ଅର୍ଚ୍ଚନା ନିଜେ ବଡ଼ ବଡ଼ ଧନୀ ବ୍ୟକ୍ତି ମାନଙ୍କୁ ଖୁସି କରୁଥିଲା ଆଉ ଅନେକ ଝିଅଙ୍କୁ ନିଜ ସାଥିରେ ରଖିଥିଲା। ଜୋ-ର ଜବ-ରଦସ୍ତ କରି ଝିଅଙ୍କୁ ମଧ୍ୟ କାମରେ ଲଗାଉଥିଲା। ଅର୍ଚ୍ଚନା କହୁଥିଲା ତୁମ ପଛେ ବହୁତ ଟଙ୍କା ଲାଗିଛି ମାନେ ତୁମେ ମୋର ସବୁ କଥା ମାନିବାକୁ ବାଧ୍ୟ। ଝିଅ ମାନେ କୁଆଡେ ଯଦି ମନା କରୁଥିଲେ କି ସେମାନେ କେଉଁ ଦିନ କାହା ସହ ମିଶିବାକୁ ଚାହାଁନ୍ତି ନାହିଁ ସେ ଦିନ ଅର୍ଚ୍ଚନା ସେମାନଙ୍କୁ ଧ-ମକ ଦେଉଥିଲା।
ତାଙ୍କ ପରିବାରର ଦୁର୍ବ-ଳତାକୁ କହି ତାଙ୍କୁ ବାଧ୍ୟ କରୁଥିଲା। ଯୁବତୀ ମାନେ ଯେତେ କହୁଥିଲେ କି ଆମ ଦେହ ଭଲ ଲାଗୁନି ଆମେ ଚାହୁନୁ ଆଜି କାମ କରିବାକୁ ଅର୍ଚ୍ଚନା ସେମାନଙ୍କୁ କୁଆଡେ ବାଧ୍ୟ କରୁଥିଲା। ଆଉ ଯୁବତୀ ମାନଙ୍କୁ ଟଙ୍କାର ଲୋ-ଭ ଦେଖାଇ ବଡ଼ ବଡ଼ ନେତା ମନ୍ତ୍ରୀ ମାନଙ୍କ ପାଖକୁ ପଠାଉ ଥିଲା। ଯୁବତୀ ମାନେ ନେତା ମନ୍ତ୍ରୀ ମାନଙ୍କୁ ଖୁସି କରି ଦେଉଥିଲେ।
ଶୁଣିବାକୁ ମିଳୁଛି କି କଳା ସା-ମ୍ରାଜ୍ୟ ବିସ୍ତାର କରିଥିବା ଅର୍ଚ୍ଚନା କଲେଜ ପଢୁଆ ଯୁବତୀ ମାନଙ୍କୁ ଆଣୁଥିଲା ତାଙ୍କ ପଛରେ କୁଆଡେ ଅନେକ ଟଙ୍କା ଖର୍ଚ୍ଚ ବି କରୁଥିଲା ଆଉ ତାଙ୍କୁ କଣ୍ଡେଇ ପରି ସଯାଉଥିଲା। ତା ପରେ ଯୁବତୀ ମାନଙ୍କ ପଛରେ ଲଗାଇଥିବା ଟଙ୍କାକୁ ଡବଲ ଟ୍ରି-ପଲ କରି ଦେଉଥିଲା। ସିଧା ଆସୁଥିଲା ଆଉ କହୁଥିଲା ଆଜି ତୁ ଏ ମନ୍ତ୍ରୀଙ୍କୁ ଖୁସି କରିବୁ ତୁ ସେ ମନ୍ତ୍ରୀଙ୍କୁ ଖୁସି କରିବୁ।
ଯଦି ଯୁବତୀ ମାନଙ୍କ ଶରୀର ଅସୁସ୍ଥ କାରଣରୁ କିଏ ମନା କରୁଥିଲେ କି ଆଜି ମୁଁ ପାରିବିନି ତେବେ ଅର୍ଚ୍ଚନା କହୁଥିଲା କେଉଁ ନେତା ମନ୍ତ୍ରୀଙ୍କର କେଉଁ ଯୁବତୀ ମାନେ ପସନ୍ଦ ତେବେ ଯୁବତୀ ମାନଙ୍କୁ ଲଗାଇ ଯେତେବେଳେ ଅର୍ଚ୍ଚନା ଟଙ୍କା ରୋଜଗାର କରୁଥିଲା ସେହି ଟଙ୍କା ଲୋ-ଭରେ ଅର୍ଚ୍ଚନା କୁଆଡେ ଅନ୍ଧ ବି ହୋଇଯାଇଥିଲା।
ଯୁବତୀ ମାନେ ଅନୁରୋଧ କରିଥିଲେ କି ନେତା ମାନେ ସେମାନଙ୍କୁ କେଉଁ ଭଳି ଝୁଣି ପକାଉଛନ୍ତି ନି-ଶାରେ ରହି ସେମାନଙ୍କ ଶରୀରକୁ କିପରି କ୍ଷ-ତ ବି-କ୍ଷତ କରି ଦେଉଛନ୍ତି। ଆଉ ଯେଉଁଥି ପାଇଁ ସେ ଦିନେ ଅଧେ ରାଜି ନହେଲେ ଅର୍ଚ୍ଚନା ସେମାନଙ୍କୁ କୁଆଡେ ଖୁବ ଗା-ଳି କରୁଥିଲା। କହୁଥିଲା ତୋର ତୋ ପରିବାର କଥା ମନେ ନାହିଁ କି ତୁ ଟଙ୍କା ଦେଲେ ପରା ତୋ ପରିବାର ଚଳିବ।
ଚାଲ ଆଜି ରାତି ପାଇଁ ତୁ ରେଡି ହେଇଯା। ତୁ ଜାଣିଛୁ ତୁ ହିଁ ସେ ନେତାଙ୍କର କେତେ ପସନ୍ଦ। ତେଣୁ ତୁ ହିଁ ରାତି ପାଇଁ ରେଡି ରହ। ଆଉ ଯୁବତୀ ମାନେ ଅର୍ଚ୍ଚନାଙ୍କ ଧମ-କରେ ଇଛା ନଥାଇବି ହେଉଥିଲେ ରେଡି। ଇଚ୍ଛା ନଥାଇବି ଅର୍ଚ୍ଚନାର ଧମ-କରେ କରୁଥିଲେ ନେତା ମନ୍ତ୍ରୀ ମାନଙ୍କୁ ଖୁସି।
ବୋଧେ ହୁଏ ଅର୍ଚ୍ଚନାଙ୍କ ଉପରେ ସବୁ ଯୁବତୀ ମାନଙ୍କ ଅଭି-ଶାପ ପଡିଲା। ସେମାନେ ଯେଉଁ ଅନୁରୋଧ କରୁଥିଲେ ତାହା ଅର୍ଚ୍ଚନା ଶୁଣୁ ନଥିଲା। ଯେବେ ଇଚ୍ଛା ନଥିଲା ବି ସେବେ ବି ସେମାନଙ୍କୁ ଛାଡୁ ନଥିଲା। ଆଉ ଏବେ କୁଆଡେ ଅର୍ଚ୍ଚନା ଜେ-ଲ ଯିବା ପରେ ଶାନ୍ତିରେ ନିଶ୍ୱାସ ମା-ରୁଛନ୍ତି ଯୁବତୀ ମାନେ। ଆଉ ତାଙ୍କ ବାଧ୍ୟ କରିବାକୁ କେହି ନାହାଁନ୍ତି। ଆଉ ତାଙ୍କୁ ବାଧ୍ୟ କରି ଶାରୀ-ରିକ ସମ୍ପ-ର୍କ ରଖିବାକୁ କେହି କହୁନାହାନ୍ତି।
ସେପଟେ ଅର୍ଚ୍ଚନା ଜେ-ଲ ଭିତରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଗତ କାଲି ଅର୍ଚ୍ଚନାଙ୍କ ଜା-ମିନ ଖା-ରଜ ହୋଇଯାଇଛି । ଆଉ ଏବେ ଜେ-ଲ ଭିତରେ ଥାଇ ଅର୍ଚ୍ଚନା ଅନୁତାପ କରୁଛନ୍ତି। ଆଉ ଭାବୁଛନ୍ତି କେବେ ସେ ଜେ-ଲର ଚାରି କାନ୍ଥ ଭିତରୁ ବାହାରକୁ ଆସିବେ ଆଉ କେବେ ପୁଣି ତାଙ୍କ ଦାମୀ ଘରକୁ ଫେରିବେ ଆଉ ଗୁପ୍ତ କୋଠରୀର ମଜା ନେବେ। ତେବେ ଦେଖିବାକୁ ବାକି ରହିଲା ଅର୍ଚ୍ଚନା ଜେ-ଲ ରୁ ବାହାରିଛନ୍ତି ନା ଘ-ଟଣା ଆଉ ଏକ ମୋଡ଼ ନେଉଛି।