ଭେଣେଇ ସାଜିଲା ସୈତାନ ,ସାଙ୍ଗ ସହ ମିଶି ଶା-ଳୀକୁ କଲା ଦୁ-ଷ୍କର୍ମ।

ଶାଳୀ ଭେଣେଇ ସ-ମ୍ପର୍କ ହେଉଛି ଭାଇ ଭଉଣୀର ପବିତ୍ର ସ-ମ୍ପର୍କ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଶାଳୀ ଭେଣେଇ ହାତରେ ରାକ୍ଷୀ ବାନ୍ଧେ। କାରଣ ସେ ଭଉଣୀ ବଦଳରେ ଭେଣେଇ ପାଇଥାଏ। ଆଉ ଶାଳୀର ସୁର-କ୍ଷା ପାଇଁ ଶାଳୀ ଭେଣେଇ ହାତରେ ରାକ୍ଷୀ ବାନ୍ଧି ସୁର-କ୍ଷା ମାଗେ। କିନ୍ତୁ ଜାଣିଛନ୍ତି କି ବନ୍ଧୁଗଣ ସେହି ରାକ୍ଷାସ ଭେଣେଇ ନୃଶଂ-ସତାର ସବୁ ସୀମା ଅତିକ୍ରମ କରିଛି । ଶାଳୀର ର-କ୍ଷା କବଚ ସାଯିବା ବଦକରେ ଭେଣେଇ ସାଙ୍ଗ ମାନଙ୍କ ସହିତ ମିଶି ।

ଶାଳୀର ଦେହକୁ ଝୁଣି ଝୁଣି ଖାଇ ପକାଇଛି। ଶାଳୀ ନିଜକୁ ବଞ୍ଚାଇବାକୁ ଚି-ତ୍କାର କରୁଥିବା ବେଳେ ଭେଣେଇ କିନ୍ତୁ ନିଜର ଦେହର ଭୋକ ମେଣ୍ଟାଇବାକୁ ଯାଇ ଝୁଣି ଝୁଣି ଶାଳୀର ଦେହକୁ ଖାଇ ଚାଲିଥିଲା ।ଶାଳୀ ଚିତ୍କାର କରୁଥିଲା ଭାଇ ଛାଡି ଦିଅ ଛାଡି ଦିଅ ବୋଲି କହି ହାତ ଯୋଡୁଥିଲା । ହେଲେ କିନ୍ତୁ କାମନାର ଲୋଭରେ ଅନ୍ଧ ହୋଇଥିବା ଭେଣେଇକୁ ଶାଳୀର ଚି-ତ୍କାର କୌଣସି ଫରକ ପକାଇ ପାରିନଥିଲା ।

ବନ୍ଧୁଗଣ ପୁରା ଘ-ଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ଦେବେ । 16 ବର୍ଷର ନାବାଳିକା ଶାଳୀ ସହ ଭେଣେଇ ଘଟେଇଛି ଏଭଳି ସାଙ୍ଘା-ତିକ କା-ଣ୍ଡ । କେବଳ ନିଜେ ନୁହେଁ ବରଂ ନିଜ ସାଙ୍ଗ ମାନଙ୍କ ଦେହର ଭୋକ ମେଣ୍ଟାଇବାକୁ ଯାଇ ଭେଣେଇ ଭିଆଇ ଥିଲା ଏପରି କିଛି କା-ଣ୍ଡ । ତେବେ ଯେତେବେଳେ ଏହି ଘ-ଟଣା ଚାରି ଆଡ଼େ ପ୍ରଚାରିତ ହୋଇଥିଲା ସେତେବେଳେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

କେହି ଜଣେ ହେଲେ ମଧ୍ୟ ବିଶ୍ୱାସ କରି ପାରୁନଥିଲେ କି ଭେଣେଇ ମଧ୍ୟ ଛୋଟ ଶାଳୀ ସହ ଏପରି କା-ଣ୍ଡ ଭିଆଇ ପାରେ । ଆଉ ଏବେ ଲୋକେ କହୁଛନ୍ତି କି କଣ ମରିଯାଇଥିଲା କି ମଣିଷ ପାଣିଆ। କଣ ହଜି ଯାଇଥିଲା କି ମଣିଷ ଭିତରେ ଥିବା ମାନବିକତା । କଣ ବିବେକ ଟିକେ ହେଲେ ବାଧା ଦେଲାନି । ଯେତେବେଳେ ଗୋଟେ କଅଁଳ ଛୁଆର ଶରୀରକୁ ସାଙ୍ଗ ମାନଙ୍କ ସହ ମିଶି ଯେତେବେଳେ ଭେଣେଇ ଝୁଣି ଝୁଣି ଖାଇ ଚାଲିଥିଲା ।

ଏଭଳି ଲ-ଜ୍ୟା ଜନକ ଆଉ ସମ୍ବେଦନଶୀଳ ଘ-ଟଣା ସାମ୍ନାକୁ ଆସିଛି ରାଜସ୍ଥାନ ଜିଲ୍ଲାରୁ । ପ୍ରଥମେ ଶାଳୀକୁ ଗଣ ଦୁ-ଷ୍କର୍ମ କରିବା ପରେ ଏହା ପରେ ଶାଳୀକୁ ନେଇ ବେ-ଶ୍ୟାଳ-ୟ,ବେ-ଶ୍ୟା ବୃତ୍ତିରେ ଲଗାଇ ଥିଲା । ସୂଚନା ଅନୁଯାୟୀ ଦୁଇ ବର୍ଷ ପୂର୍ବରୁ ପି-ଡ଼ିତା ଙ୍କ ବାପା କୌଣସି କାରଣକୁ ନେଇ ଜେ-ଲ ଯାଇଥିଲେ ।

ଏହା ପରେ ବଡ଼ ଭଉଣୀ ନିଜର କର୍ତ୍ତବ୍ୟ କରିବାକୁ ଯାଇ ସାନ ଭଉଣୀକୁ ଆଣି ନିଜ ପାଖରେ ରଖିଥିଲା । ଶାଳୀର ଅସହାୟତାର ସୁଯୋଗ ନେଇ ଭେଣେଇ ଶାଳୀ ଉପରେ ପକାଇଥିଲା ଲୋଲୁପ ଦୃଷ୍ଟି । ଏହା ପରେ ଭେଣେଇ ସବୁବେଳେ ଖୋଜି ବୁଲୁଥିଲା ସୁଯୋଗକୁ। କିପରି ଟିକେ ସୁଯୋଗ ପାଇଲେ ଭେଣେଇ ଶାଳୀକୁ ଉପଭୋଗ କରିବ ବୋଲି ଭାବୁଥିଲା ।

ତେବେ ଶେଷରେ ଭେଣେଇ ତାର ଉଦ୍ୟଶ ପୂରଣ କରିବାରେ ସଫଳ ହୋଇଥିଲେ । ସାଙ୍ଗ ମାନଙ୍କୁ ଡାକି ଗଣ ଦୁ-ଷ୍କର୍ମ କରିବା ପରେ । ଭେଣେଇର ମନ ଶାନ୍ତି ହେଲାନି ଯେ ଶେଷରେ ଭେଣେଇ ଶାଳୀକୁ ନେଇ ରେଡ଼ ଯୋନରେ ଲଗାଇ ଦେଲା । ତେବେ କଲବଳେ କୌଶଳେ ଭେଣେଇର କବଳରୁ । ଶାଳୀ ଖସି ଆସି ଏବେ ମହିଳା ଥା-ନାରେ ନିଜ ଭେଣେଇ ନାମରେ ଅଭି-ଯୋଗ କରିଛି ।

ତେବେ ପିଡିତାଙ୍କ ଅଭି-ଯୋଗ ଅନୁଯାୟୀ ଏବେ ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି । ତେବେ ଦେଖିବାକୁ ବାକି ରହିଲା ଆଇନ ଏହିଭଳି ରାକ୍ଷାସ,ସୈ-ତାନ ଭେଣେଇକୁ କେଉଁ ଭଳି ଦ-ଣ୍ଡ ଦେଉଛି । ପିଟିତାକୁ କେବେ ଓ କେଉଁ ପ୍ରକାର ନ୍ୟା-ୟ ଦେଉଛି । ସେପଟେ ସେହି ଅଞ୍ଚଳର ବୁଦ୍ଧିଜୀବୀ ମାନେ କହୁଛନ୍ତି କି ସୈତାନ ଭେଣେଇକୁ ସାଙ୍ଘା-ତିକ ଦ-ଣ୍ଡ ମିଳୁ । ତେବେ ଆଗକୁ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *