ଭାଇକୁ କଲ୍ କରି ନଦୀକୁ ଡେଇଁ ପଡିଲା ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଦୃ-ଶ୍ୟ

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ମଧ୍ୟ କିଛି ଏହିଭଳି ଭିଡ଼ିଓ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ଯୁବତୀ ଜଣକ କୌଣସି କାରଣ ପାଇଁ ନଦୀକୁ ଡେଇଁ ପଡିଛନ୍ତି। ଲୋକଙ୍କ ଭିଡ଼ ବ୍ରିଜ ଉପରେ ଦେଖିବାକୁ ମିଳିଛି।

ଆଜିର ଏକ ବିଂଶ ଶତାବ୍ଦୀରେ ଲୋକ ମାନଙ୍କ ଚାଲି ଚଳଣି ଓ ବ୍ୟବହାର ରେ ଅନେକ ଭିନ୍ନତା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଅନେକ ଲୋକ ଆ-ତ୍ମହ-ତ୍ୟା କରୁଥିବା ମା-ମଲା ସାମ୍ନାକୁ ଆସୁଛି। ଚାଷୀ କରଜ କରି ଆ-ତ୍ମହ-ତ୍ୟା କରୁଛି ତ ଛାତ୍ର ପାଠର ଚାପ ସହି ନ ପାରି ଆ-ତ୍ମହ-ତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ପାରିବାରିକ କ-ଳହ-ଳ ଓ ପ୍ରେମ ପାଇଁ ମଧ୍ୟ ଆ-ତ୍ମହ-ତ୍ୟା କରୁଥିବାର ମାମ-ଲା ଅନେକ ସମୟରେ ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମୟରେ ଅନେକ ପ୍ରେମୀ ଯୁଗଳ ନିଜ ପ୍ରେମକୁ ନ ପାଇ କିଏ ପାଗଳ ହେଇ ଯାଉଛି ତ ଆଉ କିଏ ଦୁଃ-ଖ ସହି ନ ପାରି ଆ-ତ୍ମହ-ତ୍ୟା କରୁଛନ୍ତି।

ତେବେ ଗତ ଏକ ବର୍ଷ ମଧ୍ୟ ଅନେକ ପ୍ରେମୀ ନିଜ ପ୍ରେମକୁ ହରାଇ ଆ-ତ୍ମହ-ତ୍ୟା କରୁଥିବା ମାମ-ଲା ସାମ୍ନାକୁ ଆସିଛି। ତେବେ ସେଥିମଧ୍ୟରୁ ସୌମ୍ୟ ରଞ୍ଜନଙ୍କ ଆ-ତ୍ମହ-ତ୍ୟା ମାମଲା ଅନେକ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟି ଥିଲା। ଯୁବତୀ ଜଣେ ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିବା ଦୃ-ଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ଏଭଳି ଅଭା-ବନୀୟ ଘଟ-ଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ତେବେ ସୂଚନା ଅନୁସାରେ, ଗେଲଟିଆ ଅଞ୍ଚଳର ଯୁବତୀ ଜଣକ ରାଜଘଟ ବାଇପାସ ବ୍ରିଜ ନିକଟକୁ ଆସିଥିଲେ। ତେବେ ସେ ପ୍ରଥମେ ବ୍ରିଜ ନିକଟରେ ଥିବା ଦୋକାନୀ ଠାରୁ ମୋବାଇଲ ଫୋନ ମାଗି ଭାଇକୁ କଲ୍ କରିଥିଲେ। ଏହାପରେ ସେ କଣ କଥା ହେଲେ ତାହା କେହି ଜାଣି ନାହାଁନ୍ତି। ଯୁବତୀ ଜଣକ ବ୍ୟକ୍ତିଙ୍କୁ ତାଙ୍କ ମୋବାଇଲ ଫୋନ ଫେରେଇ ଦେଇ ନଦୀ ଗର୍ଭକୁ ଡେ-ଇଁ ପଡ଼ିଥିଲେ। ଖବର ପାଇ ଅ-ଗ୍ନିଶମ ବିଭାଗ ଯାଇ ପହଞ୍ଚି ଥିଲା ତେବେ ଅଗ୍ନିଶମ କର୍ମୀ ଯୁବତୀଙ୍କୁ ଖୋଜି-ବାରେ ଲାଗିଥିଲେ ମଧ୍ୟ କୌଣସି ପତା ମିଳିଥିବା ଜଣା ପଡ଼ିଛି।

ଦୋକାନୀଙ୍କ କହିବାନୁଯାୟୀ, ଯୁବତୀ ଜଣକ କୌଣସି ଜିନିଷକୁ ନେଇ ଚିନ୍ତାରେ ଥିଲେ। ସେ ବ୍ୟସ୍ତ ବିବ୍ରତ ହୋଇ ମୋ ଠାରୁ ମୋବାଇଲ ଫୋନ ନେଇ ଥିଲେ କଲ୍ କରିବା ପାଇଁ। ତେବେ ଯୁବତୀ ଜଣକ ମୋ ଠାରୁ ଫୋନ ନେବା ପରେ ବାହାରକୁ ଯାଇ କଥା ହୋଇଥିଲେ। କଥା ହେବାର କିଛି ସମୟ ପରେ ନମ୍ବରକୁ ଡିଲେଟ କରି ମୋତେ ଦେଇ ଦେଇଥିଲେ। ଏହାପରେ ନଦୀକୁ ଡେଇଁ ପଡିଲା ଯୁବତୀ।

Leave a Reply

Your email address will not be published. Required fields are marked *