ଅର୍ଚ୍ଚନା କୋଟି କୋଟି ଟଙ୍କାରେ ସଯାଉ ଥିଲା କଣ୍ଡେଇ,କଣ୍ଡେଇ କରୁଥିଲେ ଏମିତି କାମ।

ସୁନ୍ଦରୀ ଅର୍ଚ୍ଚନା ନିଜେ ଯେମିତି ସୁନ୍ଦର ସେ ନିଜକୁ ଯେମିତି ସଜେଇକି ରଖିଥିଲେ। ଆଉ ପୂର୍ବରୁ ସେ ଯେତେବେଳେ ନିଜ ଗାଁରୁ ଆସିଥିଲେ ସୁନ୍ଦରୀ ତ ନଥିଲେ ଭୁବନେଶ୍ୱର ପାଲର ରେ ରହି କାର୍ଯ୍ୟ କରିବା ପରେ ସେ ହୋଇଯାଇଥିଲେ ସୁନ୍ଦରୀ। ଅର୍ଚ୍ଚନା ନିଜକୁ ସଯାଉ ଥିଲେ ଆଉ ନିଜେ ସୁନ୍ଦରୀ ହେବା ସହିତ ସୁନ୍ଦର ସୁନ୍ଦର କଣ୍ଡେଇ ମାନଙ୍କୁ ମଧ୍ୟ ସଯାଉଥିଲେ। ତେବେ ଏହା ଭିତରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଘ-ଟଣା। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ଅର୍ଚ୍ଚନା କାହିଁକି କଣ୍ଡେଇ ମାନଙ୍କୁ ସଯାଉଥିଲେ ଏହା ପଛରେ ତାଙ୍କର ଉଦ୍ୟଶ କଣ ଥାଇ ପାରେ। ହେଲେ ବନ୍ଧୁଗଣ ଅର୍ଚ୍ଚନା କିନ୍ତୁ କାଠ କଣ୍ଡେଇ ସଯାଉ ନଥିଲେ ଅର୍ଚ୍ଚନା କାହାକୁ ସଯାଉଥିଲେ ଘଟ-ଣା ଭିତରକୁ ଗଲେ ଆପଣ ନିହାତି ଭାବେ ଜାଣି ପାରିବେ। ଆଉ ମନରେ ଉଠୁଥିବା ପ୍ରଶ୍ନ ମଧ୍ୟ ଦୂର ହୋଇଯିବ।

ଅର୍ଚ୍ଚନା ମାସକୁ କୁଆଡେ ଲକ୍ଷ ଲକ୍ଷ ଟଙ୍କାରେ କଣ୍ଡେଇ ସାଯାଉଥିଲେ। ଆଉ ହଁ ସେଇ କଣ୍ଡେଇ ମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଡବଲ କରି ଆଣୁଥିଲେ ମଧ୍ୟ। ସେହି କଣ୍ଡେଇ ହେଉଛନ୍ତି ଅର୍ଚ୍ଚନା ଯୋଗାଡ଼ କରି ଆଣୁଥିବା ଝିଅ ମାନେ ବୋଲି କୁହାଯାଉଛି। ଆଉ ସେହି ଯୁବତୀ ମାନଙ୍କୁ ଅର୍ଚ୍ଚନା ସଯାଉଥିଲେ। ସେହି ଯୁବତୀ ମାନଙ୍କ ପଛରେ ଅର୍ଚ୍ଚନା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଆଉ ସେହି ଯୁବତୀ ମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ବୋଲି କୁହାଯାଉଛି। କିପରି ଯୁବତୀ ମାନଙ୍କୁ ସଯାଉଥିଲେ ସେ ବିଷୟରେ ଜାଣିଲେ ମଧ୍ୟ ଆପଣ ଚକିତ ହେବେ। ଯେତେବେଳେ କୁଆଡେ ଅର୍ଚ୍ଚନା ନୂଆ ନୂଆ ସୁନ୍ଦରୀ ଯୁବତୀ ଆଣୁଥିଲେ ତାଙ୍କ ପଛରେ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା।

ଦାମୀ ଲିପିଷ୍ଟିକ, ଦାମୀ କଷ୍ଟମେଟିକ ସହିତ ଇଂଲିଶ ଶିକ୍ଷା ଓ ବଡ଼ ବଡ଼ ପାଲରରେ ଅର୍ଚ୍ଚନା ସେମାନଙ୍କୁ ମେକପ କରାଇ ଆହୁରି ସୁନ୍ଦରୀ କରାଇ ଦେଉଥିଲେ। ସେମାନଙ୍କ ନଖ ଠୁ ନେଇ ଚୁଟି ପର୍ଯ୍ୟନ୍ତ ସବୁ କିଛି ସୁନ୍ଦର କରିବାକୁ ଅର୍ଚ୍ଚନା କୁଆଡେ କହୁଥିଲେ। ଆଉ ସେହି ଯୁବତୀ ମାନଙ୍କୁ ନିଜ କଳା କାର-ନାମାରେ ସାମିଲ କରାଇ ଆଦାୟ ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ଏହା କୁଆଡେ ଥିଲା ଅର୍ଚ୍ଚନାଙ୍କ ବ୍ୟବସାୟ । ଯୁବତୀ ମାନଙ୍କୁ ଆଣୁଥିଲେ ତାଙ୍କ ପଛରେ ଟଙ୍କା ଖର୍ଚ୍ଚ କରୁଥିଲେ ଆଉ ସେମାନଙ୍କୁ କାର୍ଯ୍ୟରେ ଲଗାଇ ତାଙ୍କ ଠାରୁ ଡବଲ ଟଙ୍କା ଆଦାୟ କରୁଥିଲେ। ଏଥିରେ କେବଳ ଅର୍ଚ୍ଚନା ସାମିଲ ନଥିଲେ ବରଂ ତାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ ଅର୍ଚ୍ଚନାଙ୍କୁ ସାହାଯ୍ୟ କରୁଥିଲେ।

ତେବେ ବର୍ତ୍ତମାନ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ନାମରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅର୍ଚ୍ଚନା ଗି-ରଫ ହେବା ପରେ ଖୋଳୁଛି ସେମାନଙ୍କ ଗୁମର ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି ଅନେକ ଘ-ଟଣା। ତେବେ ଲୋକେ କହୁଛନ୍ତି ସୁନ୍ଦରୀ ଅର୍ଚ୍ଚନା ଭାରି ସାଂଘା-ତିକ। ସେ ରୂପରେ ଯେମିତି ଗୁଣରେ ମଧ୍ୟ କୁଆଡେ ଠିକ ସେମିତି। ତେବେ ଏହିଭଳି ଅନେକ ଘ-ଟଣା ସାମ୍ନାକୁ ଆସିବା ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘଟ-ଣାର ନୂଆ ନୂଆ ତଥ୍ୟ ମିଳିବା ପରେ ଏବେ ସମସ୍ତଙ୍କ ନଜର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଉପରେ।

ଏବେ ସମସ୍ତେ କହୁଛନ୍ତି ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ମିଶି କରୁଥିଲେ ଖେଳ। ଏମିତି ଖେଳ କରିବାକୁ ସାଧାରଣ ଲୋକେ ଭ-ୟ କରିବେ। ହେଲେ ସେହି ଭଳି ଖେଳ କରି ଅର୍ଚ୍ଚନା ଆଉ ଜଗବନ୍ଧୁ ହେଉଥିଲେ କୋଟିପତି। ନିଜର ଉଦ୍ୟଶ ପୂରଣ କରିବା ସହିତ । ପୁଳା ପୁଳା ଟଙ୍କାରେ ନିଜକୁ ସଯାଉଥିଲେ ଆଉ ସେହିଥିରୁ ଟଙ୍କା ରୋଜଗାର କରିବା ପାଇଁ ଯୁବତୀ ମାନଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଉଥିଲେ। ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ଆସୁଛି ଏହି ଘଟ-ଣାରେ ନୂଆ ନୂଆ ତଥ୍ୟ।

Leave a Reply

Your email address will not be published. Required fields are marked *