ବୃଦ୍ଧଙ୍କ ଟାର୍ଗେ-ଟରେ ରହୁଥିଲେ ୨୦ ରୁ ୩୦ ବର୍ଷୀୟ ମହିଳା , ହ-ତ୍ୟା କରି କୂଅରେ ଦେଉଥିଲେ ଫୋ-ପାଡ଼ି , ଝିଅ ଦେଲେ ସବୁ ସତ ଓଗାଳି

ଜଣେ ମ-ଦ୍ୟପ ବ୍ୟକ୍ତି ନି-ଶା ସେ-ବନ କରିବା ପରେ କଣ କରୁଛନ୍ତି , ଜାଣି ପାରନ୍ତି ନାହିଁ । ତେବେ କିଛି ଜଣ ବ୍ୟକ୍ତି ହୋସରେ ଥାଇ ମଧ୍ୟ ବେହୋସ ପରି ଅଭିନୟ କରିଥାନ୍ତି । ତେବେ ଏପରି ବ୍ୟକ୍ତି ମାନଙ୍କୁ ଦେଖିଲେ ବହୁତ ଭ-ୟ ମଧ୍ୟ ଲାଗିଥାଏ । ଏପରି ବ୍ୟକ୍ତି ସମାଜ ପାଇଁ ଅତ୍ୟନ୍ତ କ୍ଷ-ତିକା-ରକ ଅଟନ୍ତି । ତେବେ ଏପରି ଜଣେ ମ-ଦ୍ୟପ ବ୍ୟକ୍ତିଙ୍କୁ ନେଇ ଆମେ ଆଜି ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ , ଯାହାକୁ ଶୁଣିବା ପରେ ଆପଣଙ୍କ ଲୋମ ଟା-ଙ୍କୁରି ଉଠିବ ।

କିପରି ଜଣେ ବ୍ୟକ୍ତି ମ-ଦ ପାନ କରି ସାରିବା ପରେ ଝିଅ ମାନଙ୍କୁ ହ-ତ୍ୟା କରୁଥିଲେ ଆଉ କୂଅରେ ଫୋ-ପାଡ଼ି ଦେଉଥିଲେ । ଆମେରିକାର ଆଇଓଏ ରାଜ୍ୟର ଜଣେ କୃଷକଙ୍କ ଝିଅ ଲୁସି ନିଜ ପିତାଙ୍କ ନାମରେ ବର୍ତ୍ତମାନ ଏପରି କିଛି ଅଭି-ଯୋଗ କରିଛନ୍ତି । ତେବେ ଲୁସିଙ୍କ କହିବା ଅନୁଯାୟୀ , ତାଙ୍କ ବାପା ଷ୍ଟଡି ଝିଅ ମାନଙ୍କୁ ହ-ତ୍ୟା କରିବା ପାଇଁ ବହୁତ ପସନ୍ଦ କରୁଥିଲେ । ତାଙ୍କ ଟାର୍ଗେ-ଟରେ ୨୦ ରୁ ୩୦ ବର୍ଷ ମଧ୍ୟରେ ରହିଥିବା ମହିଳା ମାନେ ଅନ୍ତର୍ଭୁ୍କ୍ତ ରହିଥିଲେ ।

ଆଉ ଏହି ଶ୍ରେଣୀରେ ଯୌ-ନ କର୍ମଚାରୀ ମାନେ ଅନ୍ତର୍ଭୁକ୍ତ ରହିଥିଲେ । ତାଙ୍କ ବାପା ନିଜ ବଗିଚାକୁ ଆଣି ଏହି ମହିଳା ମାନଙ୍କୁ ଆଣି ସେମାନଙ୍କ ମୁଣ୍ଡକୁ ପଥରରେ ଛେଚି ଦେଉଥିଲେ ଆଉ ତାପରେ ସେମାନଙ୍କର ନି-ର୍ମମ ଭାବରେ ହ-ତ୍ୟା କରି ଦେଉଥିଲେ । ହ-ତ୍ୟା କରି ସାରିବା ପରେ ବଗିଚା ମଧ୍ୟରେ ଥିବା ଏକ ଗଭୀର କୂଅ ମଧ୍ୟକୁ ସେମାନଙ୍କ ଶ-ବକୁ ଫୋ-ପାଡ଼ି ଦେଉଥିଲେ । ଆଉ ଏହା ତାଙ୍କର ନୀତି ଦିନିଆ କାମ ଥିଲା । ଏପରି ଭାବରେ ସେ ପାଖାପାଖି ୭୦ ଜଣଙ୍କୁ ହ-ତ୍ୟା କରିଛନ୍ତି ।

ତେବେ ଏହି ୭୦ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ଅନ୍ୟ ସମସ୍ତେ ମହିଳା ଅଟନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ଷ୍ଟଡି ନିଜ ଝିଅଙ୍କୁ ବି ଏହି ଶ-ବ ଗୁଡ଼ିକୁ କୂଅରେ ଉଠାଇ ଫୋ-ପାଡ଼ି ଦେବାକୁ କହୁଥିଲେ । ତେବେ ବର୍ତ୍ତମାନ ସମୟରେ ଲୁସି ଥା-ନା ଯାଇ ନିଜ ପିତାଙ୍କ ନାମରେ ଅଭି-ଯୋଗ କରିଛନ୍ତି । ଆଉ ଏକ ଆଶ୍ଚର୍ଯ୍ୟର କଥା ଏହା ଯେ , ଲୁସିଙ୍କ ପିତା ଷ୍ଟଡି ୭୫ ବର୍ଷ ବୟସରେ ୨୦୧୩ ମସିହାରେ ମୃ-ତ୍ୟୁବ-ରଣ କରି ସାରିଛନ୍ତି । ତେବେ ପୋ-ଲିସ ଲୁସିଙ୍କ କଥାକୁ ଆଧାର କରି ଘଟ-ଣାର ତ-ଦନ୍ତ କରିବ ବୋଲି କହିଛି

Leave a Reply

Your email address will not be published. Required fields are marked *