ବାହାନଗାରେ ପୁଣି ଥରେ ବଡ଼ ଦୁର୍ଘ-ଟଣା ! ଟ୍ରାଭେଲର ଗାଡ଼ି ସହିତ ଟ୍ରକ ଧ-କ୍କା , ୧୫ ଯାତ୍ରୀ ଗୁରୁ-ତର ।

ବାହାନଗାରେ ପୁଣି ଦୁର୍ଘ-ଟଣା ! ବାହାନଗାର ବିନ୍ଦୁ ଛକର ରାଜପଥରେ ଦୁର୍ଘ-ଟଣା ଘଟି ଯାଇଛି । ଯେଉଁ କାରଣରୁ ୧୫ ରୁ ଅଧିକ ଯାତ୍ରୀ ଗୁରୁ-ତର ଭାବରେ ଆ-ହତ ହୋଇଛନ୍ତି । ଯେଉଁ କାରଣରୁ ଲୋକେ ଏହି ଘ-ଟଣା ବିଷୟରେ ଶୁଣି ଏବଂ ପୂର୍ବ ଦୁର୍ଘ-ଟଣାକୁ ମନେ ପକାଇ ଭ-ୟଭୀ-ତ ହୋଇ ଯାଇଛନ୍ତି ।

ବାହାନଗା ବ୍ଲକ ୧6 ନମ୍ବର ଜାତୀୟ ରାଜପଥ ବିନ୍ଦୁ ଛକ ନିକଟରେ ଏକ ଟ୍ରାଭେଲର ଗାଡ଼ି ସାଙ୍ଗରେ ଏକ ଟ୍ରକ ମୁହାଁମୁହିଁ ଧ-କ୍କା ହୋଇଛି । ଯେଉଁ ଘଟ-ଣାର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କିନ୍ତୁ ଟ୍ରାଭେଲରରେ ଥିବା ୧୫ ଜଣ ଛାତ୍ରୀ ଗୁରୁ-ତର ଭାବରେ ଆ-ହତ ହୋଇଛନ୍ତି ।

ଟ୍ରାଭେଲରର ଡ୍ରାଇଭର ଅଧିକ ଗୁରୁ-ତର ହୋଇଥିବା ବେଳେ ତାଙ୍କ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ କିଛି ଗୁରୁ-ତର ଥିବା ଯାତ୍ରୀଙ୍କୁ ଲୋକେ ଚିହ୍ନଟ କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡ଼ିକାଲକୁ ପଠାଇଛନ୍ତି । କିନ୍ତୁ ଡ୍ରାଇଭରଙ୍କୁ ସୋର ଡାକ୍ତରଖାନାରୁ ବାଲେଶ୍ୱର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଏଭଳି ଏକ ଦୁର୍ଘ-ଟଣା ଘଟି ଯାଇଛି । ଟ୍ରକଟି ଭୁଲ ରାସ୍ତାରେ ଆସିଥିବାରୁ ଏଭଳି ଧ-କ୍କା ହୋଇଥିବା କୁହାଯାଇଛି । ଗତକାଲି ଜୟଦେବବିହାର ପାରଲାଇଟରୁ କିଛି କଳାକାର ଟ୍ରାଭେଲର ଯୋଗେ ବାରିପଦା ଯାଉଥିଲେ ।

ବାରିପଦାରେ ଅନୁଷ୍ଠିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେବାର ଥିଲା । କିନ୍ତୁ ବାରିପଦା ପହଞ୍ଚି ପାରି ନାହାଁନ୍ତି ସେମାନେ ଏବଂ ରାସ୍ତାରେ ଏଭଳି ଏକ ବଡ଼ ଦୁର୍ଘ-ଟଣା ଘଟି ଯାଇଛି । ଟ୍ରାଭେଲର ଡ୍ରାଇଭର ସୂର୍ଯ୍ୟକାନ୍ତ ଅଧିକ ଗୁରୁତର ଅଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ସୋର ଡାକ୍ତରଖାନାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଆଉ ଏଭଳି ଏକ ମର୍ମ-ନ୍ତୁଦ ଘଟ-ଣା ଘଟିବା ପରେ ଲୋକେ ପୂର୍ବ ଟ୍ରେନ ଦୁର୍ଘ-ଟଣାକୁ ମନେ ପକାଇଛନ୍ତି । ଏପଟେ କହିରଖିବୁ ଯେ ଆଜିକାଲି ଯାନବାହନର ସଂଖ୍ୟା ବୃଦ୍ଧି , ଲୋକ ସଂଖ୍ୟା ବୃଦ୍ଧି ଏବଂ ଲୋକଙ୍କ ବେପରୁଆ ଗାଡ଼ି ଚାଳନା କାରଣରୁ ଏଭଳି ଦୁର୍ଘ-ଟଣା ଅଧିକ ଘଟୁଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *