେଖିବାକୁ ମିଳିଥିଲା। ଯାହାକି ଚାହୁଁ ଚାହୁଁ ନି-ଆଁ ଭଳି ଭାଇରାଲ ହୋଇଯାଇଥିଲା।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ବାବୁଶାନଙ୍କ ଅନୈ-ତିକ ସଂ-ପର୍କ କୁ ନେଇ ଚର୍ଚ୍ଚା ଜୋରରେ ଧରିଛି। ସମସ୍ତେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜ ନିଜର ପ୍ରତି-କ୍ରିୟା ଦେବାରେ ଲାଗିଛନ୍ତି।

ଓଲିଉଡର କମେଡି କୁଇନ କଥା ଯେତେବେଳେ ଆସେ ସେତେବେଳେ ମାମାଙ୍କ କଥା ସମସ୍ତଙ୍କ ମନେ ପଡେ। ତେବେ ବାବୁଶାନଙ୍କୁ ନେଇ ସେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜର ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଷ୍ଟାର ପରିବାର ପାଇଁ ସେ ଦୁଃ-ଖ ପ୍ରକାଶ କରିଛନ୍ତି। କାରଣ ପିଲା ମାନଙ୍କ ପାଇଁ ତାଙ୍କର ବାପା ଓ ମା ମାନେ ବଦ-ନାମ ହେଉଛନ୍ତି। ମହାନ କଳାକାର ଙ୍କ ପିଲାମାନେ ରାସ୍ତା ଉପରେ ଏଭଳି ହାଇଡ୍ରାମା କରିବେ ବୋଲି କେହି ଆଶା କରି ନଥିଲେ। ସେ ନିଜେ ଦୁଃ-ଖ ପ୍ରକାଶ କରି କହିଛନ୍ତି ଯେ ଏଭଳି ନ କରିବା ପାଇଁ।

ସେ ପ୍ରଥମେ ବାବୁଶାନଙ୍କୁ ସେ ତାଙ୍କର ମାଉସୀ ବୋଲି କହିଥିଲେ। ସେ କହିଲେ, ବାବୁରେ ଖରାପ ପ୍ରକୃତି ଛାଡି ଉତ୍ତମ ବୁଦ୍ଧି ଆପଣାଇଲେ ଜୀବନରେ ଅପରାଜିତ ରହିବ ଓ ମନକୁ ତୃପ୍ତି ମିଳିବ। ସେ ବାବୁଶାନ ମହାନ୍ତିଙ୍କ ଦୁ-ଷ୍ଟାମୀ ବିଷୟରେ ମଧ୍ୟ କହିଛନ୍ତି। ବାବୁଶାନ ପିଲାବେଳେ କେତେ ଦୁ-ଷ୍ଟ ଥିଲେ ତାହାକୁ ଉଲ୍ଲେଖ କରି କହିଛନ୍ତି ବାବୁଶାନ ପିଲାବେଳେ ଫ୍ରିଜ ଭିତରେ ସୁସୁ କରେ। ଆଶା କରୁଛି ଦୁଇ ପରିବାର ଭିତରେ ଉତ୍ତମ ବୁଝାମଣା ହେବ।

ଦୁଇ ପରିବାର ଭିତରେ ଲାଗି ରହିଥିବା ବି-ବା-ଦ ମଧ୍ୟ ଶୀଘ୍ର ଶେଷ ହୋଇଯିବ। ବାବୁଶାନ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ପୁଣିଥରେ ସୁଖର ସଂସାର କରିବେ। ସେ ଏକଥା ମଧ୍ୟ କହିଛନ୍ତି ଯେ ଯଦି ଏହି ଘ-ଟଣା ମୁମ୍ବାଇରେ ଘଟିଥାନ୍ତା ତେବେ ଏହା ଏତେ ଚର୍ଚ୍ଚାର ବିଷୟ ହୋଇ ନଥାନ୍ତା। ଯେହେତୁ ଆମେ ଓଡ଼ିଶାରେ ରାହୁଛେ ତ ଆମର ସଂସ୍କୃତି ଏହାକୁ ଗ୍ରହଣ କରେ ନାହିଁ। ସେହି କାରଣରୁ ବର୍ତ୍ତମାନ ଏହା ଏତେ ବଡ଼ ସମସ୍ୟା ପାଲଟିଛି। ପ୍ରକୃତି ମଧ୍ୟ ମୁମ୍ବାଇ ଫେରି ଯାଇ ନିଜର କାମକୁ ପୁଣିଥରେ କରନ୍ତୁ।

Leave a Reply

Your email address will not be published. Required fields are marked *