ଏପ୍ରିଲ ମାସରେ ବଡ଼ ବି-ପ-ଦ , ତିନି ଦିନ ମଧ୍ୟରେ ଖସିବ ବଡ଼ ମୁଣ୍ଡ , ଜାଣନ୍ତୁ ଋଷିଆ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧର ପରବର୍ତ୍ତୀ ପରିଣାମ :-

ଆମେ ସମସ୍ତେ ଏହା ଜାଣିଛୁ ଯେ ଏହି କ-ଳିଯୁ-ଗରେ ଯାହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କୌଣସି କ୍ଷ-ତି ହେଉ ତାହା ଆମ ପୂର୍ବ ପୁରୁଷ ମାନେ ଭବିଷ୍ୟ ବାଣୀ କରି ଯାଇଛନ୍ତି । ଏବଂ ଆଗାମୀ ସମୟରେ କଣ ହେବ ତାହା ମଧ୍ୟ ସୂଚାଇ ଦେଇ ସତ-ର୍କ କରି ଯାଇଛନ୍ତି । ମାଳିକା ବଚନ ସମ୍ବନ୍ଧରେ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତେବେ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ସେହି ଦେଶର ଦାର୍ଶନିକ ମାନେ ଭବିଷ୍ୟ ବାଣୀ କରି ଯାଇଛନ୍ତି ।

କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ବିଖ୍ୟାତ ଜ୍ୟୋତିର୍ବିଦ ଶ୍ରୀମତୀ ସୁଚିତ୍ରା ଗୁପ୍ତା କଣ ବର୍ଣ୍ଣନା କରି ଯାଇଛନ୍ତି ସେହି ସମ୍ବନ୍ଧରେ କହିବୁ । ତେବେ ଆମ ପୂର୍ବ ମହାପୁରୁଷଙ୍କ ଭଳି ସେ ମଧ୍ୟ ଗ୍ରହ ମାନଙ୍କର ଚଳନ ଏବଂ ଅନ୍ୟାନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଭବିଷ୍ୟତ ସୂଚନା ଦେଇଛନ୍ତି ଏବଂ ସେଥିପାଇଁ ସତ-ର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କ ଭବିଷ୍ୟ ବାଣୀକୁ ହୃଦୟଙ୍ଗମ ରି ଲୋକେ ସତ-ର୍କ ରହିବେ ତେବେ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଇ ପାରିବ । ତେଣୁ ଚାଲନ୍ତୁ ଜାଣିନେବା କଣ କହୁଛନ୍ତି ସୁଚିତ୍ରା ଗୁପ୍ତା ।

ସୁଚିତ୍ରା ଗୁପ୍ତାଙ୍କ ଅନୁଯାୟୀ ବର୍ତ୍ତମାନ ସମୟରେ ଶନି ଏବଂ ମଙ୍ଗଳ ଉଭୟ ଗ୍ରହ ଗୋଟିଏ ଘରେ ଅବସ୍ଥାନ କରିଛନ୍ତି ଯାହାକି ଶୁଭ ନୁହେଁ । ଏହା ଅନେକ ଅଶୁଭ ସଙ୍କେତ ଦିଗରେ ଇଙ୍ଗିତ କରୁଛି । ପୁଣି ବର୍ତ୍ତମାନ ତ୍ରୟୋଦଶୀ ରହୁଛି ଅର୍ଥାତ ଶୁକ୍ଳପକ୍ଷ ଏବଂ ଏଥିରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣ ହୋଇ ନାହିଁ । ତେଣୁ ଏହିସବୁ ଅବସ୍ଥିତି ଅଶୁଭ ବୋଲି ସେ କହିଛନ୍ତି । ଏପଟେ କହିବାକୁ ଗଲେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧ ପରିଣାମ କେତେବେଳେ କଣ ହେବ ତାହା କାହାକୁବି ଜଣା ନାହିଁ । କାରଣ ଗତ କିଛି ଦିନ ଏହି ସୂଚନା ଆସିଛି ଯେ ଋଷିଆ ପର-ମାଣୁ ସମରର ଅଭ୍ୟାସ କରୁଛି ।

ତେଣୁ ଜ୍ୟୋତିର୍ବିଦ ସୁଚିତ୍ରା ଗୁପ୍ତା ସମସ୍ତଙ୍କୁ ସତର୍କ କରି ଏପ୍ରିଲ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି । ଯେହେତୁ ଏହି ସବୁ ଦିନ ମାନଙ୍କରେ ଉଭୟ ଶନି ଏବଂ ମଙ୍ଗଳ ଗ୍ରହ ସମାନ ଡିଗ୍ରୀରେ ରହିବେ ତେଣୁ କୌଣସି ପ୍ରକାରର ବି-ପ-ଦ ଆସିପାରେ । ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ବନ୍ୟା , ବାତ୍ୟା କିମ୍ବା ଭୂମିକମ୍ପ ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ । ପୁଣି ସରକାର ମଧ୍ୟ କୌଣସି ବଡ଼ ଭୁଲ ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି ଯେଉଁ କାରଣରୁ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବା ସହିତ ଦେଶ ଦେଶ ମଧ୍ୟରେ ଯୁ-ଦ୍ଧ ହୋଇପାରେ ।

ପୁଣି ସୁଚିତ୍ରା ଏହା ମଧ୍ୟ କହିଛନ୍ତି ଯେ କୌଣସି ବଡ଼ ମୁଣ୍ଡ ଖସିପାରେ । ସେ ଋଷିଆ ଏବଂ ୟୁକ୍ରେନ ଯୁ-ଦ୍ଧକୁ ଦୃଷ୍ଟିରେ ରଖି ଏହା କହିଛନ୍ତି । କାରଣ ଯୁଦ୍ଧ ପରିସ୍ଥିତି ଯେଉଁଭଳି ଭାବରେ ଅଛି କୌଣସି ସମୟରେ ବି ଋଷିଆ ପର-ମାଣୁ ବୋ-ମା ପକାଇ ପାରେ । ଯାହାଦ୍ୱାରା ଖାଲି ଋଷିଆ କିମ୍ବା ୟୁକ୍ରେନ ନୁହେଁ ବରଂ ସବୁ ଦେଶ ପୀ-ଡ଼ିତ ହେବେ । ସେଥିପାଇଁ ସେ ଆଗାମୀ ୫ ଦିନ ଅର୍ଥାତ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ସତ-ର୍କ ରହିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *