ଅର୍ଚ୍ଚନା କହିଲେ ମତେ ଫସା-ଇବାକୁ ଚ-କ୍ରାନ୍ତ ଚାଲିଛି।

ଅର୍ଚ୍ଚନା କହିଲେ ସାଂଘା-ତିକ କଥା। ଅର୍ଚ୍ଚନାଙ୍କୁ ଫସା-ଇବାକୁ କରାଯାଉଛି ଷ-ଡଯ-ନ୍ତ୍ର। ହେଲେ ଅର୍ଚ୍ଚନାଙ୍କୁ କିଏ ଚାହୁଁଛି ଫସା-ଇବାକୁ। ଅର୍ଚ୍ଚନାଙ୍କ ସହିତ କାହାର ଏମିତି ଶ-ତ୍ରୁତା ଅଛି ଯେ ଯିଏ ଅର୍ଚ୍ଚନାଙ୍କୁ ଫସା-ଇବାକୁ ଚାହୁଁଛି। ଅର୍ଚ୍ଚନା ନାଗ ଅନେକ ଦିନ ହେଲାଣି ବ୍ଲା-କମେ-ଲ ଅଭି-ଯୋଗରେ ଜେ-ଲ ଯାଇ ଜେ-ଲର ଅନ୍ଧାର କଠୋରି ଭିତରେ ଅଛନ୍ତି। ତେବେ ଏହାରି ଭିତରେ ଗଣମାଧ୍ୟମରେ ଅର୍ଚ୍ଚନାଙ୍କୁ ନେଇ ଅନେକ ତଥ୍ୟ ମଧ୍ୟ ଆସିଛି।

ହେଲେ କାଲି ଯେତେବେଳେ ଅର୍ଚ୍ଚନାଙ୍କୁ ଜେ-ଲରୁ ବାହାରକୁ ଅଣାଯାଇ କୋର୍ଟକୁ ଅଣାଯାଇଥିଲା ସେତେବେଳେ ଅର୍ଚ୍ଚନା କିଛି ମିନିଟ ଭିତରେ ଚିଲାଇ ଚିଲାଇ ଗଣମାଧ୍ୟମକୁ ଅନେକ କଥା କହିଥିଲେ। ଆଉ ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ଆରମ୍ଭ ହେଉଛି। କି ଅର୍ଚ୍ଚନା କହିଥିଲେ କି ସେ କିଛି କରି ନାହାଁନ୍ତି ତାଙ୍କୁ ଫସା-ଇବାକୁ ଷ-ଡଯ-ନ୍ତ୍ର କରାଯାଉଛି।

ହେଲେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଏତେ କମ ସମୟ ଭିତରେ ଆପଣ କିପରି ଏତେ କୋଟି ଟଙ୍କାର ମାଲିକାଣି ହୋଇଗଲେ ସେତେବେଳେ ଅର୍ଚ୍ଚନା ଏକ ଦମ ଚୁପ ରହିଥିଲେ। ଆଉ କହିଥିଲେ କି ଯେତେବେଳେ ସତ ସାମ୍ନାକୁ ଆସିବ ସେତେବେଳେ ସବୁ ସତ ଜଣା ପଡିବ। ମୁଁ ନ୍ୟା-ୟରେ ଅଛି ମୋ ସହ କେହି ଅନ୍ୟା-ୟ କରନ୍ତୁ ନାହିଁ। ମୁଁ ବି ଚାହୁଁଛି ତ-ଦନ୍ତ ହେଉ ଆଉ ସବୁ ସତ ସାମ୍ନାକୁ ଆସୁ।

ତେବେ ତଦ-ନ୍ତକୁ ଆହ୍ୱାନ କରୁଥିବା ଅର୍ଚ୍ଚନା ବାସ୍ତବରେ କଣ ନିର୍ଦୋ-ଷ ବିନା କାରଣରେ ଅର୍ଚ୍ଚନାଙ୍କୁ ପୋ-ଲିସ ଗି-ରଫ କରିଛି। ବିନା କାରଣରେ କିଛି ଭୁଲ ନକରି ମିଛ କେ-ଶରେ କଣ ଅର୍ଚ୍ଚନା ଫ-ସିଯାଇଛନ୍ତି ଏମିତି ପ୍ରଶ୍ନ ଏବେ ଲୋକଙ୍କ ମନରେ କୁହୁଳିବାକୁ ଲାଗିଲାଣି। ହେଲେ ଅର୍ଚ୍ଚନା କିନ୍ତୁ ଦୋ-ଷୀ କି ନି-ର୍ଦୋସି। ତାଙ୍କ ବିରୋ-ଧରେ ଯେଉଁ ଅଭି-ଯୋଗ ଆସିଛି ତାହା ସତ କି ମି-ଛ ତାହା ପୋଲି-ସର ତଦ-ନ୍ତର ପରେ ସାମ୍ନାକୁ ଆସିବ।

ସେପଟେ ଅର୍ଚ୍ଚନାଙ୍କ ଓକିଲଙ୍କ ପ୍ରତି-କ୍ରିୟାକୁ ଯଦି ଦେଖିବା ତେବେ ଅର୍ଚ୍ଚନାଙ୍କ ଓ-କିଲ କହିଛନ୍ତି କି ଅର୍ଚନା ଏକ ନିରିହ ଝିଅ। ତାଙ୍କ ନାମରେ ଅକ୍ଷୟ ପରିଜା ଯେଉଁ ଅଭି-ଯୋଗ ଆଣିଛନ୍ତି ତାହାର ମୁଖ୍ୟ ଆସାମୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି। ତେବେ ଏହି ଗୋଟେ ଘ-ଟଣା ଭିତରେ ଅନେକ ଜଣଙ୍କ ନାମ ଆସୁଥିବା ବେଳେ କାଲି ଅର୍ଚ୍ଚନାଙ୍କ ପ୍ରତି-କ୍ରିୟା ଓ ଅର୍ଚ୍ଚନାଙ୍କ ଓକି-ଲଙ୍କ ପ୍ର-ତିକ୍ରି-ୟାକୁ ଯଦି ଲକ୍ଷ କରାଯାଏ।

ତେବେ ଘଟ-ଣା ଆଉ ଏକ ଭିନ୍ନ ମୋଡ଼ ନେବ ବୋଲି ଲୋକେ କହୁଛନ୍ତି। ତେବେ ସେ ଯାହା ବି ହେଉ ଏବେ ଜନ ସାଧାରଣ ପ୍ରଶ୍ନ କରିଛନ୍ତି କି ସାଧା ସିଧା ଝିଅ ଅର୍ଚ୍ଚନା ଖୁବ କମ ଦିନ ଭିତରେ କିପରି ବିସ୍ତାର କଲେ ତାଙ୍କ ସାମାର୍ଯ୍ୟ। କଳାହାଣ୍ଡି ଭଳି ଏକ ଉପାନ୍ତ ଜିଲାରୁ ଆସି ଏତେ କମ ଦିନ ଭିତରେ କିପରି ବିଳାସ ବ୍ୟାସନରେ ରାଜଧାନୀରେ ରହିଲେ। ଏତେ ଟଙ୍କା ଅର୍ଚ୍ଚନାଙ୍କ ପାଖକୁ କୁଆଡୁ ଆସିଲା। ଅର୍ଚ୍ଚନା ଆଉ ଜଗବନ୍ଧୁ କିପରି ବିଳାସପୂର୍ଣ ଜୀବନ ଅତି ବାହିତ କଲେ।

ଅର୍ଚ୍ଚନା ଆଉ ଜଗବନ୍ଧୁ ଏବେ ବି ଜେଲ ଭିତରେ ଅଛନ୍ତି।ଆଉ କାଲି ଯେତେବେଳେ ଅର୍ଚ୍ଚନାଙ୍କୁ କୋର୍ଟରୁ ବାହାର କରି ଜେଲ ଅଭିମୁଖେ ଅର୍ଚ୍ଚନାଙ୍କୁ ପୋ-ଲିସ କର୍ମଚାରୀ ମାନେ ନେଉଥିଲେ ସେତେବେଳେ ଅର୍ଚ୍ଚନା ଯେଉଁ ଭଳି କହିଲେ କି ତାଙ୍କୁ ଫସା-ଇବାକୁ ଏହା ଏକ ବଡ଼ ଷ-ଡଯ-ନ୍ତ୍ର ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି କି ଅର୍ଚ୍ଚନାଙ୍କର ଏହା କହିବା ପଛର ବାସ୍ତବରେ ଉଦ୍ୟଶ କଣ। କିଏ ଓ କାହିଁକି ତାଙ୍କୁ ଫସା-ଇବାକୁ ଚେଷ୍ଟା କରୁଛନ୍ତି।

ଏହା ଦ୍ୱାରା ତାଙ୍କର କଣ ଲାଭ ହେବ। ସେପଟେ ଅର୍ଚ୍ଚନାଙ୍କ ଓକିଲ ଯେଉଁ ଶ୍ରଦ୍ଧାଞ୍ଜଳିଙ୍କ ନାମ ନେଇଛନ୍ତି ତାଙ୍କୁ ପୋ-ଲିସ ତ-ଦନ୍ତ ପରିସର ଭୁକ୍ତ କରିଲେଣି କି ନାହିଁ ଏଭଳି ଅନେକ ପ୍ରଶ୍ନବାଚୀ ବର୍ତ୍ତମାନ ସୃଷ୍ଟି ହୋଇଛି।ତେବେ ସମୟ କହିବ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ କେ-ଶରେ ଆଉ କେଉଁ କେଉଁ ବ୍ୟକ୍ତି ପୋଲି-ସର ତ-ଦନ୍ତ ପରିସର ଭୁକ୍ତ ହେଉଛନ୍ତି। ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କେ-ଶରେ ଆଉ କେଉଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅର୍ଚ୍ଚନା ଜଗବନ୍ଧୁ ନିର୍ଦୋ-ଷରେ ଖଲାସ ହେଉଛନ୍ତି ନା ଜେ-ଲ ଭିତରେ ଜୀବନ କା-ଟୁଛନ୍ତି।

Leave a Reply

Your email address will not be published. Required fields are marked *