କାମସୂତ୍ରରେ ବିମୋହିତ କରୁଥିଲେ ଅର୍ଚ୍ଚନା, ଶିଖିଥିଲେ ୧୦ ବିଦ୍ୟା।

ଜାଣିଛନ୍ତି କି ଅର୍ଚ୍ଚନା କଥାରେ କେମିତି ଉଠୁ ବସ ହେଉଥିଲେ ବଡ଼ ବଡ଼ ନେତା ମନ୍ତ୍ରୀ। ଅର୍ଚ୍ଚନା ଯେମିତି କହୁଥିଲେ କାହିଁକି ନେତା, ମନ୍ତ୍ରୀ, ବିଜିନେସ ମ୍ୟାନ ଓ ବଡ଼ ବଡ଼ ବ୍ୟବସାୟୀ ତାଙ୍କ କଥାକୁ ବେଦର ଗାର ଭଳି ମାନି ନେଉଥିଲେ। ଅର୍ଚ୍ଚନା କଣ ମାୟା-ବିନୀ ଥିଲେ ନା ତାଙ୍କ ପାଖରେ କିଛି ଶକ୍ତି ଥିଲା। କାହିଁକି ସାତ ବର୍ଷ ହେଲାଣି ଅର୍ଚ୍ଚନାଙ୍କ ବିରୋ-ଧରେ କେହି ମୁହଁ ଖୋଲିବାକୁ ସାହାସ କରି ପାରୁ ନଥିଲେ। କଣ ଥିଲା ଏହା ପଛର ରହସ୍ୟ। ଅର୍ଚ୍ଚନା କଣ ଜାଣିଥିଲେ କି କିଛି ଶକ୍ତି।

ନା ଅର୍ଚ୍ଚନା କରୁଥିଲେ କାମ ସୂତ୍ର ଏବେ ଏହି ଘଟ-ଣାକୁ ନେଇ ଲୋକେ କାହିଁକି ହେଉଛନ୍ତି ଟୁପୁରୁ ଟାପୁରୁ। ଅର୍ଚ୍ଚନାଙ୍କୁ କାମ ସୂତ୍ର ଜଣା ଥିଲା ବୋଲି ଲୋକେ କାହିଁକି ଆଲୋଚନା କରୁଛନ୍ତି। ଆସନ୍ତୁ ନଜର ପକାଇବା ପୁରା ଘ-ଟଣା ଉପରେ। ଅର୍ଚ୍ଚନା କଳାହାଣ୍ଡି ପାଣି ପବନରେ ଦିନେ ଛୋଟ ରୁ ବଡ଼ ହୋଇଥିଲେ। ଆଉ ତା ପରେ ପାଦ ଥାପି ଥିଲେ ରାଜଧାନୀ ଭୁବନେଶ୍ବରରେ କୋଳାହଳର ସହର ଭିତରେ ଅର୍ଚ୍ଚନା ଦେଖୁଥିଲେ ବିରାଟ ବିରାଟ ଅଟାଳିକା। ଅର୍ଚ୍ଚନା ଭାବୁଥିଲେ କେବେ ସେ ଗଢିବେ ତାଙ୍କ ସ୍ୱପ୍ନର ଅଟାଳିକା।

ବନ୍ଧୁଗଣ କେବେ ବିଦ୍ୟା ବ୍ୟର୍ଥ ଯିବାର ଆପଣ ମାନେ ଶୁଣିଛନ୍ତି କି ? କେବେ ସାଧନା ସଫଳ ନହେବାର ଆପଣ ଦେଖିଛନ୍ତି କି ? କୁହାଯାଏ ଯଦି ମନ ପ୍ରା-ଣ ଦେଇ କୌଣସି କାର୍ଯ୍ୟ କରିଥିବ ତେବେ ସେ ଆଗକୁ ଆଗକୁ ମାଡି ଚାଲିବ। ଆଉ ଦିନେ ତୁମକୁ ସଫଳତା ମଧ୍ୟ ଦେବ। ଦିନ ରାତି ଚିନ୍ତା କରିବା ଗୋଟିଏ ଜିନିଷକୁ ନେଇ ସାଧନା କରିବା ଆଉ ସେହି କଥା ବାରମ୍ବାର ଭାବିବା ଦ୍ୱାରା ମୁଣ୍ଡକୁ ଆସିଥାଏ ନୂଆ ନୂଆ ଉପାୟ ନୂଆ ନୂଆ ଯୋଜନା।

ଯେଉଁ ଜିନିଷକୁ ଆମେ ମନ ଧ୍ୟାନ ଦେଇ କରୁ ତାହା ତ ସଫଳ ହୋଇଥାଏ ମାତ୍ର କୁହାଯାଏ କି ପରିଶ୍ରମ ଆଉ ସତ ପଥରେ ଥିଲେ ସେ ଧନ ଖୁସି ଦିଏ ଆଉ ଜୀବନ ସାରା ସମ୍ମାନ ମଧ୍ୟ ଦେଇ ଥାଏ । ହେଲେ ଅଧର୍ମ ଅସତ୍ୟ ବାଟରେ ଯାଇ ଟଙ୍କା ରୋଜଗାର କଲେ ତାହା ବଢି ଥାଏ ତ ନିହାତି ହେଲେ ଯେତେବେଳେ ଯାଇଥାଏ ମୂଳ ପୋଛ ହୋଇଯାଇଥାଏ। ସେଥି ପାଇଁ କଥାରେ ଅଛି ଅଧର୍ମ ଧନ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ।

ତେବେ ଶାରୀ-ରିକ ସ-ମ୍ପର୍କ ରଖି ବଡ଼ ବଡ଼ ଧନୀ ବ୍ୟକ୍ତିଙ୍କୁ ଫସା-ଉଥିବା ଅର୍ଚ୍ଚନାଙ୍କ ପାଖରେ ଏମିତି କଣ ଥିଲା ଯେ ଅର୍ଚ୍ଚନାଙ୍କ ମାୟା ଜା-ଲରେ ସମସ୍ତେ ଛନ୍ଦି ହୋଇଯାଉଥିଲେ। ଅର୍ଚ୍ଚନା ଏମିତି କଣ କରୁଥିଲେ ଯେ କେହି ତାଙ୍କ ମାୟା ଜା-ଲରେ ବାହାରି ପାରୁ ନଥିଲେ। ତେବେ ଯାହା କୁହାଯାଉଛି କି ଅର୍ଚ୍ଚନା ଯେତେବେଳେ ପ୍ରଥମେ ଭୁବନେଶ୍ୱର ଆସିଥିଲେ ସେତେବେଳେ ଅର୍ଚ୍ଚନା ଏକ ବିୟୁଟି ପାଲର ରେ କାର୍ଯ୍ୟ କରୁଥିଲେ ଆଉ ସେହି ପାଲରରେ ହିଁ ଅର୍ଚ୍ଚନା ଶିଖିଥିଲେ କିପରି ଅନ୍ୟ ଜଣଙ୍କୁ ଖୁସି କରି ପାରି ହୁଏ।

ସେହି କଥା ଅର୍ଚ୍ଚନାଙ୍କୁ ବେଶ ଭଲ ଭାବରେ ଜଣା ଥିଲା। ଯାହା ଅର୍ଚ୍ଚନାଙ୍କୁ ପରବର୍ତ୍ତୀ ସମୟରେ ବେଶ ସାହାଯ୍ୟ କରିଥିଲା ଆଗକୁ ବଢିବାକୁ ଓ ନିଜର କଳା ସାମର୍ଜ୍ୟ ବିସ୍ତାର କରିବାକୁ। ହଁ ଆଜ୍ଞା ଅର୍ଚ୍ଚନା କୁଆଡେ ବିୟୁଟି ପାଲରରେ ମଧ୍ୟ ସବୁ ଗ୍ରାହକଙ୍କୁ ଖୁସି କରୁଥିଲେ ନିଜର ସେବା ଦ୍ୱାରା ଆଉ ସେହି ମନ୍ତ୍ର ଅର୍ଚ୍ଚନାଙ୍କୁ ପରେ ବହୁତ ସାହାଯ୍ୟ କରିଥିଲା।

ଅର୍ଚ୍ଚନା ନିଜ କଥାର ମିଠା ପଣରେ ଅନ୍ୟର ମନ କିଣି ପାରୁଥିଲେ, ଅର୍ଚ୍ଚନା ନିଜ ରୂପର ଜାଲରେ ଅନ୍ୟକୁ ବାନ୍ଧି ପାରୁଥିଲେ। ଆଉ ଅର୍ଚ୍ଚନା ନିଜ ସ୍ପର୍ଶରେ ଅନେକ ଲୋକଙ୍କୁ ଦିବାନା କରୁଥିଲେ। ଆଉ ଯିଏ ଥରେ ଅର୍ଚ୍ଚନାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ନିଜେ ହୋଇ ଯାଉଥିଲେ ତଳି ତଳାନ୍ତ। ଅର୍ଥାତ ପ୍ରଥମେ ଅର୍ଚ୍ଚନା କୁଆଡେ ସୁଖ ଦେଉଥିଲେ ଆଉ ତା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫଟାଇ ଦେଉଥିଲେ ମାନ-ସିକ ଦୁଃ-ଖ। କେବକ ମାନ-ସିକ ଦୁଃ-ଖ ନୁହେଁ ବଂର ବ୍ଲା-କମେ-ଲ କରି ଅର୍ଚ୍ଚନା ଆର୍ଥିକ ଦୁଃ-ଖ ମଧ୍ୟ ଦେଉଥିଲେ। ବର୍ତ୍ତମାନ ଅର୍ଚ୍ଚନା ଗି-ରଫ ହୋଇଥିବା ବେଳେ ସବୁ ସତ ଅର୍ଚ୍ଚନାଙ୍କ ନାମରେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି।

Leave a Reply

Your email address will not be published. Required fields are marked *