“ଘର କଳି ଜାଣିଶୁଣି ବାହାରେ ପକାନ୍ତି ସେଲିବ୍ରେଟି, ସ୍ତ୍ରୀ ସହ ଝ-ଗଡା କରି ଚେନ୍ନାଇ ଯିବାର ଅର୍ଥ କଣ।” ବାବୁଶାନଙ୍କ ଉପରେ ବର୍ଷିଲେ ମହିଳା। ଦେଖନ୍ତୁ ଭିଡ଼ିଓ କଣ କହିଲେ।

ବାବୁଶାନଙ୍କୁ ନେଇ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛି। ବାପା ଓ ମାଆଙ୍କ ଭଳି ବାବୁଶାନ ମଧ୍ୟ ଜଣେ ଭଲ ଓ ସୁନାମଧନ୍ୟ କଳାକାର ହୋଇ ପାରିଥିଲେ। କିନ୍ତୁ ଜୀବନରେ ଏପରି କିଛି ମୋଡ଼ ଆସିଲା ଯାହାକି ତାଙ୍କୁ ଉପରୁ ତଳକୁ ପକେଇ ଦେଲା। ରାଜଧାନୀର ରାଜ ରାସ୍ତାରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କୋଳା-ହଳ ଦେଖିବାକୁ ମିଳିଥିଲା। ଯାହାକି ଚାହୁଁ ଚାହୁଁ ନି-ଆଁ ଭଳି ଭାଇରାଲ ହୋଇଯାଇଥିଲା।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ବାବୁଶାନଙ୍କ ଅନୈ-ତିକ ସଂ-ପର୍କ କୁ ନେଇ ଚର୍ଚ୍ଚା ଜୋରରେ ଧରିଛି। ସମସ୍ତେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜ ନିଜର ପ୍ରତି-କ୍ରିୟା ଦେବାରେ ଲାଗିଛନ୍ତି।

ତେବେ ସେଲିବ୍ରେଟି ମାନଙ୍କ ଏଭଳି କାମ ଯାହାକି ରାଜ ରାସ୍ତାରେ ପଡୁଛି ଉଠୁଛି ତେବେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡୁଛି ତାହାକୁ ନେଇ ଯେତେବେଳେ ଜଣେ ମହିଳାଙ୍କ ପ୍ରତି-କ୍ରିୟା ନିଆଯାଇ ଥିଲା ତେବେ ସେ ଯେଉଁ ଉତ୍ତର ରଖିଥିଲେ ତାହା ସତରେ ଆଶ୍ଚର୍ଯ୍ୟ ଜନକ ଥିଲା। ତେବେ ମହିଳା ଜଣକ ବାବୁଶାନଙ୍କ ଏଭଳି ବ୍ୟବହାର ପାଇଁ ତାଙ୍କ ଉପରେ ବର୍ଷିଥିଲେ।

ମହିଳା ଜଣକ ସେଲିବ୍ରେଟିଙ୍କୁ ଏପରି ବ୍ୟବହାର ପାଇଁ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସେଲିବ୍ରେଟି ହେଲେ ଅନେକ ଲୋକଙ୍କ ପାଇଁ ଭଗବାନ ସହ ସମାନ। ଅନେକ ସେଲିବ୍ରେଟି ଅନୁସରଣ କରିଥାନ୍ତି। ବାବୁଶାନଙ୍କୁ ମଧ୍ୟ ଅନେକ ଫ୍ୟାନ ଅନୁସରଣ କରୁଥିବେ ତେବେ ଘର କ-ଳି ଯେତେବେଳେ ରାସ୍ତାରେ ପଡିଲା ସେତେବେଳେ ଏହାର କୁ ପ୍ର-ଭାବ ସେମାନଙ୍କ ଫ୍ୟାନଙ୍କ ଉପରେ ପଡିଥାଏ। ସେମାନେ ମଧ୍ୟ ଏହାକୁ ଅନୁସରଣ କରି ତାଙ୍କ ସ୍ତ୍ରୀ ସହ କରି ପାରନ୍ତି

କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ ସେଲିବ୍ରେଟି ମାନେ ଜାଣିଶୁଣି ଏଭଳି କାମ କରୁଛନ୍ତି। ତେବେ ସ୍ତ୍ରୀ ସହ କ-ଳି କରିବା ପରେ ସମାଧାନ ନ କରି ଚେନ୍ନାଇ ପଳେଇଲେ। ସେଠାରୁ ସେମାନେ ନିଜ ନିଜର ଭିଡ଼ିଓ କରିକି ଛାଡିବାରେ ଲାଗିଲେ। ସେମାନେ ମିଡିଆ ମାନଙ୍କୁ ମସଲା ଦେଲେ କି ଆମକୁ ନେଇ ଚର୍ଚ୍ଚା ହେଉ। ଆହୁରି ମଧ୍ୟ କହିଛନ୍ତି ବାଲକୁନିରେ ହାତ ହାଲଉଛନ୍ତି। ତେବେ ସେମାନେ କିଛି ଗଡ଼ ଜୟ କରି ଆସିଲା ଭଳି ନିଜକୁ ଅନୁଭବ କରାଉଛନ୍ତି। ତେବେ ଏହିଭଳି ସେଲିବ୍ରେଟି ମାନଙ୍କ ପାଇଁ ଲୋକମାନଙ୍କ ପରିବାର ମଧ୍ୟ ଶୃଙ୍ଖ-ଳିତ ନୁହେଁ।

Leave a Reply

Your email address will not be published. Required fields are marked *