ଭାଇରାଲ ହେଲା ଆଉ ଏକ ରିଲ , ଶ୍ରୀମନ୍ଦିର ଆଗରେ ଠୁମକା ଲଗାଇଲେ ଯୁବତୀ

ପୁଣି ଭାଇରାଲ ହେବାରେ ଲାଗିଛି ଭିଡ଼ିଓ । ପୁଣି ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗରୁ ଏଭଳି ଅନେକ ଯୁବତୀ ରିଲ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ ଆଉ ଏବେ ଏହି ଯୁବତୀ ଜଣକ ଚର୍ଚ୍ଚାକୁ ଆସିଛନ୍ତି । ବାରମ୍ବାର ଏଭଳି ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି । ଲୋକେ ଆଉ ମନ୍ଦିର କି ଧାର୍ମିକ ସ୍ଥାନ ଗୁଡିକୁ ଖାତିର କରୁ ନାହାଁନ୍ତି । ଯାହା ଇଚ୍ଛା ତାହା କରିବାରେ ଲାଗିଛନ୍ତି । ଆଗରୁ ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିଥିଲା ଆଉ ଏବେ ଏବେ ମଧ୍ୟ ଆସିଛି ।

ଯେଉଁ ସ୍ଥାନକୁ ଆମେ ଆମ ତୀର୍ଥ ସ୍ଥାନ ଭାବରେ ବିବେଚନା କରିଥାଉ । ଯେଉଁ ସ୍ଥାନକୁ ରାତି ପାହିଲେ ଲକ୍ଷ ଲକ୍ଷ ଲୋକ ଭଗବାନଙ୍କୁ ଦର୍ଶନ କରିବାପାଇଁ ଦୌଡି ଆସିଥାନ୍ତି । ସେହି ସ୍ଥାନକୁ ଆଉ ଲୋକେ ଧାର୍ମିକ ପୀଠର ମର୍ଯ୍ୟାଦା ଦେଉ ନାହାଁନ୍ତି । ସେହି ସ୍ଥାନରୁ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଆମେ କହୁଛୁ ଆମର ପ୍ରିୟ ସ୍ଥାନ ପୁରୀ ଅର୍ଥାତ ଶ୍ରୀମନ୍ଦିରର କଥା । ରାତି ପାହିଲେ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଲାଗିଥାଏ , କେବଳ ଜଗାକୁ ଦେଖିବା ପାଇଁ ।

କିନ୍ତୁ ଲୋକେ ଏଠାକୁ ଭଗବାନଙ୍କୁ ଦର୍ଶନ କଣ କରିବେ ରିଲ ଆଉ ଭିଡ଼ିଓ କରିବାରେ ଅଧିକ ମାତି ଯାଉଛନ୍ତି । ଆଉ ବିଶେଷ କରି ଯୁବତୀ ମାନେ ଅତ୍ୟନ୍ତ ଭିଡ଼ିଓ କରି ସାମ୍ନାକୁ ଆସୁଛନ୍ତି ।ରାତି ପାହିଲେ ଭାଇରାଲ ହେବାରେ ଲାଗିଛି ଅନେକ ଭିଡ଼ିଓ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡ଼ିଓ । ଜଣେ ଯୁବତୀ ଶ୍ରୀମନ୍ଦିର ଆଗରେ ରୋମାଣ୍ଟିକ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ଛାଡିଥିଲେ ।

ଆଉ ଏହା ତାଙ୍କ ପାଇଁ କାଳ ସାଜିଲା । ଆଗରୁ ଏଭଳି ଅନେକ ସୁନ୍ଦରୀ ଯୁବତୀ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ଛାଡି ଥିଲେ ଆଉ ସେଗୁଡିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ବର୍ତ୍ତମାନ ଏହି ଯୁବତୀ ମଧ୍ୟ ଓଡ଼ିଆ ଗୀତ ଲୁ-ଚି ଲୁ-ଚି ତୋତେ ଦେଖେ ଗୀତରେ ଭିଡ଼ିଓ ବନାଇଛନ୍ତି । ତେବେ ଏଠାରେ କଥା ଉଠୁଛି କି , ଏହା ଧାର୍ମିକ ଭାବନା ଉପରେ ପ୍ରଭାବ ପକାଉଛି ଆଉ ଏତେ ଭିଡ଼ିଓ ଭାଇରାଲ ହେବା ପରେ ମଧ୍ୟ ସେଠାରେ ପ୍ରଶାସନ ରହି କରୁଛି କଣ । ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

Leave a Reply

Your email address will not be published. Required fields are marked *