ସଂସଦରେ ଅନୁଭବ ମହାନ୍ତି ଉଠାଇଲେ ପ୍ରଶ୍ନ… ଯେଉଁଥିରେ ଲୁ-ଚି ରହିଛି ବାବୁସାନ ଆଉ ନିଜ ବେଦନା

ଆପଣ ସମସ୍ତେ ଜାଣିଥିବେ କି , କିଛିଦିନ ପୂର୍ବରୁ ସାରା ଓଡ଼ିଶାର ଘରେ ଘରେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ବୈବାହିକ ମାମ-ଲା ଚର୍ଚ୍ଚାରେ ରହିଥିଲା । ଦୁହେଁ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେଉଥିଲେ । ଗୋଟିଏ ପଟେ ଅନୁଭବ ଛା-ଡପ-ତ୍ର ନେବାକୁ ଚାହୁଁଥିବା ବେଳେ ଅନ୍ୟପକ୍ଷରେ ବର୍ଷା ଅନୁଭବଙ୍କ ଘର ଛାଡ଼ି ଯିବାକୁ ରାଜି ନଥିଲେ । ତେବେ ଏ କଥା ସେହିଭଳି ବିବା-ଦରେ ରହିଥିବା ବେଳେ ବର୍ତ୍ତମାନ ବାବୁସାନ ଆଉ ତାଙ୍କ ପତ୍ନୀଙ୍କ ମାମ-ଲା ସାମ୍ନାକୁ ଆସିଛି ।

ନିଜ ପତ୍ନୀଙ୍କୁ ଛାଡି ଓଲିଉଡର ହିରୋଇନ ପ୍ରକୃତି ମିଶ୍ରଙ୍କ ସହିତ ଲିଭ ଇନରେ ରହିବା କଥା ସାମ୍ନାକୁ ଆସିଥିଲା । ଆଉ ଏହି କଥା ପାଇଁ ବାବୁସାନଙ୍କ ପତ୍ନୀ ତୃପ୍ତି ରାଜରାସ୍ତାରେ ବାବୁସାନଙ୍କ ଉପରେ ହାତ ଉଠାଇଥିଲେ । ଆଉ ଏଥିରେ ପ୍ରତି-ବାଦ କରିବାରୁ ତୃପ୍ତି ପ୍ରକୃତି ମିଶ୍ରଙ୍କ ଉପରେ ମଧ୍ୟ ହାତ ଉଠାଇଥିଲେ । ତେବେ ବର୍ତ୍ତମାନ ଏହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଲାଗିଛି । ଦୀର୍ଘ ଦୁଇ ଦିନ ପରେ ଆଜି ବାବୁସାନ ଘରକୁ ଫେରିଛନ୍ତି ।

ଏସବୁ ମଧ୍ୟରେ ସାଂସଦ ଅନୁଭବ ମହାନ୍ତିଙ୍କର ସଂସଦରେ ଏଭଳି କଥା ଆଶ୍ଚର୍ଯ୍ୟ କରିଛି । ତେବେ ସେ ସଂସଦରେ କହିଛନ୍ତି କି , ଦେଶରେ ପାରିବାରିକ କଳ-ହକୁ ନେଇ କେଉଁ ସବୁ ଆ-ଇନ ଆସୁଅଛି । ସେ ଆହୁରିମଧ୍ୟ କହିଥିଲେ କି , ଏଇ ପାରିବାରିକ କ-ଳହ ପାଇଁ ପିଲାମାନେ ବିଶେଷ କରି କଷ୍ଟ ପାଉଛନ୍ତି । ସେମାନଙ୍କ ଉପରେ ଏହାର ଶକ୍ତ ପ୍ର-ଭାବ ପଡୁଅଛି । ଅନ୍ୟପକ୍ଷରେ ପାରିବାରିକ କୋର୍ଟରେ ମାମ-ଲା ଗୁଡିକ କାହିଁକି ଦୀର୍ଘ ସମୟ ଧରି ଚାଲୁଛି , ସେ ବିଷୟରେ ମଧ୍ୟ ସେ କହିଛନ୍ତି ।

ତେବେ ଏଭଳି କଥା ଗୁଡିକ , ତାଙ୍କ ପାରିବାରିକ ମାମ-ଲା ସହିତ ବର୍ତ୍ତମାନ ସମୟରେ ବାବୁସାନ ମହାନ୍ତିଙ୍କୁ ନେଇ ଚାଲିଥିବା ବି-ବା-ଦ ଆଡ଼କୁ ଇଙ୍ଗିତ କରୁଛି । ସମସ୍ତେ ତାହା ହିଁ ଅନୁଭବ କରୁଛନ୍ତି । ଏସବୁ ପଛରେ ସେମାନଙ୍କର ବେ-ଦନା ଲୁ-ଚି ରହିଛି । ଗୋଟିଏ ପକ୍ଷରେ ଅନୁଭବ ପାରିବାରିକ ବିବା-ଦରେ ଚାପି ହୋଇ ରହି ଯାଇଥିବା ବେଳେ ଅନ୍ୟପକ୍ଷରେ ବାବୁସାନ ମଧ୍ୟ ନିଜର ପାରିବାରିକ ମାମ-ଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *