ବାର୍ଥରୁମରେ ଖେଳ କରୁଥିଲେ ମ-ଦୁଆ ଅତିଥୀଙ୍କ ସହ ଅର୍ଚ୍ଚନା, ଆସିଲା ସାଂଘା-ତିକ ସୂଚନା।

ବାର୍ଥରୁମରୁ ବେଡ଼ ରୁମ। ଏ ଥିଲା ଅର୍ଚ୍ଚନାଙ୍କ ଦେହ ବ୍ୟବସାୟର ଲକି ରୁମ। ମ-ଦୁଆ ଅତିଥି ମାନେ ଯିଏ ମ-ଦ ପିଇ ନିଜର ଦେହ ଭୋ-କ ମେଣ୍ଟା-ଇବାକୁ ଅର୍ଚ୍ଚନାଙ୍କ ପାଖକୁ ଧାଇଁ ଆସୁଥିଲେ ଅର୍ଚ୍ଚନା ତାଙ୍କୁ ଟାଣି ନେଇ ସିଧା ଚାଲିଯାଉଥିଲେ ବାର୍ଥରୁମ ଭିତରକୁ। ଅର୍ଚ୍ଚନାଙ୍କୁ ସବୁ ଜିନିଷର ସମାଧାନ ମାଲମୁ ଥିଲା। ମ-ଦ ନି-ଶା କିପରି ଛାଡିବ। ବଡ଼ ବଡ଼ ଧନୀ ବ୍ୟକ୍ତି ମାନଙ୍କୁ କିପରି ଖୁସୀ କରିବେ ଏ ସମସ୍ତ କଥା ଅର୍ଚ୍ଚନାଙ୍କୁ ବେଶ ଭଲ ଭାବରେ ଜଣା ଥିଲା।

ତେଣୁ ଅତିଥି ଯେଉଁ ପ୍ରକାରର ଆସନ୍ତୁ ଅର୍ଚ୍ଚନା ତାଙ୍କୁ କିନ୍ତୁ ଭଲ ଭାବେ ଖୁସି କରୁଥିଲେ।ଆଉ ଖୁସି ପରେ ଦେଉଥିଲେ ଦୁଃ-ଖ। ହଁ ବନ୍ଧୁଗଣ ଆମେ ସେହି ଅର୍ଚ୍ଚନାଙ୍କ କଥା କହୁଛୁ ଯିଏ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛନ୍ତି। ଆମେ ସେହି ଅର୍ଚ୍ଚନାଙ୍କ କଥା କହୁଛୁ ଯିଏ ଏବେ ଗାଁ ଠୁ ସହର ନିଜ କଲା କର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ଅର୍ଚ୍ଚନାଙ୍କ ମଥାରେ ସିନ୍ଦୁର ବେକରେ ମଙ୍ଗଳ ସୂତ୍ର ଆଉ ହାତରେ ଅଛି ସଙ୍ଖା। ସ୍ୱାମୀଙ୍କ ନାମରେ ପିନ୍ଧୁଥିଲେ ସିନ୍ଦୁର। ହେଲେ ଅନ୍ୟକୁ ଖୁସି କରିବାରେ ସେ ଥିଲେ ବେଶ ଧୁରନ୍ଧର। ଅର୍ଚ୍ଚନାଙ୍କୁ ଦେଖିଲେ ଯେ କେହିବି କହିବ ଓଡ଼ିଆ ଘରର ବଢିଆ ନାରୀ। ମାତ୍ର ଅର୍ଚ୍ଚନା ଯେ ଭିତରେ ଭିତରେ ଏମିତି କରୁଥିବେ ତାହା କେହି ହେଲେ ସୁଦ୍ଧା ଚିନ୍ତା କରିବେ ନାହିଁ।ତେବେ ଅର୍ଚ୍ଚନା ଯେତେବେଳେ ପ୍ରଥମେ ବଡ଼ ବଡ଼ ଧନୀ ବ୍ୟକ୍ତିଙ୍କ ସହ ମିଶିଲେ ସେ ଦେଖିଲେ ସେମାନଙ୍କର କିପରି ବଡ଼ ବଡ଼ ଅଟାଳିକା ଅଛି।

ତେବେ ଯେଉଁ ଧନୀ ବ୍ୟକ୍ତି ମାନଙ୍କ ଘର ଦେଖି ଅର୍ଚ୍ଚନା ଉତ୍ସାହିତ ହେଲେ ସେହି ବ୍ୟକ୍ତି ମାନଙ୍କୁ ନିଜ ମାୟା ଜା-ଲରେ ଫସାଇ ଟଙ୍କା ଲୁ-ଟିଲେ ଵୋଲି କୁହାଯାଉଛି। ଆଉ ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଫୁଲ ସ-ପୋଟ କରୁଥିଲେ ବୋଲି ସାଧାରଣରେ ବେଶ ଚର୍ଚ୍ଚା ମଧ୍ୟ ହେଉଛି।

ଆଉ କୁହାଯାଉଛି କି ଯେତେବେଳେ ଅତିଥି ମାନେ ଆସୁଥିଲେ ସେତେବେଳେ ଅର୍ଚ୍ଚନାଙ୍କ ମହଲ ଭିତରକୁ ଅର୍ଚ୍ଚନା ତାଙ୍କୁ ନିଜ ଜା-ଲରେ ବାନ୍ଧି ନେଉଥିଲେ। କେଉଁ ଅତିଥିଙ୍କୁ କିଭଳି ଖୁସି କରିବା ଦରକାର ତାହା ମଧ୍ୟ ଅର୍ଚ୍ଚନା ଜାଣିଥିଲେ। ଏବେ ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଯେଉଁ ଅତିଥି ମାନେ ଅର୍ଚ୍ଚନାଙ୍କ ବିରାଟ ଘର ଭିତରକୁ ଆସୁଥିଲେ ଓ ସେମାନେ ମ-ଦ ପିଇଥିବା ଯେତେବେଳେ ଅର୍ଚ୍ଚନା ଜାଣିବାକୁ ପାଉଥିଲେ।

ଅର୍ଚ୍ଚନା ଅତିଥି ମାନଙ୍କୁ ବାର୍ଥରୁମ ଭିତରକୁ ଟାଣି ନେଉଥିଲେ ଆଉ ବାର୍ଥରୁମର ସବୁ ସାୱାର ଟ୍ୟାପ ଖୋଲି ଦେଉଥିଲେ। ଆଉ କୁଆଡେ ଲୋକେ କହୁଛନ୍ତି ସେହି ବ୍ୟକ୍ତିଙ୍କ ସହ ବାର୍ଥରୁମ ଭିତରେ ଅର୍ଚ୍ଚନା କୁଆଡେ ଖୁବ ଭିଜୁଥିଲେ। ଆଉ ଧିରେ ଧିରେ ଅତିଥୀଙ୍କର ନି-ଶା ଛାଡିବା ସହିତ ଅତିଥିଙ୍କୁ ପୁଣି ଥରେ ବେଡ଼ ରୁମ ଭିତରକୁ ଟାଣି ଆଣୁଥିଲେ ଅର୍ଚ୍ଚନା।

ଆଉ ତା ପରେ ନିଜ ଉଦ୍ୟଶ କରୁଥିଲେ ପୂରଣ। ବେଡ଼ ରୁମ ଭିତରେ ଅତିଥୀଙ୍କ ନି-ଶା ଛାଡିବା ପରେ ଅର୍ଚ୍ଚନା ଆଉ ଅତିଥୀଙ୍କ ମଧ୍ୟରେ ଗଢି ଉଠୁଥିଲା ଅନ୍ତ-ରଙ୍ଗ ମୁହୂର୍ତ୍ତ ଆଉ ସେହି ବେଡ଼ ରୁମରେ କୁଆଡେ ପୂର୍ବରୁ ଖଞ୍ଜା ଯାଇଥାଏ ଅନେକ ସିସିଟିଭି। ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ନେଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ କରନ୍ତି ବ୍ଲା-କମେ-ଲ ଆଉ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବାର ଧ-ମକ ମଧ୍ୟ ଦିଅନ୍ତି।

ଯେତେବେଳେ ଜଣେ ଧନୀ ବ୍ୟକ୍ତି ଏହିଭଳି କାର୍ଯ୍ୟ କରୁଥିବା ସମାଜ ଜାଣିବାକୁ ପାଇବ ତାଙ୍କ ମାନ ସମ୍ମାନ ଚାଲିଯିବ। ତେଣୁ ସେମାନେ କଣ କରନ୍ତି ନା ବାଧ୍ୟ ହୋଇ କୁଆଡେ ଅର୍ଚ୍ଚନାଙ୍କ ଡିମାଣ୍ଡ ପୂରଣ କରନ୍ତି। ଯେହେତୁ ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି। ସମାଜରେ ସେମାନଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ଥାଏ। ତେଣୁ ସେମାନେ ଭାଇରାଲ ହେବା ଭ-ୟରେ ଚୁପ ରୁହନ୍ତି। ଆଉ ଅର୍ଚ୍ଚନା ହୁଅନ୍ତି ମାଲେମାଲ ନିଜ ସ୍ୱପ୍ନକୁ ମଧ୍ୟ କରନ୍ତି ପୂରଣ।

Leave a Reply

Your email address will not be published. Required fields are marked *