ଜଗା ଏବଂ ଖାଗା ଭିତରେ ଅର୍ଚିତା କୋଳ ପାଇଁ ଲାଗିଥିଲା କଳି

ଅର୍ଚ୍ଚନାଙ୍କ କୋଳରେ ଏମିତି କଣ ଥିଲା ଯେ ଯାହା ପାଇଁ ହେଉଥିଲା ମହାଭାରତ। ଅର୍ଚ୍ଚନାଙ୍କ କୋଳ ଏମିତି କି ସୁଖ ଦେଉଥିଲା ଯେ ଯାହା ପାଇଁ ହେଉଥିଲା ଭୟଙ୍କର କଳି। ଅର୍ଚ୍ଚନାଙ୍କ କୋଳ କଣ ସୁଖର ସ୍ଥାନ ଥିଲା କି ? କୁଆଡେ ଅର୍ଚ୍ଚନାଙ୍କ କୋଳରେ ଶୋଇବାକୁ ଲାଗୁଥିଲା ଅର୍ଚନାଙ୍କ ପାଖକୁ ଆସୁଥିବା ବଡ଼ ବଡ଼ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ କଳି।

ଆହୁରି ମଧ୍ୟ କୁହାଯାଉଛି କି ଅର୍ଚ୍ଚନାଙ୍କ କୋଳରେ ଶୋଇବାକୁ ଶୋଇବାକୁ ସମସ୍ତେ ଜିଦ କରୁଥିଲେ। ଆଉ ଅର୍ଚ୍ଚନା ସମସ୍ତଙ୍କୁ ଖୁସି ମଧ୍ୟ କରୁଥିଲେ ସମସ୍ତଙ୍କୁ ତାଙ୍କ କୋଳରେ ଶୁଆଇ ଦେଉଥିଲେ। ଲୋକେ ଏବେ କହୁଛନ୍ତି ଅର୍ଚ୍ଚନାଙ୍କ କୋଳରେ ଏମିତି କଣ ଥିଲା ଯେ ସମସ୍ତେ ଜିଦ କରୁଥିଲେ। ହେଲେ କଥା ଏତିକିରେ ସରିନି ଆଜ୍ଞା। ସମସ୍ତଙ୍କୁ ଖୁସି କରୁଥିବା ଅର୍ଚ୍ଚନାଙ୍କ ଉପରେ ଥିଲା କୁଆଡେ ଖଗାର ନଜର ଆଉ ସେଥିପାଇଁ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ଭିତରେ ମଧ୍ୟ ଲାଗୁଥିଲା କଳି। ହଁ ଘଟଣା ଭିତରକୁ ଗଲେ ସବୁ ବୁଝି ପାରିବେ।

ଲୋକେ କହୁଛନ୍ତି ଅର୍ଚ୍ଚନା ଉପରେ ନଜର ରଖିଥିଲା ଖଗା ଯାହା ସହିପାରୁନଥିଲା ଖଗା। ଆଉ ଅର୍ଚ୍ଚନାଙ୍କ କୋଳରେ ଟିକିଏ ସୋଇ ଗେଲ ହେବାକୁ କେବଳ ବଡ଼ ବଡ଼ ଧନୀ ବ୍ୟବସାୟୀ ମାନଙ୍କ ଭିତରେ କଳି ଲାଗୁଥିଲା ତାହା ନୁହେଁ ଜଗା ଆଉ ଖଗା ମଧ୍ୟରେ ମଧ୍ୟ ଅର୍ଚନାଙ୍କ କୋଳରେ ଶୋଇବାକୁ କଳି ଲାଗୁଥିଲା। ଏବେ ବେଶ ଚର୍ଚ୍ଚା ହେଉଛି କି କୁଆଡେ ଅର୍ଚ୍ଚନା ର କୋଳ ପାଇଁ ଜଗା ଆଉ ଖଗା ଭିତରେ ଚାଲିଥିଲା ଟକର ଟାକର।

ଆଉ ସେହି କୋଳ ପାଇଁ ଦୁହିଁଙ୍କ ଭିତରେ ସୃଷ୍ଟି ହୋଇଥିଲା ମନାନ୍ତର ଓ ମତାନ୍ତର। ସେହି ଖଗା ପାଇଁ ଅର୍ଚ୍ଚନାଙ୍କ ଉପରେ ରାଗୁଥିଲେ ଜଗବନ୍ଧୁ। ସେ ଚାହୁଁନଥିଲେ ତାଙ୍କ ସୁନ୍ଦରୀ ସ୍ତ୍ରୀଙ୍କ କୋଳରେ ଖଗା ଶୋଉ ବୋଲି ତେଣୁ ଜଗା ଆଉ ଖଗା ଭିତରେ ଅର୍ଚ୍ଚନାଙ୍କ କୋଳକୁ ନେଇ ଧୀରେ ଧୀରେ ଝଡ଼ ସୃଷ୍ଟି ହେଉଥିଲା।

କେବଳ ଖଗା ଆଉ ଜଗା ମଧ୍ୟରେ ନୁହେ। ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ମଧ୍ୟରେ ମଧ୍ୟ ମନ ମାଳିନ୍ୟ ସୃଷ୍ଟି ହେଉଥିଲା। ସେହି ଖଗା ପାଇଁଜଗବନ୍ଧୁ ଅର୍ଚ୍ଚନା ଙ୍କୁ ସନ୍ଦେହ କରୁଥିଲେ ଆଉ ଯାହା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପାରିବାରିକ ଝଡ଼,ସନ୍ଦେହର ଝଡ଼। ଏବେ ଏହି ଘଟଣା କୁଆଡେ ଦାଣ୍ଡରେ ପଡି ହାଟରେ ଗଡୁଛି। ଲୋକେ ଏବେ ଏହି ଘଟଣାକୁ ନେଇ ନା ନା ଆଲୋଚନା ମଧ୍ୟ କରୁଛନ୍ତି। କାହାଯାଉଛି କି ଜଗବନ୍ଧୁଙ୍କ ସହ ଖଗେଶ୍ବରଙ୍କର ସମ୍ପର୍କ ପ୍ରାୟ ଆଠ ବର୍ଷର ହେବ। ଖଗେଶ୍ୱର ଯେତେବେଳେ ଗୋଟେ ଛୋଟ ଦୋକାନ କରିଥିଲେ ସେତେବେଳେ ଜଗବନ୍ଧୁଙ୍କ ସହ ଖଗେଶ୍ବରଙ୍କର ସମ୍ପର୍କ ଗଢି ଉଠିଥିଲା। ସେତେବେଳେ ଜଗବନ୍ଧୁ ମଧ୍ୟ ସାଧାରଣ ଥିଲା।

ଏହା ପରେ ଯେତେବେଳେ ସ୍ତ୍ରୀଙ୍କ ଦେହ ବ୍ୟବସାୟର ସାମାର୍ଯ୍ୟ ବଢି ଚାଲିଲା। ସେତେବେଳେ ଜଗବନ୍ଧୁ କୋଟି ପତି ହୋଇଗଲେ। ଆଉ ପୂର୍ବରୁ ସମ୍ପର୍କ ଥିବା ଖଗେଶ୍ବର କୁଆଡେ ଜଗବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କ ସାଥିରେ ମିସିଗଲେ। ତା ପରେ କିପର ହୋଇ ଖଗେଶ୍ବର ବୁଝା ସୁଝା କରୁଥିଲେ। କିଏ କେତେବେଳେ ଆସିବ କିଏ କେତେବେଳେ ଯିବ ଏପରି କିଛି। ବାସ ତା ପରେ ଜଗବନ୍ଧୁ ଓ ଖଗେଶ୍ୱର ମିଶି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟକୁ କୁଆଡେ ବଢ଼ାଇ ଦେଇଥିଲେ। ହେଲେ ଯେତେବେଳେ ଖଗେଶ୍ବରଙ୍କ ନଜର ଅର୍ଚ୍ଚନାଙ୍କ ଉପରେ ପଡ଼ିଲା ସେତେବେଳେ ଜଗବନ୍ଧୁ ରାଗିଗଲେ। ଆଉ ସ୍ତ୍ରୀଙ୍କ କୋଳକୁ ନେଇ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଲୋକେ ବର୍ତ୍ତମାନ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *