ରାସ୍ତା ଉପରେ ଯାଉଥିବା ଯୁବତୀ ମାନଙ୍କୁ ଟାଣି ଆଣି ଦୁ-ଷ୍କର୍ମ ପାଇଁ ଚେଷ୍ଟା , ପାଟି କରିବାରୁ ବଞ୍ଚାଇଲେ ଗାଁ ଲୋକ

ମଣିଷ ନର ରାକ୍ଷସ ହୋଇ ଉଠୁଛି । ତାକୁ ଶରୀରର ବାସ୍ନା ପାଗଳ କରି ଦେଉଛି । ଯାହାପରେ ଆଉ ସେ ନିଜକୁ ଅଟକାଇ ନ ପାରି ଏପରି କାମ କରିଦେଉଛି , ଯାହା ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକର ଅଟେ । ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଆଜିର ପୁରୁଷ ସମାଜ ନାରୀର ଦେହକୁ ଛିନ ଭିନ କରି ଶୋଷଣ କରି ପକାଉଛନ୍ତି । ଆଉ ଶେଷରେ ସେହି ନାରୀକୁ ନୃ-ଶଂସ ଭାବରେ ହ-ତ୍ୟା ମଧ୍ୟ କରି ଦେଉଛନ୍ତି । ତେବେ ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି ନି-ର୍ଭୟା ହ-ତ୍ୟାକା-ଣ୍ଡ ମା-ମଲା ।

ଆମ ଦେଶର ଆ-ଇନ କାନୁନ ବିଷୟରେ କହିବା ଠିକ୍ ହେବ ନାହିଁ । ଏହା ବିଷୟରେ ତ ଆପଣ ସମସ୍ତେ ଜାଣି ସାରିଥିବେ।କେବଳ ଏହି ନିୟମ କାନୁନ ଏତେ କଠୋର ନ ହେବାରୁ ସମସ୍ତେ ଏପରି କା-ଣ୍ଡ ଘଟାଉଛନ୍ତି । ଆଉ ଦିନ ଦ୍ୱିପ୍ରହରରେ ନାରୀ ମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ତାଙ୍କ ଦେହର ବାସ୍ନାକୁ ଉପଭୋଗ କରିବା ପରେ ଯାଇ ଛାଡ଼ୁଛନ୍ତି । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଦିନ ଦ୍ବିପହରରେ ନିଜ ମାଆ ସହିତ ଯାଉଥିବା ଦୁଇ ଝିଅଙ୍କ ସହିତ ଏପରି ହୋଇଛି , ଯାହା ଆପଣଙ୍କୁ ଚମକାଇ ଦେବ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥା-ନା ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି । ଯେଉଁଥି ପାଇଁ ବର୍ତ୍ତମାନ ସମୟରେ ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ମାଆ ଝିଅ । ସୂଚନା ଅନୁଯାୟୀ , ଦୁଇ ଝିଅ ନିଜ ମାଆଙ୍କ ସହିତ ସ୍କୁଲକୁ କୌଣସି ବ୍ୟକ୍ତିଗତ କାମ ପାଇଁ ଯାଉଥିଲେ । ତେବେ ହଠାତ୍ ଏହି ସମୟ ମଧ୍ୟରେ ଜଣେ ଯୁବକ ଆସି ଦୁଇ ଭଉଣୀଙ୍କୁ ଟଣା ଓଟରା କରିବା ସହିତ ମାଆଙ୍କୁ ମାଡ଼ ମା-ରି ଥିଲେ । ଆଉ ଏକ ଅନ୍ଧାର ଘର ଭିତରକୁ ଟାଣି ନେଇ ପଳାଇ ଯାଇଥିଲେ । ଆଉ ସେଠାରେ ନେଇ ଦୁଇ ଭଉଣୀଙ୍କ ସହିତ ଦୁ-ଷ୍କର୍ମ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ସେମାନଙ୍କ ପୋଷାକ ଚିରି ମଧ୍ୟ ଦେଇଥିଲେ ।

ତେବେ ଏହି ସମୟ ମଧ୍ୟରେ ଦୁଇ ଭଉଣୀ ନିଜ ଜୀବନ ବଞ୍ଚାଇବା ପାଇଁ ପାଟି କରିଥିଲେ । ଆଉ ଏହାପରେ ଗାଆଁର କିଛି ଲୋକ ଆସି ସେମାନଙ୍କୁ ଉ-ଦ୍ଧାର କରିଥିଲେ । ଆଉ ସେମାନଙ୍କ ଜୀବନ ମଧ୍ୟ ବଞ୍ଚି ଯାଇଥିଲା । ଏହାପରେ ଦୁଇ ଝିଅକୁ ଉ-ଦ୍ଧାର କରିବା ପରେ ମାଆ ଜଣକ ପୋ-ଲିସ ଷ୍ଟେ-ସନ ଯାଇଥିଲେ । ଆଉ ସେଠାରେ ଉକ୍ତ ବ୍ୟକ୍ତିଙ୍କ ବିରୁ-ଦ୍ଧରେ ଲିଖିତ ଅଭି-ଯୋଗ କରିଥିଲେ । ତେବେ ଯୁବତୀ ଦୁଇ ଜଣ ସେହି ହୃଦୟ ବିଦାରକ କଥା ପୋ-ଲିସ ଆଗରେ କହିଥିଲେ । କିପରି ସେହି ବ୍ୟକ୍ତି ତାଙ୍କୁ ଦୁଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲା କିନ୍ତୁ କରି ପାରି ନଥିଲା ବୋଲି କହିଛନ୍ତି । ତେବେ ପୋ-ଲିସ ଏ ବାବ-ଦରେ ତଦନ୍ତ କରିବା ନେଇ ଆଗେଇ ଆସିଛି ।

Leave a Reply

Your email address will not be published. Required fields are marked *