ଅର୍ଚ୍ଚନାର ନାଗଫାଶରେ ହୋଟେଲ ମାଲିକ, ଭାଇରାଲ୍ ହେଉଛି ହୋଟେଲର ଅ-ଶ୍ଵି-ଳ ଭିଡ଼ିଓ

ଗତ କିଛି ମାସ ହେଲା ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଖବର କାଗଜରେ ଗୋଟିଏ ନାଁ ଅର୍ଚ୍ଚନା ନାଗ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ ବଡ଼ ବଡିଆ ଏବଂ ଖଣି ମାଲିକ ଫସିଛନ୍ତି। ଦିନ ପରେ ଦିନ ବିତିବା ସହିତ ଇଡି ପ୍ରତିଦିନ ଗୋଟେ ଗୋଟେ ନୂଆ ଲୋକଙ୍କୁ ସାମ୍ନାକୁ ଆଣୁଛୁ।

ଏତେ କମ୍ ଦିନ ଭିତରେ ସୁନ୍ଦରୀ ଅର୍ଚ୍ଚନା କେମିତି ଏତେ ଟଙ୍କା ରୋଜଗାର କଲେ ସେ ବିଷୟରେ ଜାଣିବା ପାଇଁ ଇଡି ପ୍ରଥମେ ଅର୍ଚ୍ଚନା ତାପରେ ଅର୍ଚ୍ଚନାଙ୍କ ସ୍ବାମୀ ଜାଗା, ଅର୍ଚ୍ଚନାଙ୍କ ସାଙ୍ଗ ଖଗା, ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମିୟ କାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦୁ, ଖଗାର ସାଙ୍ଗ ଚନ୍ଦନ ଏବଂ ଅଭିନାଶ, ହୋଟେଲ ମାଲିକ ଶିବ ପ୍ରସାଦ, ଜାଗର ଭାଇ ବଳିଆ, ଠିକାଦାର ପବିତ୍ର ପାତ୍ର, ଆର୍କିଟେକ୍ ରଣଜିତ୍ ବେହେରା, ପ୍ରଯୋଜକ ଅକ୍ଷୟ ପରିଜା ଏବଂ ପ୍ରମୋଦ ସ୍ୱାଇଁଙ୍କୁ ପଚରା ଉଚରା କଲା ପରେ ଇଡି ଏବେ ଆଉ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗତ ସପ୍ତାହରେ ପଚରା ଉଚରା କରିଛି।

ସୋସିଆଲ ମିଡ଼ିଆରେ ହୋଟେଲ ବ୍ୟବସାୟୀଙ୍କର ଅ-ଶ୍ଵି-ଳ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଲୋକେ କହୁଛନ୍ତି ସେଇ ହୋଟେଲ ମାଲିକ ଅର୍ଚ୍ଚନାଙ୍କୁ ବହୁତ୍ ତାଙ୍କ ଦେଇଛନ୍ତି। ଇଡିର ସୂଚନା ଅନୁସାରେ ହୋଟେଲ ବ୍ୟବସାୟୀଙ୍କ ପରେ ଜଣେ ରଣଜି ଟିମ୍ ର ଜଣେ ଖେଳାଳି ମଧ୍ୟ ଅର୍ଚ୍ଚନା ବ୍ଲାକମେଲ୍ ମାମଲାରେ ସାମିଲ ଅଛନ୍ତି। ଲାଗୁଛି ଦିନ ଯେତେ ଗଡିବ ସେତେ ଲୋକଙ୍କ ନା ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *