ସୋସିଆଲ ମିଡ଼ିଆର ଭାଇରାଲ ଭିଡ଼ିଓ , ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆଁରେ ଅନେକ ଆଶ୍ଚର୍ଯ୍ୟମୟ ଘ-ଟଣା ଘ-ଟିଥାଏ । ସେଗୁଡିକ ଭିତରୁ କିଛି ଘ-ଟଣା ବିଷୟରେ ଆମେ ଜାଣି ପାରିଥାଉ ଆଉ କିଛି ବିଷୟରେ ଜାଣି ପାରିନଥାଉ । ତେବେ ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଆମେ ସମସ୍ତ ଘ-ଟଣା ବିଷୟରେ ଅବଗତ ହୋଇପାରୁଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଘ-ଟଣା ଭାଇରାଲ ହୋଇଥାଏ । ଆସନ୍ତୁ ଆଜି ସେଭଳି କିଛି ଘ-ଟଣା ବିଷୟରେ ଜାଣିବା ।

ଫ୍ଲରିଡାର ଏକ ହାଇୱେ ରେ ଜଣେ ଯୁବକ ଦେଖିଲେ କି ଗୋଟିଏ କାର ନିଜର ଭାରସାମ୍ୟ ହରାଇ ବସିଛି ଆଉ ରାସ୍ତାରେ ଟଳମଳ ହୋଇ ଗତି କରୁଛି । ତେବେ କିଛି ସମୟ ଚାରିଆଡ଼େ ଧ-କ୍କା ହେବା ପରେ ଗାଡିଟି ଗୋଟିଏ ସ୍ଥାନରେ ଅଟକି ଗଲା , ଏହାପରେ ଲୋକମାନେ ଯାଇ ସେଠାରେ ପହଁଚିଲେ । ଦେଖିଲା ବେଳକୁ ଗାଡି ଭିତରେ ଥିବା ବ୍ୟକ୍ତି ଜୀବିତ ଅଛନ୍ତି । ବାସ୍ତବରେ ର-କ୍ତଚାପ ଦୁ-ର୍ବଳ ହୋଇଥିବାରୁ ତାଙ୍କ ସହ ଏଭଳି ହୋଇଥିଲା ।

ଗୋଟିଏ ଅଞ୍ଚଳରେ ବନ୍ୟା ଯୋଗୁଁ ପାଣି ଜମି ଯାଇଥିଲା । ରାସ୍ତା ଉପରେ ପାଣି ଅଟକି ରହିଥିଲା । କୁଆଡ଼େ ଯାଇ ପାରୁନଥିଲା । ଏହାରି ମଧ୍ୟରେ ଦୁଇଟି କାର ଅଟକି ଯାଇଥିଲେ । ଦେଖୁ ଦେଖୁ ଗୋଟିଏ କାରରେ ନି-ଆଁ ଲାଗିଗଲା । ଆଉ ସେହି ସ୍ଥାନରେ ଫାୟାର ଡିପାର୍ଟମେଣ୍ଟ ପହଞ୍ଚିବାକୁ ବିଳମ୍ବ ହେଲା । ଭାଗ୍ୟବଶତଃ ସେହି ସ୍ଥାନରେ ଗୋଟିଏ ଡ଼ମ୍ପର ଥିଲା । ସେ ଆସି ବିଳମ୍ବ ନ କରି ପାଣି ପକାଇବା ଆରମ୍ଭ କଲା ଆଉ ଗାଡିର ନି-ଆଁ ଲିଭିଗଲା ।


୨୦୨୧ ରେ ମାଲେସିଆରେ ଏକ ହାଇୱେରେ ଚାଲୁଥିବା ଟ୍ରକର ତାରପୋଲିନ ଖୋଲିଯାଏ ଆଉ ତାହା ଆସି ପଛରେ ଯାଉଥିବା ଦୁଇ ବାଇକ ଚାଳକଙ୍କ ଉପରେ ପଡ଼ିଯାଏ । ତେବେ ଭାଗ୍ୟବଶତଃ ସେହି ଲୋକମାନେ କୌଣସି ଦୁର୍ଘ-ଟଣାର ସମ୍ମୁଖୀନ ନ ହୋଇ ର-କ୍ଷା ପାଇଯାଆନ୍ତି ।

ଋଷିଆରେ ଗୋଟିଏ ଝିଅ ରାତିରେ ରାସ୍ତା ଉପରେ ଏକୁଟିଆ ଯାଉଥିଲା । ହଠାତ ତା ଆଡ଼କୁ କୁକୁର ମାନେ ମାଡି ଆସିଲେ ଆଉ ତାକୁ କାମୁ-ଡ଼ିବାକୁ ଗୋଡ଼ାଇଲେ । କିନ୍ତୁ ଏହା ମଧ୍ୟରେ ସେହି ସ୍ଥାନରେ ଗୋଟିଏ କାର ଲାଇଟ ପଡିଲା ଆଉ କୁକୁର ମାନେ ଭ-ୟଭୀ-ତ ହୋଇ ପଳାଇଲେ । ଝିଅର ଭାଗ୍ୟ ଟାଣ ଥିବାରୁ ସେ ସେଦିନ ର-କ୍ଷା ପାଇଗଲା ।

ଗୋଟିଏ ପୋଲ ତଳେ ବନ୍ୟା ଜଳ ବହୁତ ତୀବ୍ର ବେଗରେ ଗତି କରୁଥିଲା ଆଉ ଏହାକୁ ଜଣେ ମହିଳା ସ୍କୁଟିରେ ଛିଡା ହୋଇ ଦେଖୁଥିଲେ । କିନ୍ତୁ ହଠାତ ପୋଲ ଭାଙ୍ଗି ପାଣି ମା-ଡ଼ି ଆସିଲା ଆଉ ଏହି ସମୟ ଭିତରେ ମହିଳା ସୌଭାଗ୍ୟବଶତଃ ସେଠାରୁ ପଳାଇଲେ ଆଉ ର-କ୍ଷା ପାଇଗଲେ ।

Leave a Reply

Your email address will not be published. Required fields are marked *